ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ : ବିବାହର ୮ ମାସ ପରେ ଥାନାରେ ମାମଲା
ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ ବିବାହର ୮ ମାସ ପରେ ଥାନାରେ ମାମଲା କଟକ(ଏନ୍.ଏମ୍.): ଫେସବୁକ୍ ଚାଟିଂରୁ ପ୍ରେମ, ଏହାପରେ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ହୋଇଗଲେ ଜୀବନସାଥୀ । ହେଲେ ବେଶୀଦିନ ରହିଲାନି ମଧୁର ସମ୍ପର୍କ । ଏବେ କିନ୍ତୁ ସମ୍ପର୍କରେ ଦେଖାଦେଇଛି ଫାଟ । ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା…




















