ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ
ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ କଟକ(ଏନ୍.ଏମ୍.): ଦିନମଜୁରୀଆ କାମ କରି ପରିବାର ଚଳାଉଥିବା ଗରିବ ଲୋକମାନେ କରୋନା ମହାମାରୀ ସମୟରେ ରୋଜଗାର ହରାଇଛନ୍ତି । ବିଭିନ୍ନ କ୍ଷେତ୍ରରେ କାମ ବନ୍ଦ ଥିବା ଯୋଗୁଁ ଏହି ଗରିବ ଲୋକମାନଙ୍କ ପକ୍ଷରେ ଚଳିବା କଷ୍ଟକର ହୋଇ ପଡ଼ୁଛି । ସ୍ଥାନୀୟ…




















