ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ

ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ ଭୁବନେଶ୍ୱର (ଏନ୍‌.ଏମ୍‌.): ୯୦ ଦଶକର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ୮୪ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି । ଉପେନ୍ଦ୍ର କୁମାର ପାହାଡ଼ ସିଂହ ନବେ ଦଶକରେ…

ପରୀକ୍ଷାଫଳ ପ୍ରକାଶନର ଆଧାରକୁ ସାଧାରଣରେ ପ୍ରକାଶ କରିବା ପାଇଁ ଦାବି: ପୁଣିଥରେ ପରୀକ୍ଷା ଦେଲେ ଉଭୟ ପରୀକ୍ଷା ମଧ୍ୟରୁ ଅଧିକ ନମ୍ବରକୁ ଗ୍ରହଣ କରିବାକୁ ଓଷ୍ଟାର ପ୍ରସ୍ତାବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପରୀକ୍ଷାଫଳ ପ୍ରକାଶନର ଆଧାରକୁ ସାଧାରଣରେ ପ୍ରକାଶ କରିବା ପାଇଁ ଦାବି: ପୁଣିଥରେ ପରୀକ୍ଷା ଦେଲେ ଉଭୟ ପରୀକ୍ଷା ମଧ୍ୟରୁ ଅଧିକ ନମ୍ବରକୁ ଗ୍ରହଣ କରିବାକୁ ଓଷ୍ଟାର ପ୍ରସ୍ତାବ

ପରୀକ୍ଷାଫଳ ପ୍ରକାଶନର ଆଧାରକୁ ସାଧାରଣରେ ପ୍ରକାଶ କରିବା ପାଇଁ ଦାବି: ପୁଣିଥରେ ପରୀକ୍ଷା ଦେଲେ ଉଭୟ ପରୀକ୍ଷା ମଧ୍ୟରୁ ଅଧିକ ନମ୍ବରକୁ ଗ୍ରହଣ କରିବାକୁ ଓଷ୍ଟାର ପ୍ରସ୍ତାବ କଟକ(ଏନ୍‌.ଏମ.): ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର ଫଳାଫଳକୁ ନେଇ ସାଧାରଣରେ ଅସନ୍ତୋଷ କୁହୁଳିବାରେ ଲାଗିଛି । କେଉଁ ଆଧାରରେ ପରୀକ୍ଷାଫଳ ପ୍ରକାଶ କରାଗଲା ତାହା ଜାଣିବା ପାଇଁ ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରୁଥିଲାବେଳେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ପୁଣିଥରେ…

ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇରେ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହେବ- ବୋର୍ଡ଼
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇରେ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହେବ- ବୋର୍ଡ଼

ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇରେ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହେବ- ବୋର୍ଡ଼ କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଜୁଲାଇ ମାସରେ ଅଫଲାଇନ୍ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି । ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବେ, ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଅଫଲାଇନ୍ ପରୀକ୍ଷା…

କମିଶନରେଟ ପୁଲିସ ପଞ୍ଝାରେ ୭ସାଇବର ଲୁଟେରା, ୧୫୦ ମୋବାଇଲ ଓ ୧୬ ହଜାର ସିମ୍ ଜବତ: କଟକରେ ଚାଲିଥିଲା ଅଫିସ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କମିଶନରେଟ ପୁଲିସ ପଞ୍ଝାରେ ୭ସାଇବର ଲୁଟେରା, ୧୫୦ ମୋବାଇଲ ଓ ୧୬ ହଜାର ସିମ୍ ଜବତ: କଟକରେ ଚାଲିଥିଲା ଅଫିସ

କମିଶନରେଟ ପୁଲିସ ପଞ୍ଝାରେ ୭ସାଇବର ଲୁଟେରା, ୧୫୦ ମୋବାଇଲ ଓ ୧୬ ହଜାର ସିମ୍ ଜବତ: କଟକରେ ଚାଲିଥିଲା ଅଫିସ ଭୁବନେଶ୍ୱର (ଏନ୍‌.ଏମ୍‌.): ଲକ୍‌ଡାଉନ ସଟ୍ ଡାଉନ ଚାଲିଥିବାବେଳେ ବିନା ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାରରେ ଲାଗିପଡ଼ିଥିବା ସାଇବର ଲୁଟେରାମାନଙ୍କୁ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଗିରଫ କରିଛି । ପୁଲିସ ପଞ୍ଝାରେ ଏବେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ । ପୁଲିସ ସେମାନଙ୍କୁ ଗିରଫ କରିବା ସହିତ…

ଦୀପ୍ତେଶ ପଟ୍ଟନାୟକ ଓଏସଆରଟିସି ସିଏମଡି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦୀପ୍ତେଶ ପଟ୍ଟନାୟକ ଓଏସଆରଟିସି ସିଏମଡି

ଦୀପ୍ତେଶ ପଟ୍ଟନାୟକ ଓଏସଆରଟିସି ସିଏମଡି ଭୁବନେଶ୍ୱର(ଏନ୍‌.ଏମ୍‌.): ଜେଲ୍ ବିଭାଗ ଆଇଜି ୧୯୯୭ ବ୍ୟାଚ୍ ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ସିଏମଡି ଭାବେ ଆଜି ନିଯୁକ୍ତି ମିଳିଛି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଗତ ୪ ଦିନ ତଳେ ଓଏସଆରଟିସି ସିଏମଡି ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଥିଲା । ତାଙ୍କ ବଦଳି…

ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍‌
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍‌

ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍‌ ଭୁବନେଶ୍ୱର (ଏନ୍‌.ଏମ୍‌.): କ୍ରୀଡ଼ା କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣିଥିବା ଖେଳାଳୀମାନଙ୍କୁ ବିଭିନ୍ନ କ୍ରୀଡ଼ା ପୁରସ୍କାର ନିମନ୍ତେ ରାଜ୍ୟସରକାର ସୁପାରିସ କରିଛନ୍ତି । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଅଗ୍ରଣୀ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍ କରାଯାଇଛି । ରାଜ୍ୟ ସରକାର ଆଜି ଦୂତୀଙ୍କ ନାମ…

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ ନରସିଂହପୁର(ଏନ୍ ଏମ୍‌): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ହଟିଆପଲ୍ଲୀ ଠାରେ ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ କାବୁ କରାଯାଇଛି । କଟକ ଜିଲ୍ଲା ଅବକାରୀ କମିଶନର ଆଶିଷ କୁମାର ସିଂହ, ଜିଲ୍ଲାପାଳ କଟକ ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ଲକ ଅନ୍ତର୍ଗତ ପାଇକବାରବାଟୀ ପଞ୍ଚାୟତ ହଟିଆପଲ୍ଲୀ…

ମାଟ୍ରିକ୍ ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ତାତିଲେ ଛାତ୍ରଛାତ୍ରୀ, ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ୍ ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ତାତିଲେ ଛାତ୍ରଛାତ୍ରୀ, ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମାଟ୍ରିକ୍ ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ତାତିଲେ ଛାତ୍ରଛାତ୍ରୀ, ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କୌଣସି ତ୍ରୁଟି ହୋଇନାହିଁ, ସ୍କୁଲରୁ ଆସିଥିବା ନମ୍ୱରକୁ ତର୍ଜମା କରି ଦିଆଯାଇଛି- ବୋର୍ଡ଼ ସଭାପତି କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଥି ପାଇଁ ବିଭିନ୍ନ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆଜି କିଛି ସ୍କୁଲର ଛାତ୍ରଛାତ୍ରୀ…

ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ

ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଆଇଏଏସସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ବଦଳି ମଧ୍ୟରେ ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ ସଶକ୍ତିକରଣ ବିଭାଗ କମିଶନର, ଭୁପେନ୍ଦ୍ର ସିଂହ ପୁନିଆଙ୍କୁ ଇପିକଲ ପରିଚାଳନା ନିର୍ଦେଶକ, ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସିର) ସିଇଓ ଭାବେ ବଦଳି କରାଯାଇଛି । ପୁନଶ୍ଚ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୱାଇ.ବିଜୟଙ୍କୁ ପ୍ରାଣୀ ପାଳନ ବିଭାଗ…

ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା

ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା କଟକ(ଏନ୍‌.ଏମ୍‌.): ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା ଦେଖିବାକୁ ମିଳିଛି । ଗତ ସପ୍ତାହରେ ସାଂସଦ ସୁବାସ ସିଂ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର, ୱାର୍ଡ ନମ୍ବର ୧୩, ୧୮ ଓ ୧୯ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିବା ସହିତ ନଳା ମାନଙ୍କ ରୁ ପଙ୍କ ଉଦ୍ଧାର କାର୍ଯ୍ୟକ୍ରମ ଖୁବ ଶୀଘ୍ର ସାରିବାକୁ ସିଏମସିକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷାରେ…

ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଝାରସୁଗୁଡ଼ା(ଏନ୍‌.ଏମ୍‌.): ଶହେ ଟଙ୍କା ମାଗି ବିଫଳ ହେବାପରେ ଜଣେ ମଦ୍ୟପ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନଏକଙ୍କୁ ହତ୍ୟା କରିବା ଭଳି ଅଘଟଣ ଘଟିଛି । ଉକ୍ତ ମଦ୍ୟପ ଜଣକ ତାଙ୍କୁ ଆକସ୍ମିକ ଭାବେ ଏକ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଲାଇକେରା ଥାନା ଅନ୍ତର୍ଗତ କୁଅଁରମାଳରେ…

ବିଜେଡ଼ିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡ଼ିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ

ବିଜେଡ଼ିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜୁ ମହିଳା ଜନତା ଦଳ (ବିଜେଡ଼ି)ର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଛି । ବିଜେଡ଼ି ଦଳର ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତି ଦେଇଛନ୍ତି । ବିଜେଡି ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା…

ବିଟେକ୍ ଯୁବକଙ୍କ କଳା କାରନାମା; ଏଟିଏମରୁ ଲୁଟିନେଲେ ୩୪ ଲକ୍ଷ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଟେକ୍ ଯୁବକଙ୍କ କଳା କାରନାମା; ଏଟିଏମରୁ ଲୁଟିନେଲେ ୩୪ ଲକ୍ଷ

ବିଟେକ୍ ଯୁବକଙ୍କ କଳା କାରନାମା; ଏଟିଏମରୁ ଲୁଟିନେଲେ ୩୪ ଲକ୍ଷ ରାଉରକେଲା(ଏନ୍‍.ଏମ.): ଖୁବ କମ ସମୟରେ ଅଧିକ ଅର୍ଥ ପାଇବା ଆଶା ସମସ୍ତଙ୍କର ରହିଛି । ଏଥିପାଇଁ କିଏ ଦିନ ରାତି ପରିଶ୍ରମ କରୁଛିତ ଆଉ କିଏ ଅସାଧୁ ଉପାୟରେ ଟଙ୍କା ଅର୍ଜନ କରିବାର ତରିକା ଖୋଜିବାରେ ବ୍ୟସ୍ତ । ଏଭଳି ସମୟରେ ଜଣେ ବିଟେକ କରିଥିବା ଯୁବକ ବ୍ୟାଙ୍କକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଲୁଟୁଥିବା ଆଜି ଧରା…

ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ

ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ ଗୁରୁଡ଼ିଝାଟିଆ-ଚୌଦ୍ୱାର(ଏନ୍‌.ଏମ୍‌.): ଓଡିଶାର ପ୍ରଥମ ଆଦର୍ଶ କାରାଗାର ଖୁଣ୍ଟୁଣୀ ପଞ୍ଚାୟତର ରାଧାରମଣପୁର ଠାରେ ଉଦଘାଟିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଉଦଘାଟନ କରି ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଏଠାରେ ଉପଲବ୍ଧ ରହିଛି ବୋଲି କହିଥିଲେ । ସେ ପୁଣି କହିଲେ…

ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା

ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା କଟକ(ଏନ୍‌.ଏମ୍‌.): ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ବରିଷ୍ଠ ଆଇପିଏସ ଅଧିକାରୀ ଜଶୱନ୍ତ ଜେଠୱା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବାପରେ ସେ ଦିବଂଗତ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଜେଠୱା ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରି ସେ ଯେଉଁଭଳି ଭାବେ ଭିଜିଲାନ୍ସ କାର୍ଯ୍ୟଶୈଳୀର ମାନ ବୃଦ୍ଧି କରିଛନ୍ତି…

ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର (ଏନ୍‌.ଏମ୍‌.): କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଡେଲଟା ପ୍ଲସ୍ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ ଭିତରୁ ଓଡ଼ିଶାରେ ଗୋଟିଏ ରୋଗୀ ଚିହ୍ନଟ ହୋଇଛି । ସେହିପରି ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯ ଓ…

ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ

ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କଟକ(ଏନ୍‌.ଏମ୍‌.): ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଚନ୍ଦ୍ରକାନ୍ତ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ନାୟକ ଯୁଗ୍ମ ନିର୍ଦ୍ଦେଶକ ଭାବେ ରହି କେନ୍ଦ୍ରାଞ୍ଚଳ, କଟକ ଠାରେ ଦାଇତ୍ୱ ନିର୍ବାହ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ପଦନ୍ନତି ହେବା ପରେ ତାଙ୍କ ସ୍ଥାନରେ ନିକଟରେ ପଦନ୍ନତି ପାଇଥିବା ଅଶୋକ…

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ୯୭.୮୯ପ୍ରତିଶତ ପାସ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ୯୭.୮୯ପ୍ରତିଶତ ପାସ୍‌

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ୯୭.୮୯ପ୍ରତିଶତ ପାସ୍‌   କଟକ (ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କରୋନା ଯୋଗୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ହୋଇପାରି ନଥିଲା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ଫଳ ପ୍ରକାଶ କରାଯାଇଛି । ଏଥର ୯୭.୮୯ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ…

ହାଇକୋର୍ଟରେ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ଦାବି ଖାରଜ, ସରକାର ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ହାଇକୋର୍ଟରେ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ଦାବି ଖାରଜ, ସରକାର ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ହାଇକୋର୍ଟରେ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ଦାବି ଖାରଜ, ସରକାର ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ କଟକ (ଏନ୍‌.ଏମ୍‌.): ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାର ସଠିକ୍ ନିରୂପଣ ପାଇଁ ସ୍ୱତନ୍ତ୍ର ଅଡିଟ୍ କରାଇବା ଦାବିରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । କିନ୍ତୁ ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ…

ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ- ବିଜେପି କୃଷକ ମୋର୍ଚ୍ଚା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ- ବିଜେପି କୃଷକ ମୋର୍ଚ୍ଚା

ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ- ବିଜେପି କୃଷକ ମୋର୍ଚ୍ଚା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ବିଭିନ୍ନ ଅଞ୍ଚଳରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରର ୟୁନିଟ-୮ସ୍ଥିତ ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଏହି ବିକ୍ଷୋଭ ହୋଇଛି । ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ…