ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ

ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ କଟକ(ଏନ୍‍.ଏମ୍‍.): ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀକୁ ରେଳବାଇ ପୋଲିସ(ଆରପିଏଫ) ଗିରଫ କରିଛି । ଅଭିଯୁକ୍ତ ଜଣକ ଦିଲ୍ଲୀରେ ରହୁଥିବା ବିହାର ପାଟନା ସହରର ଆଶୁତୋଷ ସିହ୍ନା(୪୧) ବୋଲି ଜଣାପଡ଼ିଛି । ତା’ ନିକଟରୁ ୧୪ କିଲୋ ଓଜନର ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟାରେ ଆଶୁତୋଷ ଦୁଇଟି ଲଗେଜ ଧରି କଟକ ରେଳ…

୭ଫୁଟ୍‌ର ଅଜଗର ଉଦ୍ଧାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୭ଫୁଟ୍‌ର ଅଜଗର ଉଦ୍ଧାର

୭ଫୁଟ୍‌ର ଅଜଗର ଉଦ୍ଧାର ଟାଙ୍ଗୀ(ଏନ୍‍.ଏମ୍‍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଜରିପଡ଼ା ପଞ୍ଚାୟତ ପଇଗୁଆଁ ଗ୍ରାମ ନିକଟରୁ ୭ଫୁଟ୍ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଶୁଭମ୍ କୁମାର ପରିଡ଼ା ସାପଟିକୁ ଉଦ୍ଧାରକରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗୋଟିଏ ପଟେ ବିରୂପା ନଦୀ ଓ ଅନ୍ୟପଟେ ମେଣ୍ଢାଖାଇ ଯୋର ରହିଛି । ଫଳରେ ସାପଟି…

ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା: ଚତୁର୍ଥ ଥର ସଭାପତି ଆସନରେ ନରେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା: ଚତୁର୍ଥ ଥର ସଭାପତି ଆସନରେ ନରେନ୍ଦ୍ର

ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା: ଚତୁର୍ଥ ଥର ସଭାପତି ଆସନରେ ନରେନ୍ଦ୍ର ଟାଙ୍ଗୀ(ଏନ୍‍.ଏମ୍‍.): କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଥିବାବେଳେ କରୋନାଜନିତ କଟକଣା ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ହାଟ୍ରିକ ଅର୍ଜନ କରିଥିବା ନରେନ୍ଦ୍ର କୁମାର ରାଉତରାୟ ୪ର୍ଥ ଥର ନିମନ୍ତେ ନିଜ ପଦ ବଜାୟ ରଖିନ୍ତି । ଅନ୍ୟାନ୍ୟ…

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ କଟକ(ଏନ୍‌.ଏମ୍‌.): ସିଡ଼ିଏ ସେକ୍ଟର-୬ସ୍ଥିତ କୃଷକ ବଜାର ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଓ ଆଶକର୍ମୀ ନିର୍ଝରିଣୀ ଲେଙ୍କା ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ଅନ୍ତର୍ଗତ ୬ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶାରଳା ମହିଳା ଆରୋଗ୍ୟ ସମିତିର ସଭାପତି…

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌’ ଅଭିଯାନ ମାଧ୍ୟମରେ କଟକସ୍ଥିତ ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଏକ ଅତ୍ୟାଧୁନିକ ପାଠାଗାରର ନିର୍ମାଣ କରାଯାଇଛି । ଆଜି ‘ମୋ ସ୍କୁଲ୍ ଅଭିଯାନ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଏହି ପାଠାଗାରକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ରାଜ୍ୟର ଏହି ପୁରାତନ ବିଦ୍ୟାଳୟରେ ପୂର୍ବରୁ ରହିଥିବା ଅବ୍ୟବହୃତ ପାଠାଗାରକୁ ମୋ ସ୍କୁଲ୍…

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ କଟକ(ଏନ୍‌.ଏମ୍‌.): ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଆଜି ଜିଲ୍ଲାର ବଡମ୍ବା ଏବଂ ନରସିଂହପୁର ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ କମଳାଡିହ ପଞ୍ଚାୟତ ପରିଦର୍ଶନ କରି ସେଠାରେ ଏସବିଆଇ ବ୍ରାଞ୍ଚ ଖୋଲାଯିବା ନିମନ୍ତେ ସ୍ଥାନ ବୁଲି ଦେଖିଥିଲେ । ସେଠାରେ ଖୁବଶୀଘ୍ର ବାଣିଜ୍ୟିକ ବ୍ୟବସ୍ଥାର ଅଧିକ ଉନ୍ନତି ସହିତ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ଉପରେ…

ବାରହା ଆକ୍ରମଣରେ ୪ ଚାଷୀ ଆହତ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାରହା ଆକ୍ରମଣରେ ୪ ଚାଷୀ ଆହତ

ବାରହା ଆକ୍ରମଣରେ ୪ ଚାଷୀ ଆହତ କଟକ(ଏନ୍‌.ଏମ୍‌.):ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆହତମାନେ ହେଲେ ପ୍ରସନ୍ନ କୁମାର ପଣ୍ଡା (୩୫),ବାଙ୍କନିଧି ସାହୁ (୪୮), ପ୍ରସନ୍ନ କୁମାର ନାୟକ ଏବଂ ଦୁଃଶାସନ ରାଉତ । ବିଲକୁ ଚାଷ କାମ କରିବାକୁ ଯାଉଥିବା ବେଳେ ବାରହା ଆକ୍ରମଣ ଶିକାର ହୋଇଥିଲେ…

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ କଟକ (ଏନ୍‌.ଏମ୍‌.): ଓସିଏ ପକ୍ଷରୁ ଭୁବନେଶ୍ୱର ଓ କଟକର ବିଭିନ୍ନ ଖେଳ ପଡିଆରେ ଚାଲିଥିବା କଳାହାଣ୍ଡି କପର ଦ୍ୱିତୀୟ ଦିନରେ ବର୍ଷା ବାଧକ ସାଜିଥିଲା । ଅନେକ ମ୍ୟାଚ ବର୍ଷା ଲାଗି ଡିଏଲଏସ ପଦ୍ଧତିରେ ବିଜୟ ଘୋଷଣା କରାଯାଇଥିବା ବେଳେ ଅନ୍ୟ ମ୍ୟାଚ ଗୁଡିକ ବାତିଲ କରାଯାଇଥିଲା । ବର୍ଷା ପୂର୍ବରୁ ଖେଳାଯାଇଥିବା ମ୍ୟାଚ ଗୁଡିକରେ ଫଳ ବାହାରିଥିଲା ।…

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି [caption id="attachment_1530" align="alignnone" width="300"] ଫାଇଲ ଫଟୋ ହାଇଦର[/caption] କଟକ (ଏନ୍‌.ଏମ୍‌.): କୁଖ୍ୟାତ ଅପରାଧୀ ହାଇଦରକୁ ଏନକାଉଣ୍ଟର ଘଟଣାରେ ଓଏଚଆରସି (ମାନବାଧିକାର କମିଶନ) ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରରେ କମିଶନ ମାମଲା ରୁଜୁ କରିବା ସହ ଗୃହ ବିଭାଗ ଏସିଏସ୍‌, ପୁଲିସ ଡିଜି, ଜେଲ୍ ବିଭାଗ…

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ କଟକ (ଏନ୍‌.ଏମ୍‌.): କଟକ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱ ନେବା ପରେ ବିଭିନ୍ନ ଷ୍ଟେସନ ମାନଙ୍କରେ ଉନ୍ନତିକରଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କଟକରେ ଥିବା ରେଳ ଷ୍ଟେସନର ଉନ୍ନତିକରଣ ଓ ଆଧୁନିକକରଣ ଲାଗି ଆବଶ୍ୟକ ପଦକ୍ଷେପ…

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ କଟକ(ଏନ୍‌.ଏମ୍‌.): କଟକ ବାରବାଟୀ ଦୁର୍ଗକୁ ନବୀକରଣ କରିବା ନେଇ ଗତକାଲି ଦିଲ୍ଲୀ ଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।…

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା ବାଲେଶ୍ୱର/କଟକ(ଏନ୍‌.ଏମ୍‌.): ବ୍ୟବଛେଦ ପରେ ହାଇଦରର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ହସ୍ତାନ୍ତର ହୋଇଛି । ତେବେ ବ୍ୟବଛେଦ ସମୟରେ ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି । ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି ।…

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଭୁବନେଶ୍ୱର (ଏନ୍‌.ଏମ୍‌.): ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ (ଜେ .ଡି ସି .ଆଇ ) ସମଗ୍ର ଦେଶର ସାମ୍ବାଦିକ ମାନଙ୍କର ସମୂହ ସ୍ୱାର୍ଥ ସାଧନ ଓ ସାମଗ୍ରିକ କଲ୍ୟାଣ ପାଇଁ ଅଭିପ୍ରେତ ବୋଲି ଏହାର ଜାତୀୟ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ମତ ପ୍ରକାଶ…

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହାଇଦରର ଖେଳ ଖତମ: ଏନକାଉଟର ଯୋଗୁଁ ମୃତ୍ୟୁ ବାଲେଶ୍ୱର/ କଟକ(ଏନ୍‌.ଏମ୍‌.): ଏନ୍ କାଉଣ୍ଟର ଯୋଗୁଁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ଆଜି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ଯାଉଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା । ତେବେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ରକ୍ତଜୁଡ଼ୁବୁଡ଼ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରଯାଇ ଥିଲା । ହାଇଦର ଷ୍ଟ୍ରେଚରରେ ପଡ଼ିରହିଥିବାବେଳେ…

ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର

ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର କଟକ(ଏନ୍‌.ଏମ୍‌.): ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଛି । ପରିସ୍ରା ବାହାନାରେ ସେ ଖସିଯିବାକୁ ଚେଷ୍ଟା କରିଥିବାବେଳେ ସାଥିରେ ଥିବା ଏସ୍କଟ ପୁଲିସ ଗୁଳି ମାରିବାକୁ ବାଧ୍ୟ ହୋଇଥିଲା । ହାଇଦର ଚୌଦ୍ୱାର ଜେଲରେ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ ତାକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ପୁଲିସ କବ୍‌ଜାରୁ ଖସି ପଳାଉଥିବା ବେଳେ ହାଇଦର ଏନକାଉଣ୍ଟର ହୋଇଥିବା…

ସ୍ୱୟଂସହାୟକ ଗୋଷ୍ଠୀର ଅର୍ଥ ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍ୱୟଂସହାୟକ ଗୋଷ୍ଠୀର ଅର୍ଥ ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ

ସ୍ୱୟଂସହାୟକ ଗୋଷ୍ଠୀର ଅର୍ଥ ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ ନରସିଂହପୁର (ଏନ.ଏମ): ରାଜ୍ୟରେ ଏବେ ଦୁର୍ନୀତି ବୃଦ୍ଧି ପାଇଥିବାବେଳେ ଏହାକୁ ନିବାରଣ କରିବା ନିମନ୍ତେ ଦୁର୍ନୀତି ନିବାରଣ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ନରସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଟୀର ଅର୍ଥ ଅନିୟମିତତାକୁ ନେଇ କଟକ ଭିଜିଲାନ୍ସ ଅଧିକାରୀଙ୍କ ତଦନ୍ତ ଆରମ୍ଭ ହୋଇଛି । ସୂଚନା…

ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର

ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର ଚୌଦ୍ୱାର (ଏନ୍‌.ଏମ୍‌.): ସମ୍ପ୍ରତି କରୋନା ଚିକିତ୍ସା ପାଇଁ ରକ୍ତର ଯଥେଷ୍ଟ ଆବଶ୍ୟକତା ଥିବାବେଳେ ରକ୍‌ତ ସଂକଟ ସୃଷ୍ଟି ହୋଇଛି । ବିଶେଷ କରି ପୋଷ୍ଟ କୋଭିଡ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବାବେଳେ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ମିଳୁନାହିଁ । ତେଣୁ ଏହି ରକ୍ତ ସଂକଟକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛି ହିନ୍ଦୁସେନା । ଏହି ପରିପ୍ରେକ୍ଷୀରେ ଆଜି ଚୌଦ୍ୱାର…

ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ

ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ କଟକ(ଏନ୍‌.ଏମ୍‌.) : ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ କୋଭିଡ଼୍ କଟକଣା ନିୟମାନୁଯାୟୀ କଟକ ସି.ଡି.ଏ.ସ୍ଥିତ ସଂଘ କାର୍ଯ୍ୟାଳୟଠାରେ କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ଥ ଠେଙ୍ଗଡ଼ୀଜୀ ଶ୍ରମିକମାନଙ୍କୁ ଶୃଙ୍ଖଳିତ ଏବଂ ସଂଗଠିତ କରି ଶ୍ରମିକମାନଙ୍କୁ…

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜନସେବା କେନ୍ଦ୍ର ଖୋଲି ଆଧାର ସେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ, ମାଲିକଙ୍କ ନାଁରେ ଅଭିଯୋଗ ଟାଙ୍ଗୀ(ଏନ୍‌.ଏମ୍‌.): ଜନସେବା କେନ୍ଦ୍ର ଖୋଲି ଆଧାର ସେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଛି । ନୂତନକରି ଆଧାର ପଞ୍ଜିକରଣ ଓ ୫/୧୫ବର୍ଷ ପରେ ଅନିର୍ବାଯ୍ୟ ବାୟୋମେଟ୍ରିକ ନବୀକରଣ ନିମନ୍ତେ ସରକାର ନିଶୁଳ୍କ ବ୍ୟବସ୍ଥା ଲାଗୁ କରିଥିବାବେଳେ ଆଧାର କାର୍ଡ଼ରେ ଯେ କୌଣସି ପ୍ରକାର ସଂଶୋଧନ ନିମନ୍ତେ ୫୦ଟଙ୍କା ଓ ରଙ୍ଗୀନ ପ୍ରିଣ୍ଟ…

ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ

ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ କଟକ(ଏନ୍‌.ଏମ୍‌.): ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପି ସ୍ତରରେ ପଦୋନ୍ନତି ଦିଆଯାଇ ଆଜି ବଦଳି ହୋଇଛି । ଅତିରିକ୍ତ ଏସ୍‌ପି କେଦାରନାଥ ସାହୁଙ୍କୁ ଉଦଳାରୁ କମିଶନରେଟ ପୁଲିସ, ଅତିରିକ୍ତ ଏସ୍‌ପି ପ୍ରିୟରଞ୍ଜନ ଶତପଥୀଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟ, ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତିଙ୍କୁ ସମ୍ବଲପୁର, ଅତିରିକ୍ତ ଏସ୍‌ପି ଉମାଶଙ୍କର ମହାରଣାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟ, ଅତିରିକ୍ତ ଏସ୍‌ପି ହରେଶ…