କଟକ ପୁଲିସର ସାଇବର ଫ୍ରଡ ହେଲ୍ପ ଡେସ୍କକୁ ସଫଳତା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ପୁଲିସର ସାଇବର ଫ୍ରଡ ହେଲ୍ପ ଡେସ୍କକୁ ସଫଳତା

ଅଢେଇ ମାସରେ ୧୪ ଜଣ ଫେରସ୍ତ ପାଇଲେ ସାଢେ ୫ଲକ୍ଷ କଟକ (ଏନ୍.ଏମ୍.): ଲକଡାଉନ ଯୋଗୁ ଅଧିକାଂଶ ଲୋକେ ‘ୱାର୍କ ଫ୍ରମ ହୋମ’ ବା ଘରେ ରହି ଅନଲାଇନରେ ଅଫିସ କାର୍ଯ୍ୟ କରୁଛନ୍ତି । ଏହି ସୁଯୋଗରେ ସାଇବର ଠକମାନେ ବିଭିନ୍ନ ଉପାୟରେ ଜନସାଧାରଣଙ୍କ ସର୍ବସ୍ୱ ଲୁଟି ନେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ‘ସାଇବର ଫ୍ରଡ ହେଲ୍ପ ଡେସ୍କ’ ନାମରେ…

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ ଭୁବନେଶ୍ୱର(ଏନ୍.ଏମ୍.): କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଛନ୍ତି । ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇ ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକଡାଉନକୁ ବୃଦ୍ଧି କରାଯାଇଛି । ଏନେଇ ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ଜୁନ ୧ ତାରିଖ ସକାଳେ…

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ତଥାପି କମିନି ବିପଦ : ପ୍ରଦୀପ୍ତ କୁମାର ମହାପାତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ତଥାପି କମିନି ବିପଦ : ପ୍ରଦୀପ୍ତ କୁମାର ମହାପାତ୍ର

ଭୁବନେଶ୍ୱର (ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମେ’ମାସ ୨୨ତାରିଖରେ ସର୍ବାଧିକ ୧୨,୮୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ବାତ୍ୟା ପାଇଁ କୋଭିଡ ଟେଷ୍ଟ କରାଯିବାରେ ସମସ୍ୟା ସୃଷ୍ଟି ହେବାରୁ ଟେଷ୍ଟ ପରିମାଣ କମିଯାଇଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ…

ମହାବିପଦରେ ମହାଦୁର୍ନୀତି ର ଅଭିଯୋଗ କଲେ ଚୌଦ୍ଵାର ବାସୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାବିପଦରେ ମହାଦୁର୍ନୀତି ର ଅଭିଯୋଗ କଲେ ଚୌଦ୍ଵାର ବାସୀ

ଚୌଦ୍ୱାର ପୌରପାଳିକା ଅଂଚଳ ରେ ରାସନ ସାମଗ୍ରୀ ବଣ୍ଟନ ରେ ହେରଫେର ଅଭିଯୋଗ ଚୌଦ୍ବାର (ଏନ୍.ଏମ୍.): ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡ ରେ ରାସନ କାର୍ଡ ହିତାଧିକାରୀ ଙ୍କୁ ମୁଣ୍ଡମାଳ ଗ୍ରାମ ନବ ଜ୍ୟୋତି କ୍ଲବ ରେ ଚାଉଳ ବଣ୍ଟନ କରାଯାଉଥିଲା | ଉକ୍ତ ଅଂଚଳ ର କିଛି ବ୍ୟକ୍ତି ଚାଉଳ ନେଇ ଓଜନ କରିବାରୁ ପ୍ରତ୍ୟେକ ଙ୍କ ର ୨ କେଜି ରୁ ୩ କେଜି…

ସହରରେ ଥିବା କୋଭିଡ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସହରରେ ଥିବା କୋଭିଡ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ

ସମ୍ପର୍କୀୟ ପାଇପାରିବେ ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ କଟକ(ଏନ୍.ଏମ୍.): ସହରରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଟିକିନିକି ଖବର ସେମାନଙ୍କ ସମ୍ପର୍କୀୟ ମାନେ ପାଇ ପାରିବେ । ପୂର୍ବରୁ ରୋକୀଙ୍କ ସମ୍ପର୍କୀୟ ମାନେ ତଥ୍ୟ ପାଇବା ଲାଗି ହନନ୍ତସନ୍ତ ହେବାକୁ ପଡୁଥିଲା । ଏବେ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ । ସୁବିଧାରେ ରୋଗୀଙ୍କ ତଥ୍ୟ ପାଇବେ । ଏଥିଲାଗି ସିଏମସି ପକ୍ଷରୁ ପ୍ରତି କୋଭିଡ ହସ୍ପିଟାଲରେ…

ମହାମାରୀ, ବାତ୍ୟା ସମୀକ୍ଷା ସହ ରୂପାନ୍ତର ନିମନ୍ତେ ଜିଲ୍ଳାପାଳଙ୍କ ୫ଟି ବିଦ୍ୟାଳୟ ପରିଦର୍ଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମହାମାରୀ, ବାତ୍ୟା ସମୀକ୍ଷା ସହ ରୂପାନ୍ତର ନିମନ୍ତେ ଜିଲ୍ଳାପାଳଙ୍କ ୫ଟି ବିଦ୍ୟାଳୟ ପରିଦର୍ଶନ

କଟକ(ଏନ୍.ଏମ୍.): ଜିଲ୍ଲାରେ କୋଭିଡ ମହାମାରୀ ତଥା ୟାସ ବାତ୍ୟା ମୁକବିଲା ନିମନ୍ତେ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତ୍ୟେହ ତତ୍ତ୍ୱାବଧାନରେ ପ୍ରଶାସନିକ କାର୍ଯ୍ୟ ସଫଳ ହୋଇପାରିଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ଜିଲ୍ଳାପାଳଙ୍କ ନିଦେ୍ର୍ଧଶରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଦ୍ୱାରା ପ୍ରାୟତଃ ହଜାରେରୁ ଉର୍ଦ୍ଧ୍ୱ ବହୁତ ଗ୍ରାମ ଏବେବି କରୋନା ପ୍ରଭାବରୁ ବଞ୍ଚôତ…

ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

କଟକ (ଏନ୍.ଏମ୍.) : ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାପା ସ୍ୱର୍ଗତ ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ମହାନଦୀ ବିହାରସ୍ଥିତ ବାସଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା କରାଯାଇଥିଲା । ପରେ ପରେ ଗୀତା, ବାଇବେଲ, କୋରାନ ଆଦି ପାଠ କରାଯାଇଥଲା । ଉକ୍ତ ସଭାରେ ବଡମ୍ବା ବିଧାୟକ ଦେବୀପ୍ରସାଦ…

ବାତ୍ୟା ୟାସରେ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଓଡ଼ିଶା ଦୀର୍ଘ ସୂତ୍ରୀ ବ୍ୟବସ୍ଥା ପାଇଁ ଦାବି ଉଠାଇଲେ ନବୀନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାତ୍ୟା ୟାସରେ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଓଡ଼ିଶା ଦୀର୍ଘ ସୂତ୍ରୀ ବ୍ୟବସ୍ଥା ପାଇଁ ଦାବି ଉଠାଇଲେ ନବୀନ

୫୦୦କୋଟି ଟଙ୍କାର ସହାୟତା ଘୋଷଣା କଲେ ନରେନ୍ଦ୍ର ମୋଦୀ ଭୁବନେଶ୍ୱର (ଏନ୍.ଏମ୍.): ବାତ୍ୟା ୟାସ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡିଶା ଓ ପଶ୍ଚମିବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚô ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଦୀର୍ଘ ୧ ଘଣ୍ଟା ଧରି ବୈଠକରେ ବାତ୍ୟା ସଂକ୍ରାନ୍ତୀୟ କ୍ଷୟକ୍ଷତିର ଆଲୋଚନା ହୋଇଥିଲା । ଏହି ବୈଠକରେ…

କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ

କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ କଟକ (ଏନ୍.ଏମ୍.): କଟକ ସହରରେ ଜନବସତି ମଧ୍ୟରେ ଗୋଟିଏ ହରିଣ ବୁଲୁଥିବା ଦେଖିବାକୁ ମିଳିଛି । କଟକ ଖାନନଗର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏହି ହରିଣ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହି ହରିଣଟି ଗତକାଲି ଠାରୁ ଏହି ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିଥିଲେ । ତେବେ ଲୋକଙ୍କୁ ଦେଖି ହରିଣଟି ନିକଟସ୍ଥ ବୁଦାରେ ପଶିଯାଇଥିଲା…

କଟକ ଜିଲ୍ଲା ଗ୍ରାମାଞ୍ଚଳରେ ୧୧ଜଣ ଥାନାଧିକାରୀଙ୍କ ବଦଳି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲା ଗ୍ରାମାଞ୍ଚଳରେ ୧୧ଜଣ ଥାନାଧିକାରୀଙ୍କ ବଦଳି

କଟକ(ଏନ୍.ଏମ୍.): କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ଅଧିନସ୍ଥ ବିଭିନ୍ନ ଥାନାରେ କାର୍ଯ୍ୟରତ ୧୧ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ସେମାନଙ୍କ ସ୍ଥାନରେ ନୂତନ ଥାନାଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି । ଏନେଇ ଆଜି ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ, ଓଲଟପୁର ଥାନାର ନୂତନ ଇନ୍ସପେକ୍ଟର ଭାବେ ବିଜୟ ସାହୁ, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଭବେ ଚିନ୍ମୟୀ ସାହୁ, ଗୁରୁଡିଝାଟିଆ ଥାନାଧିକାରୀ ଭାବେ ରଞ୍ଜନ…

୬୦ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ କ୍ରୀଡ଼ା ଚାମ୍ପିୟନସିପ-୨୦୨୧: କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କଲେ ଆଥେଲେଟ୍ ପାର୍ବତୀ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୬୦ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ କ୍ରୀଡ଼ା ଚାମ୍ପିୟନସିପ-୨୦୨୧: କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କଲେ ଆଥେଲେଟ୍ ପାର୍ବତୀ

କଟକ (ଏନ୍.ଏମ୍.): ଆସନ୍ତା ଜୁନ୍ ୧୫ ତାରିଖରେ ପଞ୍ଜାବର ପତିଆଲାଠାରେ ହେବାକୁ ଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ-୪ ଓ ସିନିୟର ଇଣ୍ଟର ଷ୍ଟେଟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆନ୍ତର୍ଜାତୀୟ ଆଥେଲେଟ ପାର୍ବତୀ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି । ପାର୍ବତୀ ତିନି ଦଶନ୍ଧି ଧରି ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇ ସଫଳତା ହାସଲ କରିଛନ୍ତି । ସେ ୧୯୯୦ମସିହାଠାରୁ ଜୁନିୟର ଆଥେଲେଟ୍ରୁ…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ:ୟାସ ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ:ୟାସ ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ

ନୂଆଦିଲ୍ଲୀ (ଏଜେନ୍ସି): ସାମୁଦ୍ରିକ ଝଡ଼ ୟାସ ଓଡ଼ିଶାର ବହୁ ଅଞ୍ଚଳକୁ ପ୍ରଭାବିତ କରିଛି । ଏଥି ସହିତ ପଶ୍ଚିମବଙ୍ଗ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ଘଟାଇଛି । ତେବେ ବାତ୍ୟା ୟାସର କ୍ଷୟକ୍ଷତି ପରିଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି । ସେ ଆକାଶମାର୍ଗରୁ ବାତ୍ୟା ‘ୟାସ’ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବାପରେ ଭୁବନେଶ୍ୱରରେ ବାତ୍ୟା କ୍ଷୟକ୍ଷତି, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର…

ବାତ୍ୟା ୟାସର ଅନ୍ତରାଳେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବିତ ଅଞ୍ଚଳ ପରିଦର୍ଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାତ୍ୟା ୟାସର ଅନ୍ତରାଳେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଭୁବନେଶ୍ୱର (ଏନ୍.ଏମ୍.): ସାମୁଦ୍ରିକ ଝଡ଼ ୟାସ ବାତ୍ୟାର ରୂପ ନେବା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି । ରାଜ୍ୟର ଉପକୂଳବର୍ତ୍ତୀ କିଛି ଜିଲ୍ଲା ସହିତ ଅନ୍ୟ ଜିଲ୍ଲାଗୁଡ଼ିକରେ ବ୍ୟାପକ ଧନ ଜୀବନ ପ୍ରଭାବିତ ହୋଇଛି । ଗତକାଲି ବାତ୍ୟାର ପ୍ରଭାବ ଦୂରଦେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବାତ୍ୟା ୟାସ ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ…

କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ କଟକ (ଏନ୍.ଏମ୍.): କରୋନା ନେଇଗଲା ଆଉଜଣେ ପ୍ରତିଭାଙ୍କୁ । ଚଳିତ ବର୍ଷ କରୋନା ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଆମ ପାଖରୁ ଛଡ଼ାଇ ନେଇଥିବାବେଳେ ଆଜି ଓଡ଼ିଆ ସଙ୍ଗୀତ ଜଗତକୁ ଆଉ ଏକ ଝଟକା ଲାଗିଛି । ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କର ଆଜି କରୋନାରେ ପରଲୋକ ହୋଇଯାଇଛି । ସେ କଟକ କଟକ ବଡମେଡ଼ିକାଲ…

୭ଦିନ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତଙ୍କୁ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Slider କୃଷି କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୭ଦିନ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତଙ୍କୁ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର (ଏନ୍‌.ଏମ୍‌.): ସାମୁଦ୍ରିକ ଛଡ଼ ୟାସର ତାଣ୍ଡବ ପରେ ଆଜି ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏହି ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବାତ୍ୟା ପ୍ରଭାବିତଙ୍କୁ ୭ଦିନ ପର୍ଯ୍ୟନ୍ତ ରିଲିଫ ପ୍ରଦାନ କରାଯିବ । ରାଜ୍ୟର ୧୨୮ଟି ପ୍ରଭାବିତ ଗାଁର ଜନସାଧାରଣଙ୍କୁ ୭ଦିନ…

ୟାସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ୨ଜଣଙ୍କ ମୁଣ୍ଡ ନେଲା ବାତ୍ୟା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ୟାସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ୨ଜଣଙ୍କ ମୁଣ୍ଡ ନେଲା ବାତ୍ୟା

ଭୁବନେଶ୍ୱର(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ‘ୟାସ୍’ ଯୋଗୁଁ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଉତ୍ତର ଓଡ଼ିଶାରେ ବାତ୍ୟା ଅଧିକ ତାଣ୍ଡବ ରଚିଛି । ବାତ୍ୟା ଯୋଗୁ ୨ଜଣଙ୍କର ମୃତ୍ୟୁ ହେବା ସୂଚନା ମିଳିଥିବାବେଳେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି । ବାତ୍ୟା ‘ୟାସ’ ଉତ୍ତର ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ପରେ ଏବେ…

ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ଥଇଥାନ ବସ୍ତିବାସିନ୍ଦାଙ୍କୁ ସିଏମସି ଖାଇବା ନଦେବାରୁ ଉତ୍ତେଜନା : ମାରୱାଡ଼ି ସମାଜ ପକ୍ଷରୁ ରନ୍ଧାଖାଦ୍ୟ ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ଥଇଥାନ ବସ୍ତିବାସିନ୍ଦାଙ୍କୁ ସିଏମସି ଖାଇବା ନଦେବାରୁ ଉତ୍ତେଜନା : ମାରୱାଡ଼ି ସମାଜ ପକ୍ଷରୁ ରନ୍ଧାଖାଦ୍ୟ ବିତରଣ

କଟକ(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟାସରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲେ ମଧ୍ୟ ସିଏମସି ଖାଦ୍ୟସାମଗ୍ରୀ ନଦେବା ଭଳି ସାଂଘାତିକ ଅଭିଯୋଗ ଉଠିଛି । ସିଡ଼ିଏ, ସେକ୍ଟର-୬ ସ୍ଥିତ ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ସିଏମସି ପକ୍ଷରୁ କାଠଯୋଡ଼ି ବିହାର ସମେତ ପ୍ରାୟ ୪ଟି ବସ୍ତିର ଲୋକମାନଙ୍କୁ ୨୫ ତାରିଖ ରାତିରୁ ଉକ୍ତ ସ୍କୁଲରେ ଆଶ୍ରୟ ଦେଇଥିଲେ । କିନ୍ତୁ ଆଜି ଦିବା ୩ଘଟିକା ପର୍ଯ୍ୟନ୍ତ ସିଏମସି ପକ୍ଷରୁ ରନ୍ଧାଖାଦ୍ୟ ବା ଶୁଖିଲା…

କୋଡ଼ିଡ଼୍-୧୯ ଦ୍ୱିତୀୟ ଲହର କାର୍ଯ୍ୟରତ ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକାଙ୍କ ମୃତୁ୍ୟ ପାଇଁ ସରକାରଙ୍କ ଆର୍ଥିକ ଅନୁକମ୍ପା ରାଶି ଘୋଷଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କୋଡ଼ିଡ଼୍-୧୯ ଦ୍ୱିତୀୟ ଲହର କାର୍ଯ୍ୟରତ ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକାଙ୍କ ମୃତୁ୍ୟ ପାଇଁ ସରକାରଙ୍କ ଆର୍ଥିକ ଅନୁକମ୍ପା ରାଶି ଘୋଷଣା

କଟକ(ଏନ୍‌.ଏମ୍‌.): କୋଭିଡ଼୍-୧୯ ଦ୍ୱିତୀୟ ଲହରରେ କାର୍ଯ୍ୟରତ ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକାମାନଙ୍କ ମୃତୁ୍ୟ ହେଲେ ସେମାନଙ୍କ ପରିବାର ଓ ନିକଟତର ସମ୍ପର୍କୀୟମାନଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଏଠାରେ ପ୍ରକାଶ ଥାଉ କି, ପୂର୍ବରୁ କୋଭିଡ଼୍-୧୯ ପ୍ରଥମ ଲହର ସମୟରେ ବିଭିନ୍ନ ବେସରକାରୀ ଚିକିତ୍ସାଳୟ, ଅବସରପ୍ରାପ୍ତ, ସ୍ୱେଚ୍ଛାସେବୀ, ମୁ୍ୟନିସପାଲିଟି ଓ ନଗରପାଳିକା, ଅନ୍ୟ ସଂସ୍ଥା ଦ୍ୱାରା…

ବାତ୍ୟାପରେ ପୁଣି ବନ୍ୟା ଆଶଙ୍କା :ଜୁନ୍ ମାସରେ ହୀରାକୁଦ ଛାଡିବ ପାଣି; ମହାନଦୀ କୂଳିଆ ୧୩ଟି ଜିଲାକୁ ସତର୍କ ସୂଚନା ଜାରି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାତ୍ୟାପରେ ପୁଣି ବନ୍ୟା ଆଶଙ୍କା :ଜୁନ୍ ମାସରେ ହୀରାକୁଦ ଛାଡିବ ପାଣି; ମହାନଦୀ କୂଳିଆ ୧୩ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାରେ ବାତ୍ୟା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଗୋଟିଏ ପଟେ ହୀରାକୂଦ ଜଳଭଣ୍ଡାରରେ ସାମୁଦ୍ରିକ ଝଡ଼ ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇଥିବାବେଳେ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମରୁ ଆସନ୍ତା ଜୁନ୍ ମାସରେ ପାଣି ଛଡାଯିବା ସମ୍ଭାବନା ରହିଛି ।…

ଭେରି ସିଭିୟର ସାଇକ୍ଲୋନର ରୂପ ନେଉଛି ସାମୁଦ୍ରିକ ଝଡ଼ ୟାସ: ୪ଟି ଜିଲ୍ଲାରେ ରଚିବ ତାଣ୍ଡବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭେରି ସିଭିୟର ସାଇକ୍ଲୋନର ରୂପ ନେଉଛି ସାମୁଦ୍ରିକ ଝଡ଼ ୟାସ: ୪ଟି ଜିଲ୍ଲାରେ ରଚିବ ତାଣ୍ଡବ

ଭୁବନେଶ୍ୱର(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟାସ ଅବପାତ ହେବାପରେ ବାତ୍ୟାର ରୂପ ନେଇ ସାରିଛି । ତେବେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସଦ୍ୟତମ ବୁଲେଟନ୍ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟାରେ ଧରି…