ମୁନ୍ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ମୁନ୍ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ [caption id="attachment_8744" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): କଟକ ଝାଞ୍ଜିର ମଙ୍ଗଳା ମୁନଷ୍ଟାର କ୍ଳବ୍ ଦ୍ୱାରା ମୁନ୍ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରାଜା ବଗିଚା କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଟ୍ରଫି ବାଜିମାତ କରିଥିଲା ଆରସି ଇଲେଭେନ୍ ଓ ଉପ ବିଜେତା ହୋଇଥିଲା ଷ୍ଟ୍ରାଇକର ଇଲଭେନ୍ । ଏହି ପ୍ରତିଯୋଗିତାକୁ ମୁନ୍…




















