ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ

ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ [caption id="attachment_9178" align="alignnone" width="300"] News by Ajit Kumar Mallick (Konark)[/caption] କୋଣାର୍କ(ଏନ୍‌.ଏମ୍‌.): ‘ପାଠପଢି ବଡ଼ ମଣିଷ ହୁଅ । ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଥିଲେ ବି ନିଜର ଗାଁ ମାଟିକୁ ଭୁଲି ଯାଅନି' ବୋଲି ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସରେ ଅତିଥିମାନେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ…

କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍‌-ଉଲ୍‌-ଫିତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍‌-ଉଲ୍‌-ଫିତର

କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍‌-ଉଲ୍‌-ଫିତର [caption id="attachment_9174" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଦାନଧର୍ମରେ ଶେଷ ହୋଇଛି ରମଜାନ ମାସ । ଦୀର୍ଘ ଦିନର ଉପବାସ ଆଜି ଶେଷ ହୋଇଛି । ରମଜାନ ଶେଷ ହେବାପରେ କଟକ ସହରରେ ମୁସଲମାନ ସଂପ୍ରଦାୟଙ୍କ ପବିତ୍ର ପର୍ବ ଇଦ-ଉଲ-ଫିତର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଆଜି ମହାନଗରର…

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ବଡ଼ ଦାୟିତ୍ୱ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ବଡ଼ ଦାୟିତ୍ୱ

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ବଡ଼ ଦାୟିତ୍ୱ [caption id="attachment_9171" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଦୁଇ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଛି । ଆଜି ଏଆଇସିସି ପକ୍ଷରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ପ୍ରେସ ରିଲିଜ…

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’ର ୱାର୍ଲଡ ଟିଭି ପ୍ରିମିୟରକୁ ଏକାଠି ଉପଭୋଗ କଲେ କଳାକାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’ର ୱାର୍ଲଡ ଟିଭି ପ୍ରିମିୟରକୁ ଏକାଠି ଉପଭୋଗ କଲେ କଳାକାର

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’ର ୱାର୍ଲଡ ଟିଭି ପ୍ରିମିୟରକୁ ଏକାଠି ଉପଭୋଗ କଲେ କଳାକାର [caption id="attachment_9168" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଜୀସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’ର ୱାର୍ଲଡ ଟିଭି ପ୍ରିମିୟର ପରେ ପ୍ରଥମ ଥର ପାଇଁ ଏକାଠି ବସି ଟିଭିରେ ଏହି ୱାର୍ଲଡ ଟେଲିଭିଜନ ପ୍ରିମିୟର ସୋକୁ କଳାକାର, ଫିଲ୍ମର କାଷ୍ଟ, କ୍ରିଉ, ସମେତ ଚଳଚ୍ଚିତ୍ର ସାମ୍ବାଦିକ ଓ…

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ବଲାଙ୍ଗୀର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ ଫଳରେ ପୀଡ଼ିତାଙ୍କ ପରିବାରକୁ ସହାୟତା ରାଶି ଦିଆଯିବା ନିଶ୍ଚିତ ହୋଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବାବେଳେ ମମିତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ…

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ [caption id="attachment_9157" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଚାଉଳିଆଗଞ୍ଜସ୍ଥିତ ଆଦର୍ଶ ଶିଶୁ ଜ୍ଞାନ ମନ୍ଦିରରେ ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଉଦ୍‌ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀ ପାଶ୍ଚାତ ସଭ୍ୟତା ପ୍ରତି ଆକୃଷ୍ଟ ହେବା ପରିବର୍ତ୍ତେ ନିଜର ପରମ୍ପରାକୁ ଗୁରୁତ୍ୱ ଦେବା…

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ [caption id="attachment_9154" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ଆସନ୍ତା କାଲି ପାଳନ ହେବ ସଂଖ୍ୟାଲଘୁ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌-ଉଲ୍ ଫିତର । ଏ ନେଇ ଆଜି ସଂଧ୍ୟାରେ କଟକ ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତେବେ ଘୋଷଣା ପରେ ଏବେ…

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ [caption id="attachment_9151" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟର ପ୍ରଖ୍ୟାତ ଜନନେତା ଜଗତସିଂହପୁରର ପୂର୍ବତନ ସାଂସଦ, ବିଧାୟକ ତଥା ପୂର୍ବତନ ସିଏମସି ନଗରପାଳ ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରୁ ପ୍ରଥମେ କଟକ ମହାନଗର ନିଗମ (ସିଏମସି) କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ମହଲରେ ତାଙ୍କୁ…

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ [caption id="attachment_9145" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ତିନି ଦିନିଆ ‘ଓଡ଼ିଶା ସ୍କିଲ୍ କନ୍‌କ୍ଲେଭ୍‌’ ଅବସରରେ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସକାଳୁ ଉତ୍ସବ ନିମନ୍ତେ ପ୍ରଦର୍ଶନୀ ପଡ଼ିଆ ଉତ୍ସବମୁଖରିତ ହୋଇପଡ଼ିଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଓ ପଲିଟେକ୍‌ନିକ୍‌ଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ…

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ [caption id="attachment_9142" align="alignnone" width="300"] News by Rajendra Pradhan (Cuttack)[/caption] #କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ବିୟୋଗ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।…

ଜାମଦାରେ ନିଆରା ଚଇତି ପର୍ବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜାମଦାରେ ନିଆରା ଚଇତି ପର୍ବ

ଜାମଦାରେ ନିଆରା ଚଇତି ପର୍ବ [caption id="attachment_9135" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳରେ ଚଇତି ପର୍ବ ଅନୁଷ୍ଠିତ ହୋଇଯାଇଛି । ଜାମଦା, ତାଳଗାଁ, ପାସନା, ବେଲପୋଷି ଶୈବ ପୀଠରେ ବାବା ଭୋଳାନାଥଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ପାଟଭକ୍ତା ଜାମଦା ବସଷ୍ଟାଣ୍ଡରୁ ବାହାରି ରାମେଶ୍ୱର ବାବା ଜାମଦା ପର୍ଯ୍ୟନ୍ତ ଯାଇଥିଲେ । ପୂଜକ ଧ୍ରୁବ ଚରଣ ଶତପଥୀ, ଅଜୟ ପ୍ରଧାନ,…

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ [caption id="attachment_9132" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଥାନା ପରିସରରେ ଏକ ଜଳ ଛତ୍ର କେନ୍ଦ୍ର ଅନୁଷ୍ଟିତ ହୋଇଯାଇଛି । ସିଏମସି ପକ୍ଷରୁ କୌଣସି ସ୍ଥାନରେ ପାନୀୟ ଜଳ ବିତରଣ କରାଯାଉନଥିବା ବେଳେ କମିଶନରେଟ ପୁଲିସ ପକ୍ଷରୁ ସବୁ ଥାନା ପରିସରରେ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି । ସମ୍ପ୍ରତି ପ୍ରବଳ…

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ [caption id="attachment_9128" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବାବେଳେ ଜଗତପୁର ଅଞ୍ଚଳରେ ଉଭୟ ରାତ୍ରୀ ଓ ଦିନ ସମୟରେ ବାରମ୍ବାର ମରାମତି ଆଳରେ ବିଦ୍ୟୁତ କାଟ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଉଛି । ଏହି ପରିପ୍ରେକ୍ଷୀରେ "ଜଗତପୁର ବିଦ୍ୟୁତ ଉପଭୋକ୍ତା…

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ [caption id="attachment_9123" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍ଘାଟନ କରିଛନ୍ତି…

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ [caption id="attachment_9120" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅହରହ ଉଦ୍ୟମ ଆଜି ମହିଳାମାନଙ୍କୁ ଅବଳା ଦୁର୍ବଳା କରି ରଖିନାହିଁ । ଆଜି ମହିଳାମାନେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ତେବେ ମହିଳାମାନଙ୍କୁ ଅଧିକ ରୋଜଗାରକ୍ଷମ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ଭେଣ୍ଡିଂ ଜୋନ ମାଧ୍ୟମରେ ସେମାନଙ୍କୁ ରୋଜଗାର କରିବାର…

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି [caption id="attachment_9024" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ସମସ୍ତ ସ୍କୁଲକୁ ଆଉ ୨ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ଏଥି ସହିତ ରାଜ୍ୟର ୮ଗୋଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜଣାପଡ଼ିଛି । ବିଶେଷ କରି…

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ ସରକାରୀ ଜମି ନିରୂପଣ ନକରି ଭଙ୍ଗାରୁଜାକୁ ନେଇ ତେଜୁଛି ଅସନ୍ତୋଷ [caption id="attachment_9105" align="alignnone" width="300"] News by Kanhucharn Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ପ୍ରଶାସନର ମନମୁଖୀ କାର୍ଯ୍ୟକୁ ନେଇ କଟକରେ ଅସନ୍ତୋଷ ଦାନା ବାନ୍ଧୁଥିବା ଦେଖିବାକୁ ମିଳିଛି । ପ୍ରଶାସନିକ ଅଧିକାରୀମାନେ ସମସ୍ତ ନୀତି ନିୟମକୁ ଜଳଞ୍ଜଳି ଦେଇ ମେରୀରାୟ ନୀତି ଚଳାଇଥିବା ଭଳି…

ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣା: ପରୀକ୍ଷା ଚାଲିଥିବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣା: ପରୀକ୍ଷା ଚାଲିଥିବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌

ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣା: ପରୀକ୍ଷା ଚାଲିଥିବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌ [caption id="attachment_9102" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହିନତା ଯୋଗୁଁ ଛାତ୍ରଛାତ୍ରୀ ଦୁର୍ଘଟଣାଗ୍ରସ୍ତ…

ମହାରାଜା ହଲ୍‌ରୁ ଓଡିଆ ଫିଲ୍ମ ହଟେଇବା ନେଇ ପ୍ରଯୋଜକ ଓ ହଲ୍ ମ୍ୟାନେଜର ମୁହାଁ ମୁହିଁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହାରାଜା ହଲ୍‌ରୁ ଓଡିଆ ଫିଲ୍ମ ହଟେଇବା ନେଇ ପ୍ରଯୋଜକ ଓ ହଲ୍ ମ୍ୟାନେଜର ମୁହାଁ ମୁହିଁ

ମହାରାଜା ହଲ୍‌ରୁ ଓଡିଆ ଫିଲ୍ମ ହଟେଇବା ନେଇ ପ୍ରଯୋଜକ ଓ ହଲ୍ ମ୍ୟାନେଜର ମୁହାଁ ମୁହିଁ [caption id="attachment_9094" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମହାରାଜା ସିନେମା ହଲରୁ ହଟିଲା ଓଡ଼ିଆ ଫିଲ୍ମ ଡେଲିଭରି ବୟ । ହିନ୍ଦୀ ଫିଲ୍ମ ଚଲାଇବା ପାଇଁ ଓଡ଼ିଆ ଫିଲ୍ମ ହଟାଇ ଥିବା ଅଭିଯୋଗ ଆଣିଲେ ଡେଲିଭରି ବୟର ପ୍ରଯୋଜକ । ଆଜି ଭୁବନେଶ଼୍ୱର ପ୍ରେସ କ୍ଲବ ଠାରେ ଏକ…

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି [caption id="attachment_9091" align="alignnone" width="300"] News by Kanhu charan Panda (Jagatpur)[/caption] #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ମହାନ ଜନନାୟକ, ପ୍ରବାଦ ପରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ସକାଳ ୬.୩୦ଘଟିକା…