ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର କଟକ(ଏନ୍‌.ଏମ.): ବର୍ଫି ପ୍ରକଳ୍ପ ଓ କଟକ ବଡ ଡାକ୍ତରଖାନା ସମ୍ପ୍ରସାରଣ ପାଇଁ ମହାନଦୀ ପଠାକୁ ପୋତିବାକୁ ବିରୋଧ କରି ରୁଜୁ ମାମଲାରେ ରିପୋର୍ଟ ଦାଖଲ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମାମଲାର ଶୁଣାଣି କରି ହାଇକୋର୍ଟ ତୁରନ୍ତ ରିପୋର୍ଟ ଦେବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଆଧାରରେ…

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ କଟକ(ଏନ୍.ଏମ୍.): ସମ୍ପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହର ଭଳି ଘଡ଼ିସନ୍ଧି ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ମହାନଦୀ ବିହାର ଠାରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତର ଆବଶ୍ୟକତାକୁ ଉପଲବ୍ଧି କରି ଓଡ଼ିଶା ମୋ ପରିବାରର ସ୍ରଷ୍ଟା ତଥା ମୁଖ୍ୟମନ୍ତ୍ରୀ…

ଚାଉଳିଆଗଞ୍ଜ ଓ ମର୍କତନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ହେବ ଦ୍ୱିତୀୟ ପାନ କରୋନା ଟିକା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଚାଉଳିଆଗଞ୍ଜ ଓ ମର୍କତନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ହେବ ଦ୍ୱିତୀୟ ପାନ କରୋନା ଟିକା

ଚାଉଳିଆଗଞ୍ଜ ଓ ମର୍କତନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ହେବ ଦ୍ୱିତୀୟ ପାନ କରୋନା ଟିକା କଟକ(ଏନ୍.ଏମ୍.): ସହରରେ ପୁଣିଥରେ କୋଭିସିଲ୍ଡର ଦ୍ୱିତୀୟ ପାନ (ଡୋଜ୍) ଟିକାକରଣ ଆରମ୍ଭ ହେବ । ସୋମବାର ଚାଉଳିଆଗଞ୍ଜ ଓ ମର୍କତନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯିବ । ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ । ଏଥିପାଇଁ ଅନଲାଇନ୍ର ଅନୁମତିପତ୍ର ଆବଶ୍ୟକତା ନାହିଁ । ଯେଉଁମାନେ ଦ୍ୱିତୀୟ ପାନ ନେବା…

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ କଟକ(ଏନ୍.ଏମ୍.): କରୋନା ମହାମାରୀ ହେତୁ ଅନେକ ସରକାରୀ ଓ ବେସରକାରୀ କର୍ମଚାରୀ ଘରେ ରହି ଅନ୍ ଲାଇନ ଯୋଗେ କାର୍ଯ୍ୟ କରୁଛନ୍ତି । ଲକ୍ ଡାଉନ ଓ ସଟ୍ ଡାଉନ୍ ଲାଗି ରହିଥିବାରୁ ଅନଲାଇନ ବ୍ୟବସାୟ ବୃଦ୍ଧି ପାଇଛି । ସେହି ହାରରେ ସାଇବର ଠକେଇ ମଧ୍ୟ ବୃଦ୍ଧି ପାଉଛି । ସାଇବର ଠକମାନେ…

‘କୋଭିଡ ସମୟରେ ବସ୍ତି ଉଚ୍ଛେଦ ନିନ୍ଦନୀୟ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

‘କୋଭିଡ ସମୟରେ ବସ୍ତି ଉଚ୍ଛେଦ ନିନ୍ଦନୀୟ’

‘କୋଭିଡ ସମୟରେ ବସ୍ତି ଉଚ୍ଛେଦ ନିନ୍ଦନୀୟ’ କଟକ(ଏନ୍.ଏମ୍.): ସରକାର କରୋନା ପାଇଁ ଲକ୍ଡାଉନ୍ ଘୋଷଣା କରି ନିୟମ କରିଛନ୍ତି । ନିଜ ନିୟମକୁ ଉଲଘଂନ କରି ପ୍ରଶାସନ ବସ୍ତିବାସିନ୍ଦାଙ୍କ ଅସହାୟତାର ସୁଯୋଗ ନେଇ ଗୋଟିଏ ପରେ ଗୋଟିଏ ବସ୍ତି ଉଛେଦ କରି ଚାଲିଛନ୍ତି । କରୋନା କଟକଣା ଭିତରେ ପିଲିଗ୍ରିମ୍ ରୋଡ଼ ଦାସ ସାହି ଉଛେଦ କରାଯାଇ କନା ତମ୍ବୁରେ ରଖାଗଲା । ଲକ୍ଡାଉନ୍ ଆରମ୍ଭ ସମୟରେ ମଇ ୫…

କଟକରେ ଆରମ୍ଭ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ ‘ଆମ ପରିବାର’ ସଙ୍ଗଠନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ଆରମ୍ଭ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ ‘ଆମ ପରିବାର’ ସଙ୍ଗଠନ

କଟକରେ ଆରମ୍ଭ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ 'ଆମ ପରିବାର' ସଙ୍ଗଠନ କଟକ(ଏନ୍.ଏମ୍.): କଟକରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ "କଟକ ଆମ ପରିବାର’ ନାମରେ ସାଙ୍ଗଠନିକ ବୈଠକ ହୋଇଯାଇଛି । ଏହା ପୂର୍ବରୁ ପୁରୀ, ରାୟଗଡା, କୋରାପୁଟ୍, ଯାଜପୁର, ଖୋର୍ଦ୍ଧା ସମେତ ୬ଗୋଟି ଜିଲ୍ଲାରେ "ଆମ ପରିବାର" ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ସରିଥିବା ବେଳେ କୋଭିଡ୍ କଟକଣାକୁ ଲକ୍ଷ ରଖି ଆଜି…

ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସାଂସଦଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସାଂସଦଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ

ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସାଂସଦଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ କଟକ (ଏନ୍.ଏମ୍.): ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟୀକାକରଣ ନିମନ୍ତେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରି ପଦକ୍ଷେପ ନିଆ ଯାଉଥିବା ସମ୍ପର୍କରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ମୋଡ଼ରେ ଦିତୀୟ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ରଣନୀତି ଅବଲମ୍ବନ କରି କାର୍ଯ୍ୟ କରାଯାଉଥିବା…

କଟକ ଜିଲ୍ଲାରେ କୋଭିଡ ସଚେତନ ରଥର ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲାରେ କୋଭିଡ ସଚେତନ ରଥର ଶୁଭାରମ୍ଭ

କଟକ ଜିଲ୍ଲାରେ କୋଭିଡ ସଚେତନ ରଥର ଶୁଭାରମ୍ଭ କଟକ(ଏନ୍.ଏମ୍.): କୋଭିଡ ସମ୍ବନ୍ଧୀୟ ସୂଚନା ଓ ବାର୍ତ୍ତା ଦୃଶ୍ୟଶ୍ରାବ ମାଧ୍ୟମରେ ଜନ ସଚେତନତାକୁ ଅଧିକ ବ୍ୟାପକ କରିବା ନିମନ୍ତେ ଜିଲ୍ଲାରେ ଏହାର ଆଜି ଶୁଭାରମ୍ଭ କରାଯାଇଛି। ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପତାକା ଦେଖାଇ ଜିଲ୍ଲାରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସଚେତନ ରଥ ଆଜିଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର…

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର କଟକ(ଏନ.ଏମ୍.): ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିବା ଉଦେ୍ଦଶ୍ୟରେ ଆଜି ଜଣେ ଯୁବତୀ ମହାନଦୀକୁ ଡେଇଁଛନ୍ତି । ତେବେ ସୌଭାଗ୍ୟ କ୍ରମେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ଯୋବ୍ରା ବ୍ୟାରେଜ ଉପରେ ଏକ ଦମ୍ପତ୍ତି ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିଥିଲେ । ହଠାତ୍ କେହି କିଛି ବୁଝିବା…

ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର କଟକ(ଏନ୍.ଏମ୍): ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅମୃତ ଧାରା ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ରାଜ୍ୟରେ ମହାମାରୀ କରୋନା ବ୍ୟାପୁଥିବାବେଳେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯେଭଳି ରକ୍ତ ସଂକଟ ସୃଷ୍ଟି ନହେବ ସେଥିପାଇଁ କଂଗ୍ରେସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୁରୀଘାଟ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅମୃତଧାରାର ଅଧ୍ୟକ୍ଷ…

ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ ଫଙ୍ଗସ ୱାର୍ଡ : ୩୦ ଶଯ୍ୟା ପ୍ରସ୍ତୁତ ୩ ସନ୍ଦିଗ୍ଧ ଚିକିତ୍ସିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ ଫଙ୍ଗସ ୱାର୍ଡ : ୩୦ ଶଯ୍ୟା ପ୍ରସ୍ତୁତ ୩ ସନ୍ଦିଗ୍ଧ ଚିକିତ୍ସିତ

ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ ଫଙ୍ଗସ ୱାର୍ଡ : ୩୦ ଶଯ୍ୟା ପ୍ରସ୍ତୁତ ୩ ସନ୍ଦିଗ୍ଧ ଚିକିତ୍ସିତ କଟକ (ଏନ୍.ଏମ୍.) : କଟକ ବଡ଼ମେଡ଼ିକାଲ (ଏସସିବି)ରେ ଆଜିଠାରୁ ସ୍ୱତନ୍ତ୍ର ବ୍ଲାକ ଫଙ୍ଗସ ୱାର୍ଡ କାର୍ଯ୍ୟକ୍ଷମ ହୋଇଛି । ଇଏନଟି ବିଭାଗରେ ଉକ୍ତ ୱାର୍ଡକୁ କାର୍ଯ୍ୟକ୍ଷମ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆକ୍ରାନ୍ତ ଲାଗି ୩୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି । ବର୍ତ୍ତମାନ ୩ଜଣ ସନ୍ଦିଗ୍ଧ ଉକ୍ତ ୱାର୍ଡରେ ଚିକିତ୍ସିତ ହେଉଛନ୍ତି…

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ ଘଟଣା ସମ୍ପର୍କରେ ଜିଲା୍ଲ କୋଭିଡ଼୍ ନୋଡ଼ାଲ ଅଧିକାରୀଙ୍କ ରପୋର୍ଟ ତଲବ କଟକ(ଏନ.ଏମ.): କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରେ ଆଜି ସକାଳେ ଜଣେ ଆକ୍ରାନ୍ତ ଯୁବକଙ୍କ ବେକରେ ଛୁରୀ ଭୁଷି ହୋଇଯିବା ଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଯୁବକଙ୍କ ବେକରେ ଛୁରୀ ପଶି ରହିବା ପରେ ଗୁରୁତର ଅବସ୍ଥାରେ ଚିକିତ୍ସା…

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ ନରସିଂହପୁର(ଏନ୍.ଏମ୍.): କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାପକ ବେଆଇନ ନିଶା କାରବାର ଚାଲିଛି । ମଦ, ଗଞ୍ଜେଇ ସହିତ ବ୍ରାଉନସୁଗାର କାରବାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ କଟକ ଜିଲ୍ଲାରୁ ବେଆଇନ ନିଶା କାରବାର ରୋକିବା ନେଇ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ତେବେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଞ୍ଚଳରେ ବେଆଇନ ନିଶାକାରବାର…

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍ ଭୁବନେଶ୍ୱର(ଏନ୍.ଏମ୍.): ଏକ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକମାନଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ ଦିଆଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯିବାକୁ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି ।…

ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା

ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ବର୍ଷ ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରିକ୍ଷା ବାତିଲ କରିବା ପାଇଁ ଶେଷରେ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଏଥର ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରୀକ୍ଷା ହେବ ନାହିଁ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ପାଇଁ ପରୀକ୍ଷା ସମ୍ଭବ ହେଉ ନଥିବାରୁ ଏହାକୁ ବାତିଲ…

କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ ୫ ମାସରେ ଜବତ ହେଲାଣିି ୩ କିଲୋଗ୍ରାମ୍ ବ୍ରାଉନ ସୁଗାର ଓ ୨୪ ଗିରଫ କଟକ(ଏନ୍.ଏମ୍.): କଟକ ଜିଲ୍ଲାରରେ ଏବେ ବାଉନସୁଗାର କାରବାର ବେଶ ବୃଦ୍ଧି ପାଇଛି । ଏପରିକି ସନ୍ଧ୍ୟା ହେଲେ ସହରର ଅନ୍ଧାରୁଆ ଗଳି ଓ ନଦୀ କୂଳରେ ଏହି କାରବାର ଅଧିକ ହେଉଥିବା ଜଣାପଡ଼ିଛି । ବ୍ରାଉନସୁଗାର କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗତ…

ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଟୀକାଦାନ ପରିଚାଳନା ନେଇ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଟୀକାଦାନ ପରିଚାଳନା ନେଇ ବୈଠକ

କଟକ (ଏନ୍.ଏମ୍.): କରୋନା ମହାମାରୀ ପରିଚାଳନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ସମୟରେ କଟକ ସହର ଉପକଣ୍ଠ ବୟାଳିଶମୌଜା ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ସୂଚନା ମୁତାବକ ସ୍ବାସ୍ଥ୍ୟକେନ୍ଦ୍ର ପାଖରେ ଥିବା ଏକ କୋଠାଘରେ କୋରୋନା ଭୁତାଣୁ ପରୀକ୍ଷା ନମୁନା ସଂଗ୍ରହ ପାଇଁ ପ୍ରତ୍ୟେହ ଶତାଧିକ ରୋଗୀ ନିରାଟ ଖରାରେ ଘଣ୍ଟା ଘଣ୍ଟା କାଳ ଧାଡ଼ିରେ ଠିଆ…

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ !

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ ! ଭୁବନେଶ୍ୱର(ଏନ୍.ଏମ୍.): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା ଅଭୟ କୁମାର ମହାନ୍ତି ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି । ଏଥିସହିତ ସେ ଦାବି କରୁଥିବା…

କରୋନା ପାଇଁ ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କରୋନା ପାଇଁ ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି

କରୋନା ପାଇଁ ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କରୋନାର ଦ୍ୱିତୀୟ ଲହର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଟିକାକରଣରେ କୌଣସି ଅଗ୍ରଗତି ହୋଇନଥିବା ଜଣାପଡ଼ିଛି । ଅନେକ ରାଜ୍ୟରେ ଟିକା କେନ୍ଦ୍ର ମଧ୍ୟ ଖାଲି ରହିଛି । ଦେଶର ଯୋଗ୍ୟ ବ୍ୟକ୍ତିକୁ କିନ୍ତୁ ବର୍ଷ ଶେଷ ସୁଦ୍ଧା ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି । ଏହାରି ଭିତରେ କେନ୍ଦ୍ର…

ଔଷଧ ଗୋଦାମ ଘରେ ଅଗ୍ନିକାଣ୍ଡ  ଲକ୍ଷାଧିକ ଟଙ୍କାର ସାମଗ୍ରୀ  ପାଉଁଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଔଷଧ ଗୋଦାମ ଘରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସାମଗ୍ରୀ  ପାଉଁଶ

ଔଷଧ ଗୋଦାମ ଘରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସାମଗ୍ରୀ  ପାଉଁଶ କଟକ(ଏନ୍.ଏମ୍.):   ହାଇକୋର୍ଟ ଛକ ସ୍ଥିତ ଏକ ଔଷଧ ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି୤  ଅଗ୍ନିକାଣ୍ଡ ଯୋଗୁଁ ଗୋଦାମରେ ଥିବା ବିଭିନ୍ନ ମୂଲ୍ୟବାନ ଔଷଧ ଜଳି ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଦମକଳ ଗାଡି ପହଞ୍ôଚ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି୤ ମିଳିଥିବା ସୂଚନା ଅନୁଯାୟୀ, ହାଇକୋର୍ଟ ଛକ ନିକଟରେ…