ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ

ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ [caption id="attachment_7241" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଭୁବନେଶ୍ୱର/ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଟିଏମ ଶିଳ୍ପର ପୁନରୁଦ୍ଧାର ନେଇ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଓଟିଏମ ଶ୍ରମିକମାନେ ଦୀର୍ଘ ବର୍ଷ ଧରି ନିଜର ବକେୟା ପ୍ରାପ୍ୟ ପାଇବାରୁ ବଞ୍ôଚତ ରହିଥିଲେ । ମାତ୍ର ଏବେ ରାଜ୍ୟସରକାର ମେକ ଇନ…

ଚିତ୍ରଶିଳ୍ପୀ ବିଭୁତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚିତ୍ରଶିଳ୍ପୀ ବିଭୁତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକ

ଚିତ୍ରଶିଳ୍ପୀ ବିଭୁତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକ [caption id="attachment_7238" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ବିଭୁତି କାନୁନଗୋଙ୍କ ଶତବାର୍ଷିକ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ଏହି ଉତ୍ସବରେ ସ୍ୱର୍ଗତ କାନୁନଗୋଙ୍କ…

ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ

ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ [caption id="attachment_7235" align="alignnone" width="300"] News by I&PR (Odisha)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ପ୍ରଥମ ବୈଠକ ପରିଷଦର ଅଧ୍ୟକ୍ଷ ପଦ୍ମବିଭୂଷଣ ଡକ୍ଟର ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନଶିଳ୍ପ ଓ…

ବଢ଼ୁଛି ଡକାୟତି ଆତଙ୍କ: ରାତି ଅଧରେ ନାଁ ଧରି ଡାକିଲେ, ଘରେ ପଶି ହତ୍ୟା କରିବା ସହ କଳାକନା ବୁଲାଇଲେ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବଢ଼ୁଛି ଡକାୟତି ଆତଙ୍କ: ରାତି ଅଧରେ ନାଁ ଧରି ଡାକିଲେ, ଘରେ ପଶି ହତ୍ୟା କରିବା ସହ କଳାକନା ବୁଲାଇଲେ

ବଢ଼ୁଛି ଡକାୟତି ଆତଙ୍କ: ରାତି ଅଧରେ ନାଁ ଧରି ଡାକିଲେ, ଘରେ ପଶି ହତ୍ୟା କରିବା ସହ କଳାକନା ବୁଲାଇଲେ [caption id="attachment_7232" align="alignnone" width="300"] News by Biswajit Dalai (Salepur)[/caption] #ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ଓ ନେମାଳ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ଚୋରି, ଡକାୟତି, ଛିନତାଇ ସାଙ୍ଗକୁ ହତ୍ୟା ଭଳି ଘଟଣା ଘନଘନ ଘଟିବା ଯୋଗୁଁ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି…

ରାଜ୍ୟସରକାରଙ୍କ ମେକ୍‌ଇନ ଓଡ଼ିଶା କନକ୍ଲେଭର ସଫଳ ରୂପାୟନ : ଚୌଦ୍ୱାର ଠାରେ କଟକ-ଭୁବନେଶ୍ୱର ଇଞ୍ଜିନିୟରିଂ କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟସରକାରଙ୍କ ମେକ୍‌ଇନ ଓଡ଼ିଶା କନକ୍ଲେଭର ସଫଳ ରୂପାୟନ : ଚୌଦ୍ୱାର ଠାରେ କଟକ-ଭୁବନେଶ୍ୱର ଇଞ୍ଜିନିୟରିଂ କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ରାଜ୍ୟସରକାରଙ୍କ ମେକ୍‌ଇନ ଓଡ଼ିଶା କନକ୍ଲେଭର ସଫଳ ରୂପାୟନ ଚୌଦ୍ୱାର ଠାରେ କଟକ-ଭୁବନେଶ୍ୱର ଇଞ୍ଜିନିୟରିଂ କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ [caption id="attachment_7229" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର (ଏନ୍‌.ଏମ୍‌.): ରାଜ୍ୟସରକାରଙ୍କ ମେକଇନ ଓଡ଼ିଶା କନକ୍ଲେଭ-୨୦୨୨ର ସଫଳ ରୂପାୟନ ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ । ରାଜ୍ୟସରକାରଙ୍କ ଉତ୍ସାହ ଓ ଉଦ୍ୟମ ଯୋଗୁଁ ଆଜି ଚୌଦ୍ୱାରସ୍ଥିତ ଇନ୍ଦ୍ରାଣୀପାଟଣ ଠାରେ ଭାରତର ସର୍ବବୃହତ ଇଞ୍ଜିନିୟରିଂ…

ପଦ୍ମପୁର ଉପନିର୍ବାଚନ : ବାଜି ମାରିନେଲେ ବର୍ଷା, ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ : ବାଜି ମାରିନେଲେ ବର୍ଷା, ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ

ପଦ୍ମପୁର ଉପନିର୍ବାଚନ ବାଜି ମାରିନେଲେ ବର୍ଷା: ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ ଭୁବନେଶ୍ୱର (ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟିଛି । ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନରେ ବିଜେଡି ନିଜର ଦପଦପାକୁ ଜାହିର କରିଛି । ପଦ୍ମପୁର ଉପ-ନିର୍ବାଚନ ଫଳାଫଳ ପରେବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବାଜି ମାରି ନେଇଛନ୍ତି । ୪୨ ହଜାର ୬୭୯ ଖଣ୍ଡ ଭୋଟରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି…

ପୁଅର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ: ସହାୟତା ପାଇଁ ବାପା-ମା’ଙ୍କ ନିବେଦନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୁଅର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ: ସହାୟତା ପାଇଁ ବାପା-ମା’ଙ୍କ ନିବେଦନ

ପୁଅର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ: ସହାୟତା ପାଇଁ ବାପା-ମା’ଙ୍କ ନିବେଦନ [caption id="attachment_7217" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ଗରିବ ପରିବାର ପାଇଁ ଦାଉ ସାଜିଛି ଅର୍ଥ । ନିୟତିର ଖେଳ ବଡ଼ ବିଚିତ୍ର । କାହାକୁ ଦେଉଛି ଛପର ଫାଡ଼ି ତ କାହାଠୁ ନେଉଛି ଭୂଇଁରୁ ତାଡ଼ି । କେବଳ କର୍ମକୁ ଆଦରି ରହିଛନ୍ତି ଗରିବ ପରିବାର । ଆର୍ଥିକ ଅନାଟନ…

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠରେ ଧର୍ମୀୟ ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠରେ ଧର୍ମୀୟ ସଭା

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠରେ ଧର୍ମୀୟ ସଭା କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡାଇ ସ୍ଥିତ ଶ୍ରୀଶ୍ରୀ ରାଧା ରମଣ ମଠ ତରଫରୁ ଏକ ଧର୍ମୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମଠର ମହନ୍ତ ବାବାଜୀ ଅସୀମାନନ୍ଦ ଦାସ ମହାରାଜ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଗୋବର୍ଦ୍ଧନ ମଠ ପୁରୀର ରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଧର୍ମ ହିଁ ଜୀବନ ଧାରଣର…

ସିଡିଏର ୧୩୨ତମ ବୈଠକ: ବୃଦ୍ଧି ପାଇବ ପରିସୀମା, ରାଜସ୍ୱ ଆଦାୟ ପାଇଁ ନିୟୋଜିତ ହେବେ ମିଶନଶକ୍ତି ମହିଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଡିଏର ୧୩୨ତମ ବୈଠକ: ବୃଦ୍ଧି ପାଇବ ପରିସୀମା, ରାଜସ୍ୱ ଆଦାୟ ପାଇଁ ନିୟୋଜିତ ହେବେ ମିଶନଶକ୍ତି ମହିଳା

ସିଡିଏର ୧୩୨ତମ ବୈଠକ: ବୃଦ୍ଧି ପାଇବ ପରିସୀମା, ରାଜସ୍ୱ ଆଦାୟ ପାଇଁ ନିୟୋଜିତ ହେବେ ମିଶନଶକ୍ତି ମହିଳା [caption id="attachment_7211" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ଏକାଧିକ ଉନ୍ନୟନ କାର୍ଯ୍ୟ ସହ ସଂସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଆଜି ସିଡିଏର ୧୩୨ତମ ବୈଠକରେ ଆଲୋଚନା ହୋଇଥିଲା । ସିଡିଏ…

ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି

ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି [caption id="attachment_7208" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ରଣଜୀ ଟିମ୍‌ରେ ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା ରଣଜୀ ଦଳର ୧୭ ଜଣିଆ ଟିମରେ ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତିଙ୍କ ନାମରେ ଓସିଏ ମୋହର ମାରିଛି । ଓଡ଼ିଶା ଉଭୟ ଜୁନିୟର ଓ…

ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ

ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ ଦୁରାରୋଗୀ ଓ ଅନାଥ ଶିଶୁଙ୍କୁ ଉଦ୍ଦେଶ୍ୟରେ ସମର୍ପଣ ହେବ ଅଷ୍ଟମ ସଂଧ୍ୟା [caption id="attachment_7205" align="alignnone" width="300"] News by Smrutiranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଐତିହାସିକ କଳା ସଂସ୍କୃତିର ସହର କଟକରେ ପାଲନ ହେବ ସାତସାହି କଟକ ନୃତ୍ୟୋତ୍ସବ । ଆସନ୍ତା ୧୦ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦୀର୍ଘ ୯ଦିନ ଧରି…

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି [caption id="attachment_7202" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଭାରତ ସମ୍ବିଧାନର ପ୍ରଣେତା, ଭାରତରତ୍ନ ଡକ୍ଟର ଭୀମ୍ ରାଓ ବାବା ସାହେବ୍ ଆମ୍ବେଦକରଙ୍କ ୬୬ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପରିଷଦ ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କଟକ ବାଲିକୁଦା…

ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ

ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ [caption id="attachment_7198" align="alignnone" width="300"] News by Smrutiranjan Tripathy (Cuttack)[/caption] କଟକ (ଏନ୍‌.ଏମ୍‌.): ୭୧ ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପରେ ଓଡିଶା ପୁଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡିଶା ପୁଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬-୪ ଗୋଲରେ…

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ [caption id="attachment_7195" align="alignnone" width="300"] News by Kanhucharan Panda (Jagatpur)[/caption] #ଜଗତପୁର (ଏନ୍‌.ଏମ୍‌.): ଜିଲ୍ଲାପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବା ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ଏହା କେବଳ କାଗଜପତ୍ରରେ ବୋଲି ଚର୍ଚ୍ଚା ହେଉଛି । ଆଜି କଟକ କମିଶନରେଟର ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରରେ ଗୁଡ଼ି ମାଞ୍ଜାସୂତା ଜନିତ ଏକ ଦୁର୍ଘଟଣା ଘଟିଛି ।…

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ [caption id="attachment_5937" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରାଇଭେଟ ଲିମିଟେଡ଼(ଓଟିଏମ) ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ତେବେ ଏହାକୁ ନେଇ ହାଇକୋର୍ଟ ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମ ଜମିକୁ ରାଜ୍ୟସରକାର ହାତକୁ…

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ [caption id="attachment_7190" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସିଏମସି ୨୨ନମ୍ବର ୱାର୍ଡ଼ରେ ଗରିବ, ନିରାଶ୍ରୟ ତଥା ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଛି । ଆଜି ସିଏମସି ସ୍ଥାନୀୟ ତିନିକୋଣିଆ ବାଗିଚାସ୍ତିତ ଶ୍ରୀ ଶ୍ରୀ ଷୋଳପୁଅ ମା’ ଠାକୁରାଣୀ ମନ୍ଦିର ଠାରେ ଆୟୋଜିତ…

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା [caption id="attachment_7187" align="alignnone" width="300"] News by Ajit kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): ଗୀତି କବିତା ଓଡ଼ିଆ ସାହିତ୍ୟର ପ୍ରାରମ୍ଭରୁ ଅଛି ଏବଂ ଆଗକୁ ରହିଥିବା ମଧ୍ୟ, ଗୀତି କବିତା ସ୍ୱର-ତାଳ-ଲୟଯୁକ୍ତ ସାଂଗୀତିକତା ନୁହେଁ, ଏହା ଜନଜୀବନର ଅନ୍ତଃସ୍ୱର । ଓଡ଼ିଆ ସାହିତ୍ୟର ଅଭିନ୍ନ ଅଙ୍ଗରୂପେ ବିଦିତ ଗୀତି କବିତାର ବର୍ତ୍ତମାନ ଓ…

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ [caption id="attachment_7184" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ (ଏନ୍‌.ଏମ୍‌.): କଟକ ଜିଲ୍ଲା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବହୁମୁଖୀ ମହିଳା/ପୁରୁଷ ସ୍ୱାସ୍ଥକର୍ମୀ ଓ ପରିଦର୍ଶକ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ବିଭାଗୀୟ ଅଣଦେଖାକୁ ପ୍ରତିବାଦ କରାଯାଇ ଏହି ବିକ୍ଷୋଭ…

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ #କୁଏତ(ଏଜେନ୍ସି): ବିପିପି (ଭାରତୀୟ ପ୍ରଭାସୀ ପରିଷଦ) ଆସୋସିଏସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁଏତରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସ୍କୋର୍ପିନୋ ଚମ୍ପିୟାନ ହୋଇଛି । ବିପିପି ଆସୋସିଏସନ କୁଏତର ଏକ ବୃହତ ସାମାଜିକ ଓ ଜନ କଲ୍ୟାଣ ସଂଗଠନ, ଭାରତର ବିଭିନ୍ନ ରାଜ୍ୟର ନାଗରିକଙ୍କୁ ନେଇ ଏହି ସଂଗଠନ । ତେବେ ସଂଗଠନ ପକ୍ଷରୁ ଗତ ଫେବୃଆରୀ…

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ [caption id="attachment_7177" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ରାଜପଥରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ବିଶେଷ କରି ରାଜପଥରେ ଚାଳକମାନଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି । ଗୋଟିଏ ପଟେ ବେପରୁଆ ଗାଡ଼ି ଚାଳନା ଆଉ ଗୋଟିଏ ପଟେ ରାସ୍ତାଘାଟର ଶୋଚନୀୟ ଅବସ୍ଥା ଦୁର୍ଘଟଣାର ମୂଳକାରଣ ବୋଲି ଜଣାପଡ଼ିଛି…