ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ

ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ଯାହା ଫଳରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା । ଏଥିପାଇଁ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୩ ସାଂସଦ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୩ ସାଂସଦ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୩ ସାଂସଦ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ପଶ୍ଚିମ ଓଡିଶାର ପ୍ରମୁଖ ରାଜେନ୍ଦ୍ର ମହାବିଦ୍ୟାଳୟ କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୮୯ ସେକ୍ସନ ୩୨ (୧) ଅନୁଯାଇ ଜୁନ ଏକ ତାରିଖ ୨୦୨୦ ମସିହାରେ ଏହି ମହାବିଦ୍ୟାଳୟକୁ , ବିଶ୍ୱବିଦ୍ୟାଳୟ ଭାବରେ ଘୋଷଣା କରିଥିଲେ । ୨୦୨୧ ମସିହା ଉତ୍କଳ ଦିବସରେ ଏହି ବିଶ୍ୱବିଦ୍ୟାଳୟରେ…

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ୬ଘଣ୍ଟା ରାସ୍ତାରୋକ: ନିଯୁକ୍ତି ସହ ଆର୍ôଥକ ସହାୟତା ପ୍ରଦାନ କରିବ ସିମେଣ୍ଟ କମ୍ପାନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ୬ଘଣ୍ଟା ରାସ୍ତାରୋକ: ନିଯୁକ୍ତି ସହ ଆର୍ôଥକ ସହାୟତା ପ୍ରଦାନ କରିବ ସିମେଣ୍ଟ କମ୍ପାନୀ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ୬ଘଣ୍ଟା ରାସ୍ତାରୋକ: ନିଯୁକ୍ତି ସହ ଆର୍ôଥକ ସହାୟତା ପ୍ରଦାନ କରିବ ସିମେଣ୍ଟ କମ୍ପାନୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ମୌଜା ଅନ୍ତର୍ଗତ ମାଛମଲା ବସ୍ତି ନିକଟରେ ସଡ଼କ ଦୁର୍ଘଟଣା ଘଟି ଗୁରୁବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଜଣକ ଉକ୍ତ ବସ୍ତିର ଶ୍ରୀକାନ୍ତ ହେମ୍ବ୍ରମ୍‌(୪୦) ଓ ସେ ଟ୍ରାକ୍ଟର ତଥା ପାୱାର ଟ୍ରିଲର ଚାଳକଭାବେ…

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ ଭୁବନେଶ୍ୱର (ଏନ୍‌.ଏମ୍‌.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ଏକକାଳୀନ ଏହି ରେଡ୍ କରାଯାଇଥିବା ବେଳେ ବିପୁଳ ପରିମାଣର ସମ୍ପତି ଜବତ ହୋଇଛି । ଟଙ୍କା ଦେଖି ଭିଜିଲାନ୍ସ…

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ କଟକ(ଏନ୍‌.ଏମ୍‌.): ସରକାରଙ୍କ ଟାଳଟୁଳ ନୀତି ଓ ୧୦ଦଫା ଦାବିରେ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ (ଓଡ଼ିଶା ମେଡ଼ିକାଲ ଲ୍ୟାବ ଟେକ୍‌ନିସିଆନ ଆସୋସିଏସନ- ଓଏମଏଲଓଏ) ପକ୍ଷରୁ ଅଗଷ୍ଟ ପହିଲାରୁ କଳାବ୍ୟାଚ ପରିଧାନ ପୂର୍ବକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବେ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସଂଘ ଡାକରାରେ କଟକ ଜିଲ୍ଲା ସଂଘ ପକ୍ଷରୁ ଭେଷଜ ପ୍ରୟୋଗଶାଳା…

କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ
ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ନୂଆଦିଲ୍ଲୀ (ଏନ୍‌.ଏମ୍‌.): କଟକ ରେଳ ଷ୍ଟେସନକୁ ଜାତୀୟ ରେଳ ଷ୍ଟେସନର ମାନ୍ୟଟା ଦିଆଯାଇଥିଲେ ବି ଏହାର କୌଣସି ବିକାଶ ହୋଇ ପାରିନାହିଁ । ଗତ ବର୍ଷ କେନ୍ଦ୍ର ସରକାର ଓଡ଼ିଶାର କଟକ, ବ୍ରହ୍ମପୁର, ଭଦ୍ରକ, ସମେତ ୧୧ଟି ରେଳ ଷ୍ଟେସନ ନବୀକରଣ କରିବାର ଘୋଷଣା କରିଥିଲେ ବି ଏହି…

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ ଚୌଦ୍ୱାର(ଏନ୍‌.ଏମ୍‌.): ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୨ଜଣ ଚୋରଙ୍କୁ ଗିରଫ କରିଛି । ସେମାନେ ହେଲେ ଚୌଦ୍ୱାର ଯାତ୍ରାପଡିଆ ଅଞ୍ଚଳର ସୁରେନ୍ଦ୍ର କୁମାର ଦାସ(୨୩) ଓରଫ କାଳିଆ ଓ ଗୁପ୍ତେଶ୍ୱର ସାହିରେ ଭଡା ଘରେ ରହୁଥିବା ରମେଶ ବାରିକ୍ (୨୧) ଓରଫ ଭାଲୁ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ୨୩ଟି ଚୋରି ମୋବାଇଲ ଓ…

କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା

କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ଅଫଲାଇନ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବୋର୍ଡ ପକ୍ଷରୁ ସମସ୍ତ ପର୍ଯ୍ୟାୟ ଚୂଡାନ୍ତ ହୋଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ପରୀକ୍ଷା ପୂର୍ବରୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି ।…

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା କଟକ (ଏନ୍‌.ଏମ୍‌.): ରାଜ୍ୟର ପ୍ରତିଭାବାନ ପ୍ରଥମ ଶ୍ରେଣୀ ବୋଲର ଆଲୋକ ସାହୁ ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି । ଆଲୋକ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୫ଟି ମ୍ୟାଚ ଖେଳିଥିବା ବେଳେ ୧୮ଟି ଲିଷ୍ଟ ମ୍ୟାଚ, ୨୨ଟି ଟି-୨୦ ମ୍ୟାଚ ଖେଲିଛନ୍ତି । ସେ ୨୦୦୯ ନଭେମ୍ବରରେ ପ୍ରଥମ ଶ୍ରେଣୀ…

ପୁଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ

ପୁଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ କଟକ(ଏନ୍‌.ଏମ୍‌.): ଅସଲି କହି ନକଲି ଘଣ୍ଟା ବିକ୍ର କରୁଥିବା ଜଣେ ଅସାଧୁ ବ୍ୟବସାୟଙ୍କୁ କଟକ ବାଦାମବାଡି ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଜଣକ କାଳିପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି । ବାଦାମବାଡି ବସଷ୍ଟାଣ୍ଡରେ ଏକ ଦୋକାନରେ ଏହି ବ୍ୟବସାୟୀ ଜଣକ ବିଭିନ୍ନ ବ୍ରାଣ୍ଡର ଘଣ୍ଟା ବିକୁଥିଲେ । ଗତକାଲି ଜଣେ ଗ୍ରାହକ ଫାଷ୍ଟଟ୍ରାକ୍ ଘଣ୍ଟା କିଣିବାକୁ ଯାଇଥିବା ବେଳେ ଦୋକାନୀ…

ଗୀତିକାରଙ୍କ ପିତୃ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୀତିକାରଙ୍କ ପିତୃ ବିୟୋଗ

ଗୀତିକାରଙ୍କ ପିତୃ ବିୟୋଗ କଟକ(ଏନ୍‌.ଏମ୍‌.): ଗତକାଲି ବିଳମ୍ବିତ ରାତିରେ ଗୀତିକାର ଜୟନ୍ତ ଦାସଙ୍କ ପିତା ସଦାନନ୍ଦ ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ କଟକରେ ଚିକିତ୍ସା ହେଉଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ନିର୍ମଳା ଦାସ, ତାଙ୍କ ସାନ ଭାଇ ରବୀନ୍ଦ୍ର ଦାସ, ଭାଇବୋହୁ ବିଦ୍ୟୁତ…

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ କଟକ(ଏନ୍‌.ଏମ୍‌.):ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର ସଦସ୍ୟ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କଳାହାଣ୍ଡି ସ୍ଥିତ ଭବାନୀପାଟଣରେ ବାସଗୃହରେ ମଙ୍ଗଳବାର ସକାଳେ ହୃଦଘାତରେ ତାଙ୍କର ବିୟୋଗ ଘଟିଥିଲା । ସେ ଜଣେ ଦକ୍ଷ କ୍ରୀଡା ସଙ୍ଗଠକ ସହ କ୍ରୀଡା ପ୍ରେମୀ ମଧ୍ୟ ଥିଲେ । ଫୁଟବଲ ଖେଳରେ…

ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ

ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲାର ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ପାଇଁ ଜିଲ୍ଲାପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଅଞ୍ଚଳର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି । ନରସିଂହପୁରର କମଳାଡ଼ିହରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର…

ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ

ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ କଟକ(ଏନ୍‌.ଏମ୍‌.): ହାଇକୋର୍ଟରେ ଏଣିକି ଶୁଣାଣି ହେଉଥିବା ମାମଲାର ସିଧା ପ୍ରସାରଣ କରାଯିବ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ବୋଲି ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ମହଲରୁ କୁହାଯାଇଛି । ହାଇକୋର୍ଟ ଅଫ ଓଡିଶା ଲାଇଭ…

ଆଇଏଏସସ୍ତରରେ ଅଦଳବଦଳ : ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ଅତିରିକ୍ତ ଦାୟିତ୍ୱ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇଏଏସସ୍ତରରେ ଅଦଳବଦଳ : ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ଅତିରିକ୍ତ ଦାୟିତ୍ୱ

ଆଇଏଏସସ୍ତରରେ ଅଦଳବଦଳ : ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ଅତିରିକ୍ତ ଦାୟିତ୍ୱ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । ଏହି ଅଦଳବଦଳରେ ବହୁ ଆଇଏଏସ ଅଧିକାରୀଙ୍କ ବିଭାଗରେ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ଆଇଏଏସ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ…

ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ

ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ କଟକ(ଏନ୍‍.ଏମ୍‍.): ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀକୁ ରେଳବାଇ ପୋଲିସ(ଆରପିଏଫ) ଗିରଫ କରିଛି । ଅଭିଯୁକ୍ତ ଜଣକ ଦିଲ୍ଲୀରେ ରହୁଥିବା ବିହାର ପାଟନା ସହରର ଆଶୁତୋଷ ସିହ୍ନା(୪୧) ବୋଲି ଜଣାପଡ଼ିଛି । ତା’ ନିକଟରୁ ୧୪ କିଲୋ ଓଜନର ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟାରେ ଆଶୁତୋଷ ଦୁଇଟି ଲଗେଜ ଧରି କଟକ ରେଳ…

୭ଫୁଟ୍‌ର ଅଜଗର ଉଦ୍ଧାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୭ଫୁଟ୍‌ର ଅଜଗର ଉଦ୍ଧାର

୭ଫୁଟ୍‌ର ଅଜଗର ଉଦ୍ଧାର ଟାଙ୍ଗୀ(ଏନ୍‍.ଏମ୍‍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଜରିପଡ଼ା ପଞ୍ଚାୟତ ପଇଗୁଆଁ ଗ୍ରାମ ନିକଟରୁ ୭ଫୁଟ୍ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଶୁଭମ୍ କୁମାର ପରିଡ଼ା ସାପଟିକୁ ଉଦ୍ଧାରକରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗୋଟିଏ ପଟେ ବିରୂପା ନଦୀ ଓ ଅନ୍ୟପଟେ ମେଣ୍ଢାଖାଇ ଯୋର ରହିଛି । ଫଳରେ ସାପଟି…

ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା: ଚତୁର୍ଥ ଥର ସଭାପତି ଆସନରେ ନରେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା: ଚତୁର୍ଥ ଥର ସଭାପତି ଆସନରେ ନରେନ୍ଦ୍ର

ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା: ଚତୁର୍ଥ ଥର ସଭାପତି ଆସନରେ ନରେନ୍ଦ୍ର ଟାଙ୍ଗୀ(ଏନ୍‍.ଏମ୍‍.): କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଥିବାବେଳେ କରୋନାଜନିତ କଟକଣା ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ହାଟ୍ରିକ ଅର୍ଜନ କରିଥିବା ନରେନ୍ଦ୍ର କୁମାର ରାଉତରାୟ ୪ର୍ଥ ଥର ନିମନ୍ତେ ନିଜ ପଦ ବଜାୟ ରଖିନ୍ତି । ଅନ୍ୟାନ୍ୟ…

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ କଟକ(ଏନ୍‌.ଏମ୍‌.): ସିଡ଼ିଏ ସେକ୍ଟର-୬ସ୍ଥିତ କୃଷକ ବଜାର ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଓ ଆଶକର୍ମୀ ନିର୍ଝରିଣୀ ଲେଙ୍କା ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ଅନ୍ତର୍ଗତ ୬ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶାରଳା ମହିଳା ଆରୋଗ୍ୟ ସମିତିର ସଭାପତି…

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌’ ଅଭିଯାନ ମାଧ୍ୟମରେ କଟକସ୍ଥିତ ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଏକ ଅତ୍ୟାଧୁନିକ ପାଠାଗାରର ନିର୍ମାଣ କରାଯାଇଛି । ଆଜି ‘ମୋ ସ୍କୁଲ୍ ଅଭିଯାନ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଏହି ପାଠାଗାରକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ରାଜ୍ୟର ଏହି ପୁରାତନ ବିଦ୍ୟାଳୟରେ ପୂର୍ବରୁ ରହିଥିବା ଅବ୍ୟବହୃତ ପାଠାଗାରକୁ ମୋ ସ୍କୁଲ୍…