ପରଲୋକରେ ସାହିତ୍ୟିକା ମୀନାକ୍ଷୀ ଦେବୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପରଲୋକରେ ସାହିତ୍ୟିକା ମୀନାକ୍ଷୀ ଦେବୀ

ପରଲୋକରେ ସାହିତ୍ୟିକା ମୀନାକ୍ଷୀ ଦେବୀ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମୀନାକ୍ଷୀ ଦେବୀଙ୍କର ଆଜି ସଂଧ୍ୟା ୬ଟା ସମୟରେ ଦେହାନ୍ତ ହୋଇଯାଇଛି । ରାଜାବଗିଚା ଚକୋଲେଟ୍‌ଲେନ୍‌ସ୍ଥିତ ବାସଗୃହରେ ସେ ହଠାତ୍ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଯାଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ । ନିକଟରେ ତାଙ୍କର ସ୍ୱାମୀ ଶଶିଭୂଷଣ…

ଦ୍ୱାଦଶ ପରୀକ୍ଷା ବାତିଲ ପାଇଁ କଟକ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଧନ୍ୟବାଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦ୍ୱାଦଶ ପରୀକ୍ଷା ବାତିଲ ପାଇଁ କଟକ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଧନ୍ୟବାଦ

ଦ୍ୱାଦଶ ପରୀକ୍ଷା ବାତିଲ ପାଇଁ କଟକ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଧନ୍ୟବାଦ କଟକ(ଏନ୍‌.ଏମ୍‌.): ମହାମାରୀ କରୋନା ସାରା ଦେଶରେ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଥିବାରୁ ଛାତ୍ର, ଶିକ୍ଷକ ଓ ଅଭିଭାବକମାନେ ଘୋର ଚିନ୍ତାରେ ଥିଲେ । ଏହି ପରିସ୍ଥିତିରେ ଗମ୍ଭୀରତାକୁ ନେଇ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଆଶଙ୍କା ଥିବାରୁ ସର୍ବ ଭାରତୀୟ ଛାତ୍ର କଂଗ୍ରେସ ସଭାପତି ନୀରଜ କୁନ୍ଦନ ସିବିଏସଇ ଓ ସିଆଇଏସଇ ଦ୍ୱାଦଶ ପରୀକ୍ଷା…

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ - ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ କଟକ (ଏନ୍‌.ଏମ୍‌.): କରୋନାଜନିତ ହାହାକାରମୟ ପରିସ୍ଥିତି ଓ ଲକ୍‌ଡାଉନ୍ ଭିତରେ ବସ୍ତି ଉଛେଦ ଚାଲିଛି । ସରକାରଙ୍କ ଏପରି କଣ ଜରୁରୀ ହୋଇ ପଡିଛି କେଜାଣି ଗରିବ ବସ୍ତିବାସିନ୍ଦାଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ଉଛେଦ କରି ସେମାନଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି? ସରକାର ଓ ପ୍ରଶାସନର ଏହିଭଳି ନିଷ୍ଠୁର ଅମାନବୀୟ ଆଚରଣକୁ ‘ବସ୍ତିବାସିନ୍ଦାଙ୍କ…

ଆରପାରିରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆରପାରିରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଆରପାରିରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଭୁବନେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ବିଜୟଶ୍ରୀଙ୍କ ନିକଟ ସମ୍ପର୍କୀୟଙ୍କ ସୂଚନା ଦେଇଥିବା ଉକ୍ତ ହସ୍ପିଟାଲ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ତେବେ ସେ ମସକ ପୂର୍ବରୁ କରୋନାରେ ଆକ୍ରାନ୍ତ…

କରୋନା ପିକ୍ ଅତିକ୍ରମ କରିଛି, ଏବେ ସ୍ଥିତି ତଳମୁହାଁ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ପିକ୍ ଅତିକ୍ରମ କରିଛି, ଏବେ ସ୍ଥିତି ତଳମୁହାଁ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନା ପିକ୍ ଅତିକ୍ରମ କରିଛି, ଏବେ ସ୍ଥିତି ତଳମୁହାଁ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର (ଏନ୍‌.ଏମ୍‌.): ‘ବୋଧହୁଏ ଆମେ ପିକ୍ ଅତିକ୍ରମ କରିଗଲେଣି । ସ୍ଥିତି ଏବେ ତଳମୁହାଁ ହେଉଛି ।’ ସମ୍ପ୍ରତି ରାଜ୍ୟରେ କୋଭିଡ ସ୍ଥିତି ନେଇ ଏକଥା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ ପୁଣି କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ପୂର୍ବାପେକ୍ଷା ସଂକ୍ରମଣ ହାର ଖସୁଛି । ଅନ୍ୟ ରାଜ୍ୟରେ ଯେତେବେଳେ ଅଧିକ ଥିଲା…

୨୦୨୪ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତିରେ ଓଡ଼ିଶାର ସୁନା ଝିଅ ଅର୍ପିତା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

୨୦୨୪ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତିରେ ଓଡ଼ିଶାର ସୁନା ଝିଅ ଅର୍ପିତା

୨୦୨୪ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତିରେ ଓଡ଼ିଶାର ସୁନା ଝିଅ ଅର୍ପିତା ରାଉରକେଲା (ଏନ୍‌.ଏମ୍‌.): ଜାତୀୟ ଓ ଅନ୍ତର୍ଜାତୀୟ ଆଥଲେଟିକସରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଅର୍ପିତା ଏବେ ୨୦୨୪ ଅଲମ୍ପିକସ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ସେକ୍ଟର-୬ରେ ରହୁଥିବା ପଙ୍କଜ କୁମାର ପରିଡ଼ା ଓ ପ୍ରତିମା ପରିଡ଼ାଙ୍କ କନ୍ୟା ଅର୍ପିତା ପିଲାଟି ଦିନରୁ ପାଠପଢ଼ା ସହିତ ଖେଳପ୍ରତି ତାଙ୍କର ଅହେତୁକ ଆଗ୍ରହ…

ଟିକା ଲଢ଼େଇ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଟିକା ଲଢ଼େଇ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଟିକା ଲଢ଼େଇ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଟିକା ସଂକଟ ଦୂର କରିବା ନେଇ ସେ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି । ତାଙ୍କ ଚିଠିରେ ଟିକା ପାଇଁ ପରସ୍ପର ଭିତରେ ଲଢ଼େଇ ନକରି, ଏକାଠି ଲଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି । କରୋନାରୁ ଲୋକଙ୍କୁ ସୁରକ୍ଷା ଦେବାର ଟିକା…

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ କଟକ (ଏନ୍‌.ଏମ୍‌.): କଟକ ସହରରେ ରହିଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ପରେ ଆଜି ସିଏମସି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । କୋଭିଡ ହସ୍ପିଟାଲରେ ରୋଗୀ ତଥା ସେମାନଙ୍କ ପରିବାର ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ ଅନେକ ସମୟରେ କୋଭିଡ ପରିଚାଳନାକୁ ନେଇ ଅଭିଯୋଗ ହୋଇଥିଲା…

୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ

୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ କଟକ(ଏନ୍‌.ଏମ୍‌.): କଟକ ଓ ଭୁବନେଶ୍ୱରରୁ ବାଇକ୍ ଚୋରି କରି କନ୍ଧମାଳ ଜିଲ୍ଲାରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ଏହି ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ଚୋରି ମୋଟରସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତ ଲୁଟେରା କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ…

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କଟକ (ଏନ୍‌.ଏମ୍‌.): ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ ଓ ସଟ ଡାଉନ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବାବେଳେ ଯୁବକଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । ସହରରେ ଗରିବ, ଦିନ ମଜୁରିଆ ଲୋକେ କାମଧନ୍ଦା ନପାଇ ରୋଜଗାର ହରାଇବା ଯୋଗୁଁ ନାହିଁ ନଥିବା ଅବସ୍ଥାରେ ଚଳୁଛନ୍ତି । ଦୁଇ ଓଳି ଦୁଇ ମୁଠା ଖାଇବାକୁ…

ସାମାଜିକ ସଂଗଠନ ସାଧନା ପରିବାର ପକ୍ଷରୁ ସେବାକାର୍ଯ୍ୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାମାଜିକ ସଂଗଠନ ସାଧନା ପରିବାର ପକ୍ଷରୁ ସେବାକାର୍ଯ୍ୟ

କଟକ (ଏନ୍.ଏମ୍.) - ବାତ୍ୟା ୟାସ୍ କେବଳ ଧନଜୀବନ ଉଜାଡ଼ି ଦେଇଗଲା ନାହିଁ ବରଂ ଲୋକଙ୍କୁ ଅନେକ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଗଲା । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ପ୍ରଶାସନକୁ ସହଯୋଗ ତଥା ଜନସାଧାରଣଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଥିଲେ ସାମାଜିକ ଅନୁଷ୍ଠାନ "ସାଧନା ପରିବାର" । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତାରେ ପଡ଼ି ଅବରୋଧ କରିଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରିବା,ବାତ୍ୟା…

ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା

ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା କଟକ(ଏନ୍‌.ଏମ୍‌.): ହରିପୁର ଦୋଳମୁଣ୍ଡାଇ ଗ୍ରାମର ଇଷ୍ଟ ଦେବ ଶ୍ରୀଶ୍ରୀ ମଦନମୋହନ ଜୀଉ ଓ ଶ୍ରୀଶ୍ରୀ ରାଧାଗୋବିନ୍ଦ ଜୀଉମାନଙ୍କୁ ମନ୍ଦିର ଭିତର ଭାଗରେ କୃତ୍ରିମ ପୁସ୍କରଣୀ କରାଯାଇ ରାଧାକୃଷ୍ଣଙ୍କୁ ସୋଲରେ ନିର୍ମିତ ହୋଇଥିବା ନୌକା ସାହାର୍ଯ୍ୟରେ ଚାପ ଖେଳା ଯାଇଥିଲା । ଏହା ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରା ମଧ୍ୟରୁ ଏକ ଅନ୍ୟତମ ଯାତ୍ରା ଅଟେ । ଏହି ସାଂସ୍କୃତିକ ବା ଧାର୍ମିକ କାର୍ଯ୍ୟକ୍ରମରେ…

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆଜି କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଚିକିତ୍ସା ନିମନ୍ତେ କଟକ ବଡ଼ମେଡ଼ିକାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି…

ରୋଟାରାକ୍ଟ କ୍ଲବ୍ ବାରବାଟୀ ପକ୍ଷରୁ ଗ୍ରସରୀ ଓ ସାନିଟାଇଜ୍ କିଟ୍ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରୋଟାରାକ୍ଟ କ୍ଲବ୍ ବାରବାଟୀ ପକ୍ଷରୁ ଗ୍ରସରୀ ଓ ସାନିଟାଇଜ୍ କିଟ୍ ବଣ୍ଟନ

କଟକ (ଏନ୍‌.ଏମ୍‌.): କରୋନାର କରାଳ କାୟା ସହ ମହାମାରୀର ଡ଼ରକୁ ଖାତିର ନକରି, ନିଜର ସେବାନିଷ୍ଠାରେ ଗରିବ ପରିବାର ପାଖରେ ସାଥି ହୋଇ ଛିଡ଼ା ହେଉଛନ୍ତି ଆଜିର ଯୁବ ଗୋଷ୍ଠୀ । ଅସୁବିଧା ବେଳେ ଲୋକଙ୍କ ସାହାରା ପାଲଟିବାର ବାର୍ତ୍ତା ବାଣ୍ଟିବାରେ ସେମାନେ ବିଶ୍ୱାସ ରଖନ୍ତି । ରୋଟାରାକ୍ଟ କ୍ଲବ ବାରବାଟୀ ଓ କେ.ଆର୍ ଏଲିକ୍‌ଜିର ଟେକ୍‌ନୋଲୋଜି ର ମିଳିତ ଉଦ୍ୟମରେ ବିଡ଼ାନାସୀ ପୁଲିସ୍ ହାଇସ୍କୁଲ୍ ନିକଟସ୍ଥ ବିସ୍ଥାପିତଙ୍କ ବାସସ୍ଥାନରେ…

କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ

କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ କୋଭିଡ ଶବଦାହ କରୁଥିବା ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କଟକ(ଏନ୍‌.ଏମ୍‌.): କରୋନା ଲଢ଼େଇ ସମୟରେ ସମ୍ମୁଖ ଯୋଦ୍ଧାମାନଙ୍କ ସୁରକ୍ଷା ତଥା ସେମାନଙ୍କ ଅକ୍ସିଜେନ ମାପିବା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ କରାଯାଇଛି । କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କପକ୍ଷରୁ ପୂର୍ବତନ କର୍ପୋରେଟର ଓଡିଶା ମୋ’ ପରିବାର କଟକ ସିଟି…

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ତଥା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ 'ସେବାହିଁ ସଂଗଠନ’ କାର୍ଯ୍ୟକ୍ରମ ଅବସରରେ କଟକ ନଗର ବିଜେପି ତରଫରୁ ‘ରକ୍ତଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଟକ ବଡ଼ ମେଡ଼ିକାଲ (ଏସସିବି) ସମ୍ମୁଖ ରେଡ଼କ୍ରସ ଭବନ ପରିସରରେ ହୋଇଥିଲା । କରୋନା ଗାଇଡ଼ ଲାଇନ ମଧ୍ୟରେ…

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ କଟକ(ଏନ୍‌.ଏମ୍‌.): ବାତ୍ୟା ଓ ସାମୁଦ୍ରିକ ଜୁଆର ଦ୍ୱାରା କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମୋଟ ୪ହଜାର ବିପନ୍ନ ପରିବାରଙ୍କୁ ଓଡ଼ିଶାର ରୁଚି ଶିଳ୍ପୋଦ୍ୟୋଗ ପକ୍ଷରୁ ସ୍ୱାସ୍ଥ୍ୟପ୍ରଦ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ରୁଚିର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ବିପଦବେଳର ବନ୍ଧୁ ଟିମ୍ ଦ୍ୱାରା ଉଭୟ ଜିଲ୍ଲାର ୨ହଜାର ଲେଖାଏଁ ପରିବାରକୁ ଏହି ରିଲିଫ ସାମଗ୍ରୀ ପ୍ରଦାନ…

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ କଟକ(ଏନ୍‌.ଏମ୍‌.): କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ରୋଗୀଙ୍କ ପାଇଁ ଜିଲ୍ଲାରେ ଏକ୍ସରେ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାରେ କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ବା ଘେର ରହୁଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରଖିବାପାଇଁ ଏକ୍ସ-ରେ ଅନ ହ୍ୱିଲସ ନାମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଅଭିନବ ପ୍ରୟାସ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଭବନରେ…

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କଟକ (ଏନ୍‌.ଏମ୍‌.): କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ସେବା ହିଁ ସଂଗଠନ ଅନ୍ୟତମ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂରଣ ହେତୁ କେନ୍ଦ୍ରୀୟ ବିଜେପି ଯୋଜନା ଅନୁସାରେ ଓ…

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ କଟକ(ଏନ୍.ଏମ୍.): ଜନସେବାରେ ନିଜକୁ ଉସôର୍ଗ କରି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ଜନସେବା ଆଗେଇ ଚାଲିଛି । ଏହି ସଂସ୍ଥା ସହରରେ ସେବା କରୁଥିବା ବେଳେ ଏବେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ସୂଚନାଥାଉ କି, ବାତ୍ୟା ୟାସ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷକରି ବାଲେଶ୍ୱର…