ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ହେଲେ ବାଲେଶ୍ୱରନାଥ ସାହୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ହେଲେ ବାଲେଶ୍ୱରନାଥ ସାହୁ

ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ହେଲେ ବାଲେଶ୍ୱରନାଥ ସାହୁ କଟକ(ଏନ୍‌.ଏମ୍‌.): ରାଜ୍ୟ ଜଳ ସଂପଦ ବିଭାଗର ନିର୍ଦ୍ଦେଶ କ୍ରମେ ଇଂ ବାଲେଶ୍ୱରନାଥ ସାହୁ ଆଜି କଟକ ମହାନଦୀବିହାରସ୍ଥିତ ଡ୍ରେନେଜ୍ ଡିଭିଜନର ମୁଖ୍ୟ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଜିଲ୍ଲାରେ ମହାନଦୀ ସାଉଥର ନିର୍ବାହୀ ଯନ୍ତ୍ରୀ ଓ ପରେ ପରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଇଂ. ସାହୁ ନଦୀବନ୍ଧର ସୁରକ୍ଷା, କେନାଲ ରାସ୍ତା…

ମାଟ୍ରିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା : ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ କଲେ ଫର୍ମ ପୂରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା : ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ କଲେ ଫର୍ମ ପୂରଣ

ମାଟ୍ରିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା : ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ କଲେ ଫର୍ମ ପୂରଣ କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଫଲାଇନରେ ପରୀକ୍ଷା ଦେବେ । ଏଥିଲାଗି ଫର୍ମପୂରଣ କରିଛନ୍ତି । ଚଳିତ ବର୍ଷ ଅଫଲାଇନରେ ବାର୍ଷିକ ପରୀକ୍ଷା ଲାଗି ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବୋର୍ଡ…

ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା: ଘରକୁ ପଠାଇଲା ଅସହାୟଙ୍କ ମୃତଦେହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା: ଘରକୁ ପଠାଇଲା ଅସହାୟଙ୍କ ମୃତଦେହ

ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା: ଘରକୁ ପଠାଇଲା ଅସହାୟଙ୍କ ମୃତଦେହ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ଦ୍ୱାରା ଜନସେବା କାର୍ଯ୍ୟରେ ଜାରି ହୋଇଥିବା ଓଡ଼ିଶା ମୋ ପରିବାର ସର୍ବଦା ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ଚାଲିଛି । ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ନିଜକୁ ସାମିଲ କରି ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଛି । ଏହି ଅବସରରେ ଆଜି…

ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର

ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ କରୋନା କଟକଣାକୁ କୋହଳ କରି ଆସନ୍ତାକାଲି ଠାରୁ ବସ୍ ଚଳାଚଳ ପାଇଁ ରାଜ୍ୟସରକାର ଅନୁମତି ଦେଇଛନ୍ତି । ତେବେ ଆଜି ଜୁଲାଇ ମାସ ପାଇଁ ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରାଯାଇଥିବା ରାଜ୍ୟସରକାର କହିଛନ୍ତି । ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକୁ ଜୁଲାଇ ମାସର ଟିକସ ଦେବ ପଡ଼ିବ ନାହିଁ…

ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍‌ଡାଉନ କଟକଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍‌ଡାଉନ କଟକଣା

ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍‌ଡାଉନ କଟକଣା ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ସଂକ୍ରମଣକୁ ନେଇ ରାଜ୍ୟରେ ସେଭଳି କିଛି ଉନ୍ନତି ପରିଲକ୍ଷିତ ହୋଇ ନାହିଁ । ଅମାନିଆମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମଣ ପୂର୍ବଭଳି ରହିଛି । ତେଣୁ ଏଥର ରାଜ୍ୟର ସମସ୍ତ ଜିଲ୍ଲାକୁ କଟକଣା ମୁକ୍ତ କରାଯାଇ ନାହିଁ । ପୂର୍ବଭଳି କଟକଣା ବଳବତର ରହିବ ବୋଲି ଆଜି ଲକ୍‌ଡାଉନ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା…

ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ

ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ କଟକ(ଏନ୍‌.ଏମ୍‌.): ଟ୍ୟାକ୍ସ ଫାଙ୍କିବା ପାଇଁ ବେଆଇନ କାର୍ଯ୍ୟ ଚାଲିଥିବାବେଳେ କମିଶନରେଟ ପୁଲିସ ହାତରେ ଧରାଡ଼ିଛି । ସୁନା ବ୍ୟବସାୟ କ୍ଷେତ୍ରରେ ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ମାନେ କିଭଳି ଚୋରାରେ ସୁନା ଅଳଙ୍କାର ଆଣି କଟକରେ ବ୍ୟବସାୟ କରୁଥିଲେ ଆଜି ସେ ସମ୍ପର୍କରେ କମିଶନରେଟ ପୁଲିସ ପର୍ଦ୍ଦା ଫାସ କରିଛି । ପଞ୍ଜାବରୁ ବ୍ୟାପକ…

ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ମହାମାରୀ କରୋନାର ‘ଆର’ ଫ୍ୟାକ୍ଟର ବୃଦ୍ଧି ପାଉଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ଉଦ୍‍ବେଗ ପ୍ରକାଶ କରିଛନ୍ତି । ତେଣୁ ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସଂକ୍ରମଣ ରୋକିବା…

କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: ଏଥର ଯାନବାହନର ବୃଦ୍ଧି ପାଇବ ସ୍ପିଡ ସୀମା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: ଏଥର ଯାନବାହନର ବୃଦ୍ଧି ପାଇବ ସ୍ପିଡ ସୀମା

କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: ଏଥର ଯାନବାହନର ବୃଦ୍ଧି ପାଇବ ସ୍ପିଡ ସୀମା ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଗାଡ଼ିଗୁଡ଼ିକର ସ୍ପିଡ ବୃଦ୍ଧି କରିବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ରାସ୍ତାରେ ଯାନବାହନର ଗତି ଆହୁରି ବୃଦ୍ଧି ପାଇବ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗୋଟିଏ ପଟେ ରାସ୍ତାରେ ଯାନବାହନର ଗତି ବୃଦ୍ଧି ହେଉଥିବା ଯୋଗୁଁ ଅଧିକ ଦୁର୍ଘଟଣା ହେଉଥିଲା । ଏଥି…

ମୋ ସ୍କୁଲ ଅଭିଯାନକୁ ୩ଲକ୍ଷ ଟଙ୍କା ପ୍ରଦାନ କଲେ ଦେବାଶିଷ ସାମନ୍ତରାୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୋ ସ୍କୁଲ ଅଭିଯାନକୁ ୩ଲକ୍ଷ ଟଙ୍କା ପ୍ରଦାନ କଲେ ଦେବାଶିଷ ସାମନ୍ତରାୟ

ମୋ ସ୍କୁଲ ଅଭିଯାନକୁ ୩ଲକ୍ଷ ଟଙ୍କା ପ୍ରଦାନ କଲେ ଦେବାଶିଷ ସାମନ୍ତରାୟ କଟକ(ଏନ୍‍.ଏମ୍‍.): ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଯାହା ଜୀବନବ୍ୟାପୀ ସମସ୍ତଙ୍କ ଭାବାବେଗ ସହିତ ଯୋଡ଼ି ହୋଇ ରହିଥାଏ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପରିକଳ୍ପନା ହେଉଛି "ମୋ-ସ୍କୁଲ ଅଭିଯାନ’ । କରୋନା ମହାମାରୀର ଏହି କଠିନ ପରିସ୍ଥିତି ମଧ୍ୟରେ ଆଜି କଟକ ଜିଲ୍ଲା ବିଜୁ ଜନତା ଦଳ…

ଆମେରିକାର ହ୍ୟୁଷ୍ଟନଠାରେ ରଥଯାତ୍ରା ଉତ୍ସବ ଆୟୋଜନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ଆମେରିକାର ହ୍ୟୁଷ୍ଟନଠାରେ ରଥଯାତ୍ରା ଉତ୍ସବ ଆୟୋଜନ

ଆମେରିକାର ହ୍ୟୁଷ୍ଟନଠାରେ ରଥଯାତ୍ରା ଉତ୍ସବ ଆୟୋଜନ ହ୍ୟୁଷ୍ଟନ (ଏଜେନ୍ସି): ଯୁକ୍ତରାଷ୍ଟ୍ର ଆମେରିକାର ଚତୁର୍ଥ ବୃହତ୍ତମ ମହାନଗରୀ ହ୍ୟୁଷ୍ଟନ ଠାରେ ପବିତ୍ର ଚତୁର୍ଦ୍ଦଶ ବାର୍ଷିକ ରଥଯାତ୍ରା ପର୍ବ ମହାସମାରୋହନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବଢ଼଼ି ଭୋରରୁ ୩୧୦୧, ଫିକ୍ୱେ ମାର୍ଗସ୍ଥିତ ଓରିଶା କଲଚର ସେଣ୍ଟର (ଓ.ସି.ସି) ମଧ୍ୟରେ ସ୍ଥାପିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମ୍ମୁଖରେ ନୃସିଂହ ହଭନ, ରଥ ବାସ୍ତୁ ପୂଜା, ନାମଯଜ୍ଞ, ମଙ୍ଗଳ ଆଳତୀ, ପ୍ରତାପ ଉପଚାର, ଜଗନ୍ନାଥ…

ପୂର୍ବତନ କର୍ପୋରେଟରଙ୍କ ପକ୍ଷରୁ ହଇରାଣପୁର କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୂର୍ବତନ କର୍ପୋରେଟରଙ୍କ ପକ୍ଷରୁ ହଇରାଣପୁର କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ପୂର୍ବତନ କର୍ପୋରେଟରଙ୍କ ପକ୍ଷରୁ ହଇରାଣପୁର କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର ୬ ସ୍ଥିତ ସିଏମସି ଦ୍ୱାରା ମାନ୍ୟତାପ୍ରାପ୍ତ ହଇରାଣପୁର ବସ୍ତିର କର୍ମକର୍ତ୍ତାମାନଙ୍କୁ ୬ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଶ୍ରୀମତୀ ସାହୁ କର୍ମକର୍ତ୍ତାଙ୍କୁ ଉତ୍ତରୀୟ, ଏନ-୯୫ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ସେବା…

ଦିଲ୍ଲୀ ରଥଯାତ୍ରାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀ ସାମିଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ଦିଲ୍ଲୀ ରଥଯାତ୍ରାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀ ସାମିଲ

ଦିଲ୍ଲୀ ରଥଯାତ୍ରାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀ ସାମିଲ ନୂଆଦିଲ୍ଲୀ (ଏନ୍‌.ଏମ୍‌.): ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରାଯାଇ ସମାରୋହକୁ ସାଂକେତିକ ସ୍ତରରେ ରଖାଯାଇଥିଲା । ମନ୍ଦିରରେ…

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା ବାଙ୍ଗାଲୋର (ଏନ୍‌.ଏମ୍‌.): କୋଭିଡ୍ କଟକଣା ମଧ୍ୟରେ ବେଙ୍ଗାଲୁରୁଠାରେ ରଥଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି । ମହାନଗରର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବଢ଼ି ଭୋରରୁ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ସୂର‌୍ୟ୍ୟପୂଜା, ଦ୍ୱାରପାଳ ପୂଜା ଓ ସାହାଣ ମେଲା ଆଦି ରୀତିନୀତି ଯଥାବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । କୋଭିଡ୍ ପ୍ରୋଟୋକଲକୁ ପାଳନ କରାଯାଇ ରଥଯାତ୍ରା ପର୍ବ ପାଳନକୁ ମନ୍ଦିର ପରିସର ମଧ୍ୟରେ ହିଁ…

ଅହମ୍ମଦାବାଦ ରଥଯାତ୍ରାରେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅହମ୍ମଦାବାଦ ରଥଯାତ୍ରାରେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ ରଥଯାତ୍ରାରେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦ (ଏନ୍‌.ଏମ୍‌.): ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅଡ଼ାଲଜ ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯାଇଛି । ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର (ଜେ.ସି.ଏ.ଆର୍.ସି) ଆନୁକୂଲ୍ୟରେ ଆୟୋଜିତ ଏହି ରଥଯାତ୍ରାରେ କରୋନା ମହାମାରୀର ଆତଙ୍କକୁ ଭ୍ରୁକ୍ଷେପ ନ କରି ଯୋଗଦେଇଥିବା ସିମିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ…

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ ସଂପ୍ରସାରଣ ହେବା ପରେ ଏବେ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୮ଟି କ୍ୟାବିନେଟ କମିଟି ରହିଛି । ଏହି ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ରହିଛନ୍ତି…

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ କଟକ(ଏନ୍‌.ଏମ୍‌.): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ନିତ୍ୟ-ପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଆସନ୍ତା ଜୁଲାଇ ୧୫ ତାରିଖ ଦିନ ସାରା ଓଡିଶା ପ୍ରତିବାଦ ଦିବସ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ପାଇଁ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଂପାଦକ ବିଶ୍ୱାବସୁ ଦାସ ଏକ…

ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ

ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର(ଏନ୍‌.ଏମ୍‌.): ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସ୍ୱନକ୍ଷତ୍ର ଦିବସ ପାଳନ ସହ ୭୨ତମ ବନମହୋତ୍ସବ ସ୍ଥାନୀୟ ଖାରବେଳ ନଗରସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ…

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ ନୂଆଦିଲ୍ଲୀ (ଏଜେନ୍ସି): କରୋନା କଟକଣା ମଧ୍ୟରେ ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଅଧିବେଶନରେ ଅଗଷ୍ଟ ୧୩ରେ ଶେଷ ହେବ ବୋଲି ଜଣାପଡ଼ିଛି । ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି । ଜୁଲାଇ…

ରାଜ୍ୟରେ ଜୁଲାଇ୧୫ରୁ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ପଞ୍ଜିକରଣ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜ୍ୟରେ ଜୁଲାଇ୧୫ରୁ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ପଞ୍ଜିକରଣ

ରାଜ୍ୟରେ ଜୁଲାଇ୧୫ରୁ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ପଞ୍ଜିକରଣ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଆସନ୍ତା ଜୁଲାଇ ୧୫ରୁ ଧାନ ସଂଗ୍ରହ ପାଇଁ ନାମ ପଞ୍ଜିକରଣ ଆରମ୍ଭ ହେବ । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏହି ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ପର୍ଯ୍ୟନ୍ତ ରହିବ । ଖରିଫ ଧାନ ବିକ୍ରି ନିମନ୍ତେ ସମସ୍ତ ଚାଷୀଙ୍କୁ ଆଉଥରେ ପଞ୍ଜିକରଣ କରିବାକୁ…

କରୋନା କଟକଣାରେ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ୩ ରଥ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କରୋନା କଟକଣାରେ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ୩ ରଥ

କରୋନା କଟକଣାରେ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ୩ ରଥ ପୁରୀ(ଏନ୍‌.ଏମ୍‌.): ଦୋଳେଶ୍ଚ ଦୋଳ ଗୋବିନ୍ଦଂ, ଚାପେଶ୍ଚ ମଧୁସୂଦନ, ରଥେତ୍ୱଂ ବାମନଃ ଦୃଷ୍ଟା, ପୁର୍ନଃ ଜନ୍ମ ନ ବିଦ୍ୟତେ । ରଥରେ ପ୍ରଭୁଙ୍କ ଦର୍ଶନରେ ୧୮ଲକ୍ଷ ଜୋନିଜନ୍ମରୁ ମୁକ୍ତି ମିଳିଥାଏ । ସେଥିପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବା ପାଇଁ ସାରା ବିଶ୍ୱବାସୀଙ୍କ ଭିଡ ହୋଇଥାଏ ଶ୍ରୀକ୍ଷେତ୍ର ଧାମରେ ।…