ଦୀପାବଳିରେ କୋଭିଡ ପୀଡିତ ପରିବାରକୁ ଭେଟିଲେ ସାଂସଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଦୀପାବଳିରେ କୋଭିଡ ପୀଡିତ ପରିବାରକୁ ଭେଟିଲେ ସାଂସଦ

ଦୀପାବଳିରେ କୋଭିଡ ପୀଡିତ ପରିବାରକୁ ଭେଟିଲେ ସାଂସଦ କଟକ(ଏନ୍‌.ଏମ୍‌.): କାଳୀପୁଜାରେ ସାଂସଦ ସୁବାସ ସିଂହ କଟକ ମହାନଗର ନିଗମ ଅଞ୍ଚଳରେ ମୃତ୍ୟୁ ବରଣ କରିଥିବା କରୋନା ପରିବାରକୁ ଘର ଘର ବୁଲି ସାକ୍ଷାତ କରି ତାଙ୍କର ସମସ୍ୟା ବୁଝିଥିଲେ ଓ ଚଣ୍ଡୀମନ୍ଦିର ନିକଟସ୍ଥ ପ୍ରଭୁଦଉ ସାହୁ ଙ୍କ ପରିବାରକୁ ଯାଇ ତାଙ୍କ ବିଧବା ପନ୍ତୀ ଶ୍ରୀମତୀ ସୁନିତା ସାହୁଙ୍କ ଠାରୁ ବିଭିର୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ତୁରନ୍ତ…

କୁଚ ବିହାର ଟ୍ରଫି: ଓଡ଼ିଶା ଦଳ ଘୋଷଣା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୁଚ ବିହାର ଟ୍ରଫି: ଓଡ଼ିଶା ଦଳ ଘୋଷଣା

କୁଚ ବିହାର ଟ୍ରଫି: ଓଡ଼ିଶା ଦଳ ଘୋଷଣା କଟକ(ଏନ୍‌.ଏମ୍‌.): ଆସନ୍ତା ୨୯ ତାରିଖରୁ ୧୯ବର୍ଷରୁ କମ ବାଳକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତଥା କୁଚବିହାର ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ରାଜ୍ୟ ଦଳ ଘୋଷଣା ସମ୍ପର୍କରେ ଜୁନିୟର ଦଳ ଚୟନକର୍ତ୍ତା ସୁବିତ ବିଶ୍ୱାଳ ଓ ଅମୀୟ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଅଧିନାୟକ ଭାବେ…

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ନୂଆ ବିଚାରପତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ନୂଆ ବିଚାରପତି

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ନୂଆ ବିଚାରପତି କଟକ(ଏନ୍‌.ଏମ୍‌.): ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଜଷ୍ଟିସ ମହାପାତ୍ରଙ୍କୁ ଶପଥ ପାଠ କରାଇଛନ୍ତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନ କର୍ମକର୍ତ୍ତା, ପୁଲିସ ଡିଜି ଓ…

କଟକ, ବଡମ୍ବା ଓ ଢେଙ୍କାନାଳରେ ୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ, ବଡମ୍ବା ଓ ଢେଙ୍କାନାଳରେ ୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ

କଟକ, ବଡମ୍ବା ଓ ଢେଙ୍କାନାଳରେ ୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ପବିତ୍ର ବିଜୟ ମଶାଲର ଦୀର୍ଘ ୬ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଗରିମାମୟ ଉପସ୍ଥିତି ରହିଥିବାବେଳେ ଏବେ କଟକରେ ପହଞ୍ଚିଛି । ଏହି ଅବସରରେ ୧୯୭୧ମସିହାର ଯୁଦ୍ଧବୀର ଯବାନଙ୍କ ବାସଗୃହକୁ ଯାତ୍ରା କରିବା ଅବସରରେ ସବୁଠାରେ ଏହାକୁ ଉଚ୍ଛ୍ୱସିତ ସମ୍ମାନ ଓ…

ନିମପୁର ଶ୍ମଶାନ ରେ ୧୦୦୮ଦୀପ ଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନିମପୁର ଶ୍ମଶାନ ରେ ୧୦୦୮ଦୀପ ଦାନ

ନିମପୁର ଶ୍ମଶାନ ରେ ୧୦୦୮ଦୀପ ଦାନ ଜଗତପୁର(ଏନ୍‍.ଏମ୍‍.): ଜଗତପୁର ଅଞ୍ଚଳର ସର୍ବ ପ୍ରାଚୀନ ନିମପୁର ଶ୍ମଶାନରେ ପବିତ୍ର ଦୀପାବଳୀ ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ୧୦୦୮ ଦୀପ ଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ମୁରବୀ ହରିହର ପଣ୍ଡା, ତ୍ରିଲୋଚନ ପଣ୍ଡା, ସଚ୍ଚିଦାନନ୍ଦ ଶୁକ୍ଳ, ମହେନ୍ଦ୍ର ମହାନ୍ତି,ବିଭୁଦତ୍ତ ଶୁକ୍ଳ, ତୀର୍ଥାନନ୍ଦ ପଣ୍ଡା, ମାନସ ପରିଡା, ଶ୍ରୀମନ୍ତ ପଣ୍ଡା, ଲୋକନାଥ…

୧୦ମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୧୦ମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

୧୦ମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା କୋଣାର୍କ(ଏନ୍‍.ଏମ୍‍.): ବ୍ଲାକପାଗୋଡା ଟାଏକୋଣ୍ଡା ଏକାଡେମୀ କୋଣାର୍କ ଆନୁକୁଲ୍ୟରେ ୧୦ମ କଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବ୍ଲାକପାଗୋଡା ଟାଏକୋଣ୍ଡା ଏକାଡେମୀର ୧୯ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୧୧ଜଣ ହଳଦିଆ, ୪ଜଣ ନୀଳ, ୩ଜଣ ବ୍ଳୁ ଏବଂ ଜଣେ ରେଡ ବେଲ୍ଟ ପାଇଁ ପରୀକ୍ଷା ଦେଇଥିଲେ । ଓଡିଶା ଟାଏକୋଣ୍ଡା ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ…

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷଣ ଶିବିରରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷଣ ଶିବିରରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷଣ ଶିବିରରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ଭୁୁବେନଶ୍ୱର (ଏନ୍‍.ଏମ୍‍.): ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲେକ୍ଷ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’କୁ ବୁଧବାର ପୂର୍ବାହ୍େଣର ଭୁବେନଶ୍ୱର ୟନିଟ୍‌-୧ ଆଦିବାସୀ ପଡିଆସ୍ଥିତ ଏନ୍‌.ସି.ସି. କ୍ୟାମ୍ପ(ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଶିବିର)ରେ ସ୍ୱାଗତ କରାଯାଇଥିଲା । ପବିତ୍ର ବିଜୟ…

ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କଟକ(ଏନ୍‍.ଏମ୍‍.): ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ କର୍ମକର୍ତ୍ତାଙ୍କ ବିଭିନ୍ନ ସମସ୍ୟା ବିଷୟରେ ବହୁବାର ସମାଧାନ ପାଇଁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ଏହି ଅବସରରେ ସଂଘ ପକ୍ଷରୁ ସର୍ବସମ୍ମତି ନିଷ୍ପତିକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ଜରିଆରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ…

ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲରେ ପହଞ୍ଚିଲା ବିଜୟ ମଶାଲ : ବୀର ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେଲା ସ୍ୱର୍ଣ୍ଣିମ ବିଜୟ ବର୍ଷ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲରେ ପହଞ୍ଚିଲା ବିଜୟ ମଶାଲ : ବୀର ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେଲା ସ୍ୱର୍ଣ୍ଣିମ ବିଜୟ ବର୍ଷ

ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲରେ ପହଞ୍ଚିଲା ବିଜୟ ମଶାଲ : ବୀର ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେଲା ସ୍ୱର୍ଣ୍ଣିମ ବିଜୟ ବର୍ଷ ଭୁୁବନେଶ୍ୱର (ଏନ୍‍.ଏମ୍‍.): ଭୁବନେଶ୍ୱର ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲଠାରେ ପବିତ୍ର ବିଜୟ ମଶାଲ ପହଁଚିବା ପରେ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଏହାକୁ ଏନ୍‌.ସି.ସି କ୍ୟାଡେଟ୍‌ଙ୍କ ଦ୍ୱାରା ଗ୍ରହଣ କରାଯାଇ ବିଦ୍ୟାଳୟର ପ୍ରେକ୍ଷାଳୟ(ଭି.ଆର. ହଲ)କୁ ଅଣାଯାଇଥିଲା । ସେଠାରେ ବିଜୟ ମଶାଲ ଅବସ୍ଥାପିତ ହେବା…

ସେଣ୍ଟ ଜାଭିୟର୍ସ ପକ୍ଷରୁ ଦୀପାବଳୀ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସେଣ୍ଟ ଜାଭିୟର୍ସ ପକ୍ଷରୁ ଦୀପାବଳୀ ଉତ୍ସବ

ସେଣ୍ଟ ଜାଭିୟର୍ସ ପକ୍ଷରୁ ଦୀପାବଳୀ ଉତ୍ସବ #କଟକ(ଏନ୍‍.ଏମ୍‍.): ସ୍ଥାନୀୟ ନୂଆବଜାର ସ୍ଥିତ ସେଣ୍ଟ ଜାଭିୟର୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଦୀପାବଳୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ନିଗ୍ଧା ମହାନ୍ତି ଓ ନିମନ୍ତ୍ରିତ ଅତିଥି ଭାବେ ସାମର୍ଥ ମହାନ୍ତି ଯୋଗ ଦେଇଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭୂଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୃତ୍ୟ ସଂଗୀତ ମାଧ୍ୟମରେ କୋମଳ…

କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜଗତପୁର (ଏନ୍‍.ଏମ୍‍.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ ନମ୍ବର ୱାର୍ଡ ଅନ୍ତର୍ଗତ ୱାର୍ଡ଼ ଅଫିସ୍ ପରିସରରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟଙ୍କ ନିଦ୍ଦେର୍ଶରେ ପିଏଲ୍‌ଭି ଲୋକନାଥ ଶତପଥୀ ଅଧ୍ୟକ୍ଷତା କରି ଜନସାଧାରଣ କିଭଳି ମାଗଣାରେ ଆଇନ ସହାୟତା ପାଇ…

ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ

ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ପଦ୍ମପୁର ଅଞ୍ଚଳରେ ବେଆଇନ୍ ଭାବେ ବିସ୍ଫୋରକ ବାଣ ପ୍ରସ୍ତୁତ କରି ବିକ୍ରି କରିବା ଅଭିଯୋଗରେ ପୁଲିସ ଚଢ଼ାଉ କରିଛି । ଏଥିସହ ଘରେ ରଖିଥିବା ଘଟଣାରେ ପୁଲିସ୍ ବାଣ ମାଲିକକୁ ଗିରଫ କରିଛି । ଗିରଫ ଜଣକ ସ୍ଥାନୀୟ ଥାନା ପଦ୍ମପୁର ଅଞ୍ଚଳର ଫକିର ଚରଣ ନାୟକ ବୋଲି ଜଣାପଡ଼ିଛି । ପୁଲିସ୍ ସୂଚନା ଅନୁଯାୟୀ, ମାନବ…

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗତ ଅକ୍ଟୋବର ୨ରୁ ନଭେମ୍ବର୨ ତାରିଖ ଏକ ମାସ ବ୍ୟାପି ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜେଡିର କର୍ମକର୍ତ୍ତାମାନେ ସ୍ୱେଚ୍ଛାକୃତ ଶ୍ରମଦାନକରି ସମାଜସେବା କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ନିଗମ…

ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍‌ସିର ଚଢାଉ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍‌ସିର ଚଢାଉ

ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍‌ସିର ଚଢାଉ ଜଗତପୁର (ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ସହର ସାହି ବୈକୁଣ୍ଠ ବିହାର ଅଞ୍ଚଳରେ ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ନିମ୍ନମାନର ଲଡୁ କାରଖାନା ଉପରେ ଚଢାଉ କରାଯାଇଛି । ସେହିଭଳି କଟକ ବାଦାମବାଡ଼ି ଅଞ୍ଚଳରେ ମଧ୍ୟ କେଏଫସି କାଉଣ୍ଟରରେ ଚଢ଼ାଉ କରାଯାଇ ବାସୀ ପାଉଁରୁଟି ସହିତ କ୍ରିସପି ଚିକେନ ମଧ୍ୟ ଜବତ…

ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା

ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା #କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ର ଜଣେ ଡାକ୍ତରୀ ଛାତ୍ରଙ୍କୁ ପୁଲିସ ଦୁର୍ବବ୍ୟହାର କରିଥିବା ନେଇ ମେଡ଼ିକାଲ ପରିସରରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ଏଭଳି ଘଟଣାକୁ ଡାକ୍ତରୀଛାତ୍ରମାନେ ପ୍ରତିବାଦ କରି ମେଡିକାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଡାକ୍ତରୀଛାତ୍ରମାନେ ପ୍ରାୟ ଅଧଘଣ୍ଟା ଧରି ମେଡିକାଲର ରାଣୀହାଟ ପାଶ୍ୱର୍ ଫାଟକରେ ତାଲା ଝୁଲାଇ ରଖିଥିଲେ…

ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌

ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌ ମୁମ୍ବାଇ (ଏଜେନ୍ସି): ଇଡି ପକ୍ଷରୁ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରାଯିବା ପରେ ଆୟକର ବିଭାଗ ପକ୍ଷରୁ ରାଜ୍ୟର ଡେପୁଟି ସିଏମ୍ ଅଜିତ ପାୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ୫ ସମ୍ପତ୍ତି ସିଜ୍ କରିବାକୁ ଆଦେଶ ଦିଆଯାଇଛି ।…

ବାଣ ଫୁଟାଇବା ଓ ବିକ୍ରି ନେଇ କଟକଣା ଜାରିକଲେ ସ୍ୱତନ୍ତ୍ର ରିଲିଫ କମିଶନର
Slider କୃଷି କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ବାଣ ଫୁଟାଇବା ଓ ବିକ୍ରି ନେଇ କଟକଣା ଜାରିକଲେ ସ୍ୱତନ୍ତ୍ର ରିଲିଫ କମିଶନର

ବାଣ ଫୁଟାଇବା ଓ ବିକ୍ରି ନେଇ କଟକଣା ଜାରିକଲେ ସ୍ୱତନ୍ତ୍ର ରିଲିଫ କମିଶନର ଭୁବନେଶ୍ୱର(ଏନ୍‌.ଏମ୍‌.): ଉଚ୍ଚ ନ୍ୟାୟାଳୟରେ ରାୟ ପ୍ରକାଶ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଗାଇଡଲାଇନ୍ ଜାରି କରିଛନ୍ତି । ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଧିକାରୀ ବ୍ୟକ୍ତିଗତ…

ନୂତନ ଛାତ୍ରଛାତ୍ରୀକୁ ସ୍ୱାଗତ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନୂତନ ଛାତ୍ରଛାତ୍ରୀକୁ ସ୍ୱାଗତ ସମ୍ବର୍ଦ୍ଧନା

ନୂତନ ଛାତ୍ରଛାତ୍ରୀକୁ ସ୍ୱାଗତ ସମ୍ବର୍ଦ୍ଧନା ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷ ପାଇଁ ନୂତନ ଭାବେ ନାମ ଲେଖାଇଥିବା + ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ କଲେଜ ପରିସରରେ ସ୍ୱାଗତ କରାଯାଇଥିଲା । ପ୍ରକାଶ ଥାଉକି ସମ୍ପ୍ରତି ମହାମାରୀ କରୋନା ଯେଉଁ ଭଳି ଶିକ୍ଷାକୁ ପ୍ରଭାବିତ କରିଛି, ତାକୁ ପିଲାଙ୍କ…

କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର

କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର କଟକ (ଏନ୍‌.ଏମ୍‌.): କଟକ କମିଶନରେଟ୍ ପୁଲିସର ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡି.ସି.ପିଙ୍କୁ ଭେଟି ଏକ ଦାବିପତ୍ର ପଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନର ୨୧୦ ସଦସ୍ୟ ସରକାରୀ ଧାର୍ଯ୍ୟ ମୂଲ୍ୟରେ ରେଲେୱ ଷ୍ଟେସନରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଟୋସେବା ଯୋଗାଇ ଆସୁଛନ୍ତି । ମାତ୍ର…

ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ମାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ମାନ

ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ମାନ ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ସ୍ଥିତ ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ (ସ୍ୱତନ୍ତ୍ର ଅପରେସନ) ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ପୂର୍ବାହ୍ଣରେ ବିଜୟ ମଶାଲକୁ ୧୨୦ ବାଟାଲିୟନ ପକ୍ଷରୁ କର୍ଣ୍ଣେଲ ଯଶୱନ୍ତ ସିଂ ସାମରିକ ମର୍ଯ୍ୟାଦାର ସହ ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ସେନା ସୁରକ୍ଷାବଳ(ବି.ଏସ୍‌.ଏଫ)…