କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ

କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ସିମେଣ୍ଟ କମ୍ପାନୀ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍‌ଚରିଂ ୱାର୍କ୍ସ’ ପରିସରରେ ଆଜି ଶ୍ରମିକ ଅଶାନ୍ତି ସୃଷ୍ଟି ହୋଇଛି । ୩ ମାସର ପାଉଣାରୁ ବଞ୍ôଚତ ଶତାଧିକ ଶ୍ରମିକ ପେଟ ପାଇଁ କମ୍ପାନୀ ଫାଟକ ସମ୍ମୁଖରେ ବିକ୍ଷୋଭ…

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି : ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି : ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଇଜିଏସ(ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) କାମରେ ଦୁର୍ନୀତି ହେଉଥିବା ବିଜେପି ପାଖରୁ ଅଭିଯୋଗ ହୋଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଶତ ପ୍ରତିଶତ ଏମଜିଏନଆରଇଜିଏସ୍ କାମ ମେସିନ ଦ୍ୱାରା ହେଉଛି । ଲୋକଙ୍କ ଦ୍ୱାରା କିଛି କାମ ହେଉ ନାହିଁ । ୪୦ ପ୍ରତିଶତ…

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଗୋପାଳପୁର-ବାଲିକୁଦା ଛକକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ଏପରିକି ଉକ୍ତ ରାସ୍ତାରେ ଥିବା ପୋଲଟି ଏବେ ଫାଟିଯିବା ସହ ଭୁଷୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ନିମ୍ନମାନର କାମ କରି ଠିକାଦାର ଚାଲିଯାଇଥିବାବେଳେ ଏହାରର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଆଯାଉନଥିବା ସାଧାରଣରେ ଅଭିଯୋଗ ଉଠିଛି ।…

ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ

ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଉପକଣ୍ଠମାନଙ୍କରେ ଥିବା ଜଙ୍ଗଲରେ ଏବେ ବେଆଇନ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟଜନ୍ତୁ ଶିକାରକୁ ରୋକିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଶିକାରୀମାନଙ୍କୁ ଲଗାମ ଲଗାଇବା ଦିନକୁ ଦିନ ଅସମ୍ଭବ ହୋଇ ପଡ଼ୁଛି । ଯାହକୁ ନେଇ ବନ୍ୟଜନ୍ତୁ ପ୍ରେମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । କଟକ ଜିଲ୍ଲାର…

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି ନୂଆଦିଲ୍ଲୀ (ଏନ୍‌.ଏମ୍‌.): କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି. ଆଇ ଟ୍ୟାଗ କରିବା ପାଇଁ ସାଂସଦ ସୁବାଷ ସିଂହ ନେତୃତ୍ୱରେ ସାଂସଦ ମୁନା ଖାନ ଓ ସାଂସଦ ମମତା ମହନ୍ତ ପ୍ରମୁଖ ଆଜି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ତାଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟଳୟରେ ଭେଟି କେନ୍ଦ୍ରାପଡାର ତଥା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜି.ଆଇ,…

ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ

ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ଯାହା ଫଳରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା । ଏଥିପାଇଁ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୩ ସାଂସଦ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୩ ସାଂସଦ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୩ ସାଂସଦ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ପଶ୍ଚିମ ଓଡିଶାର ପ୍ରମୁଖ ରାଜେନ୍ଦ୍ର ମହାବିଦ୍ୟାଳୟ କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୮୯ ସେକ୍ସନ ୩୨ (୧) ଅନୁଯାଇ ଜୁନ ଏକ ତାରିଖ ୨୦୨୦ ମସିହାରେ ଏହି ମହାବିଦ୍ୟାଳୟକୁ , ବିଶ୍ୱବିଦ୍ୟାଳୟ ଭାବରେ ଘୋଷଣା କରିଥିଲେ । ୨୦୨୧ ମସିହା ଉତ୍କଳ ଦିବସରେ ଏହି ବିଶ୍ୱବିଦ୍ୟାଳୟରେ…

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ୬ଘଣ୍ଟା ରାସ୍ତାରୋକ: ନିଯୁକ୍ତି ସହ ଆର୍ôଥକ ସହାୟତା ପ୍ରଦାନ କରିବ ସିମେଣ୍ଟ କମ୍ପାନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ୬ଘଣ୍ଟା ରାସ୍ତାରୋକ: ନିଯୁକ୍ତି ସହ ଆର୍ôଥକ ସହାୟତା ପ୍ରଦାନ କରିବ ସିମେଣ୍ଟ କମ୍ପାନୀ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ୬ଘଣ୍ଟା ରାସ୍ତାରୋକ: ନିଯୁକ୍ତି ସହ ଆର୍ôଥକ ସହାୟତା ପ୍ରଦାନ କରିବ ସିମେଣ୍ଟ କମ୍ପାନୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ମୌଜା ଅନ୍ତର୍ଗତ ମାଛମଲା ବସ୍ତି ନିକଟରେ ସଡ଼କ ଦୁର୍ଘଟଣା ଘଟି ଗୁରୁବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଜଣକ ଉକ୍ତ ବସ୍ତିର ଶ୍ରୀକାନ୍ତ ହେମ୍ବ୍ରମ୍‌(୪୦) ଓ ସେ ଟ୍ରାକ୍ଟର ତଥା ପାୱାର ଟ୍ରିଲର ଚାଳକଭାବେ…

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ ଭୁବନେଶ୍ୱର (ଏନ୍‌.ଏମ୍‌.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ଏକକାଳୀନ ଏହି ରେଡ୍ କରାଯାଇଥିବା ବେଳେ ବିପୁଳ ପରିମାଣର ସମ୍ପତି ଜବତ ହୋଇଛି । ଟଙ୍କା ଦେଖି ଭିଜିଲାନ୍ସ…

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ କଟକ(ଏନ୍‌.ଏମ୍‌.): ସରକାରଙ୍କ ଟାଳଟୁଳ ନୀତି ଓ ୧୦ଦଫା ଦାବିରେ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ (ଓଡ଼ିଶା ମେଡ଼ିକାଲ ଲ୍ୟାବ ଟେକ୍‌ନିସିଆନ ଆସୋସିଏସନ- ଓଏମଏଲଓଏ) ପକ୍ଷରୁ ଅଗଷ୍ଟ ପହିଲାରୁ କଳାବ୍ୟାଚ ପରିଧାନ ପୂର୍ବକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବେ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସଂଘ ଡାକରାରେ କଟକ ଜିଲ୍ଲା ସଂଘ ପକ୍ଷରୁ ଭେଷଜ ପ୍ରୟୋଗଶାଳା…

କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ
ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ନୂଆଦିଲ୍ଲୀ (ଏନ୍‌.ଏମ୍‌.): କଟକ ରେଳ ଷ୍ଟେସନକୁ ଜାତୀୟ ରେଳ ଷ୍ଟେସନର ମାନ୍ୟଟା ଦିଆଯାଇଥିଲେ ବି ଏହାର କୌଣସି ବିକାଶ ହୋଇ ପାରିନାହିଁ । ଗତ ବର୍ଷ କେନ୍ଦ୍ର ସରକାର ଓଡ଼ିଶାର କଟକ, ବ୍ରହ୍ମପୁର, ଭଦ୍ରକ, ସମେତ ୧୧ଟି ରେଳ ଷ୍ଟେସନ ନବୀକରଣ କରିବାର ଘୋଷଣା କରିଥିଲେ ବି ଏହି…

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ ଚୌଦ୍ୱାର(ଏନ୍‌.ଏମ୍‌.): ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୨ଜଣ ଚୋରଙ୍କୁ ଗିରଫ କରିଛି । ସେମାନେ ହେଲେ ଚୌଦ୍ୱାର ଯାତ୍ରାପଡିଆ ଅଞ୍ଚଳର ସୁରେନ୍ଦ୍ର କୁମାର ଦାସ(୨୩) ଓରଫ କାଳିଆ ଓ ଗୁପ୍ତେଶ୍ୱର ସାହିରେ ଭଡା ଘରେ ରହୁଥିବା ରମେଶ ବାରିକ୍ (୨୧) ଓରଫ ଭାଲୁ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ୨୩ଟି ଚୋରି ମୋବାଇଲ ଓ…

କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା

କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ଅଫଲାଇନ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବୋର୍ଡ ପକ୍ଷରୁ ସମସ୍ତ ପର୍ଯ୍ୟାୟ ଚୂଡାନ୍ତ ହୋଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ପରୀକ୍ଷା ପୂର୍ବରୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି ।…

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା କଟକ (ଏନ୍‌.ଏମ୍‌.): ରାଜ୍ୟର ପ୍ରତିଭାବାନ ପ୍ରଥମ ଶ୍ରେଣୀ ବୋଲର ଆଲୋକ ସାହୁ ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି । ଆଲୋକ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୫ଟି ମ୍ୟାଚ ଖେଳିଥିବା ବେଳେ ୧୮ଟି ଲିଷ୍ଟ ମ୍ୟାଚ, ୨୨ଟି ଟି-୨୦ ମ୍ୟାଚ ଖେଲିଛନ୍ତି । ସେ ୨୦୦୯ ନଭେମ୍ବରରେ ପ୍ରଥମ ଶ୍ରେଣୀ…

ପୁଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ

ପୁଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ କଟକ(ଏନ୍‌.ଏମ୍‌.): ଅସଲି କହି ନକଲି ଘଣ୍ଟା ବିକ୍ର କରୁଥିବା ଜଣେ ଅସାଧୁ ବ୍ୟବସାୟଙ୍କୁ କଟକ ବାଦାମବାଡି ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଜଣକ କାଳିପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି । ବାଦାମବାଡି ବସଷ୍ଟାଣ୍ଡରେ ଏକ ଦୋକାନରେ ଏହି ବ୍ୟବସାୟୀ ଜଣକ ବିଭିନ୍ନ ବ୍ରାଣ୍ଡର ଘଣ୍ଟା ବିକୁଥିଲେ । ଗତକାଲି ଜଣେ ଗ୍ରାହକ ଫାଷ୍ଟଟ୍ରାକ୍ ଘଣ୍ଟା କିଣିବାକୁ ଯାଇଥିବା ବେଳେ ଦୋକାନୀ…

ଗୀତିକାରଙ୍କ ପିତୃ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୀତିକାରଙ୍କ ପିତୃ ବିୟୋଗ

ଗୀତିକାରଙ୍କ ପିତୃ ବିୟୋଗ କଟକ(ଏନ୍‌.ଏମ୍‌.): ଗତକାଲି ବିଳମ୍ବିତ ରାତିରେ ଗୀତିକାର ଜୟନ୍ତ ଦାସଙ୍କ ପିତା ସଦାନନ୍ଦ ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ କଟକରେ ଚିକିତ୍ସା ହେଉଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ନିର୍ମଳା ଦାସ, ତାଙ୍କ ସାନ ଭାଇ ରବୀନ୍ଦ୍ର ଦାସ, ଭାଇବୋହୁ ବିଦ୍ୟୁତ…

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ କଟକ(ଏନ୍‌.ଏମ୍‌.):ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର ସଦସ୍ୟ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କଳାହାଣ୍ଡି ସ୍ଥିତ ଭବାନୀପାଟଣରେ ବାସଗୃହରେ ମଙ୍ଗଳବାର ସକାଳେ ହୃଦଘାତରେ ତାଙ୍କର ବିୟୋଗ ଘଟିଥିଲା । ସେ ଜଣେ ଦକ୍ଷ କ୍ରୀଡା ସଙ୍ଗଠକ ସହ କ୍ରୀଡା ପ୍ରେମୀ ମଧ୍ୟ ଥିଲେ । ଫୁଟବଲ ଖେଳରେ…

ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ

ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲାର ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ପାଇଁ ଜିଲ୍ଲାପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଅଞ୍ଚଳର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି । ନରସିଂହପୁରର କମଳାଡ଼ିହରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର…

ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ

ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ କଟକ(ଏନ୍‌.ଏମ୍‌.): ହାଇକୋର୍ଟରେ ଏଣିକି ଶୁଣାଣି ହେଉଥିବା ମାମଲାର ସିଧା ପ୍ରସାରଣ କରାଯିବ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ବୋଲି ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ମହଲରୁ କୁହାଯାଇଛି । ହାଇକୋର୍ଟ ଅଫ ଓଡିଶା ଲାଇଭ…

ଆଇଏଏସସ୍ତରରେ ଅଦଳବଦଳ : ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ଅତିରିକ୍ତ ଦାୟିତ୍ୱ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇଏଏସସ୍ତରରେ ଅଦଳବଦଳ : ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ଅତିରିକ୍ତ ଦାୟିତ୍ୱ

ଆଇଏଏସସ୍ତରରେ ଅଦଳବଦଳ : ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ଅତିରିକ୍ତ ଦାୟିତ୍ୱ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । ଏହି ଅଦଳବଦଳରେ ବହୁ ଆଇଏଏସ ଅଧିକାରୀଙ୍କ ବିଭାଗରେ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ଆଇଏଏସ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ…