ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଆଠଗଡ଼ର କ୍ଷତିଗ୍ରସ୍ତ ପରିବା ଚାଷୀ
ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଆଠଗଡ଼ର କ୍ଷତିଗ୍ରସ୍ତ ପରିବା ଚାଷୀ [caption id="attachment_7884" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ(ଏନ୍.ଏମ୍.): ଆଠଗଡ଼ ପ୍ରତି ସରକାର ଅବହେଳା କରିଛନ୍ତି ବୋଲି ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ରାଜ୍ୟସରକାର କୃଷିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ଡିଣ୍ଡିମ ପିଟୁଥିବାବେଳେ ଏହି ଅଞ୍ଚଳ ଗୋଟିଏ କୃଷି ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ଶୀତଳ…




















