କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ସମ୍ପର୍କରେ ସୂଚନା ଦେଲେ ଡିସିପି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ସମ୍ପର୍କରେ ସୂଚନା ଦେଲେ ଡିସିପି

କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ସମ୍ପର୍କରେ ସୂଚନା ଦେଲେ ଡିସିପି [caption id="attachment_2867" align="alignnone" width="300"] File Photo[/caption] #କଟକ(ଏନ୍‌.ଏମ୍‌.): କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା, ବୋଇତବନ୍ଦାଣ ଓ ବିଭିନ୍ନ ସ୍ଥାନରେ ହେଉଥିବା ବାଲିଯାତ୍ରା ଉପରେ କଟକଣା ଲାଗିଛି । ସାମୁହିକ ଭାବେ ବୁଡ଼ପକାଇବା ଡଙ୍ଗା ଭସାଇବା ଉପରେ ମଧ୍ୟ କଟକଣା ରହିଛି । ଏପରିକି ସର୍ବସାଧାରଣ ସ୍ଥାନରେ କେହି ବୁଡ଼ ପକାଇ ପାରିବେ…

ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ : ‘ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କ୍ଷେତ୍ର ହେଉଛି କଟକ’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ : ‘ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କ୍ଷେତ୍ର ହେଉଛି କଟକ’

ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ : ‘ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କ୍ଷେତ୍ର ହେଉଛି କଟକ’ #କଟକ(ଏନ୍‌.ଏମ୍‌.): ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ କଳାବିକାଶ କେନ୍ଦ୍ରର ସାଧାରଣ ସମ୍ପାଦକ ପ୍ରସେନଜିତ ମହାନ୍ତି ଯୋଗଦେଇ ଓଡ଼ିଶା କଳା ସଂସ୍କୃତିର ମାଟି ହୋଇଥିବାବେଳେ କଟକ ହିଁ ବିଶ୍ୱ…

ଉତ୍ତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ: କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଉତ୍ତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ: କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ଉତ୍ତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ: କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): କଟକ ସଦର ବ୍ଲକ ଅନ୍ତର୍ଗତ ଉତ୍ତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟଠାରେ ରବିବାର ଶିଶୁ ଦିବସ ପାଳନ ଅବସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ବିଦ୍ୟାଳୟର…

କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ

କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟସରକାର ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ କରୁଛନ୍ତି । କିନ୍ତୁ ବିଭିନ୍ନ ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ସରକାରୀ ଯୋଜନା ଦିଗହରା ହେବାରେ ଲାଗିଛି । ରାଜ୍ୟସରକାର ଏନ୍ତୁଡିଶାଳଠାରୁ ଶ୍ମଶାନ ପର୍ଯନ୍ତ ରାଜ୍ୟ ସରକାରଙ୍କ ଜନସାଧାରଣଙ୍କ ନିମନ୍ତେ ଅନେକ…

ଇମ୍ଫା ଦ୍ୱାରା ନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଇମ୍ଫା ଦ୍ୱାରା ନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ

ଇମ୍ଫା ଦ୍ୱାରା ନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ଚୌଦ୍ୱାର(ଏନ୍‌.ଏମ୍‌.): ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ‘ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ’ ଦ୍ୱାରା ଚୌଦ୍ୱାର ମ୍ୟୁନିସିପାଲିଟି ଅନ୍ତର୍ଗତ ୯ନମ୍ବର ୱାର୍ଡ ଅନ୍ତର୍ଗତ ତେଲୁଗୁ ସାହି ମଧ୍ୟରେ ଏକ ସାମୁହିକ ଉନ୍ନୟନ ଗୋଷ୍ଠି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି…

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି ଆଠଗଡ଼(ଏନ୍‌.ଏମ୍‌.): ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ ପଞ୍ଚୁକ ବ୍ରତ । ପଞ୍ଚୁକ ଅବସରରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଧବଳେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର ସମ୍ପ୍ରତି କରୋନା କଟକଣା ପାଇଁ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଗହଳି ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି…

କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍‌

କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍‌ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଥମ ଥର ପାଇଁ ଏକା ସଙ୍ଗେ ୧୦ଟି ଚଳଚ୍ଚିତ୍ରର ମହୁରତ କରି ରେକର୍ଡ ସୃଷ୍ଟି କରିଥିଲେ । ଆଉ ଏବେ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳ ନୟନା’ ସୁଟିଂ ସରୁ ସରୁ ଦ୍ୱିତୀୟ ଚଳଚ୍ଚିତ୍ର ଲଭ୍ ୪୨୦ ର ମହୁରତ ସହ ସୁଟିଂ ଆରମ୍ଭ ହୋଇଛି । ବରମୁଣ୍ଡା ସିରିଡ଼ି ସାଇ ମନ୍ଦିରରେ ମୁନ୍ ଟିଭି ମୁଭିଜ୍‌ର…

ଚୌଦ୍ୱାର-କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାର-କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର - କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା ଚୌଦ୍ୱାର(ଏନ୍‌.ଏମ୍‌.): ଘୋଡାନାଚ ବିଶାରଦ ଉଚ୍ଛବ ଚରଣ ଦାସ ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ପ୍ରାପ୍ତ ହୋଇଥିବାରୁ ଚୌଦ୍ୱାର - କଟକ ଉନୟନ୍ନ ପରିଷଦ ପକ୍ଷରୁ ତାଙ୍କୁ ଚୌଦ୍ୱାର ଟାଉନ ହଲ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ଡିସେମ୍ବର ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି ଅଧିବେଶନ ଡିସେମ୍ବର ୩୧ ୟତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ôଥକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି…

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା କଟକ (ଏନ୍‌.ଏମ୍‌.): ଜଣେ ସାଧାରଣ ରିକ୍ସା ବାଲା ଏବେ କୋଟି କୋଟି ଟଙ୍କାର ମାଲିକ । କେବଳ ନିଜର ପାରିଶ୍ରମିକ, ନୀତି, ନିଷ୍ଠା, ସହୃଦୟ ଯୋଗୁଁ ଏଭଳି ସୌଭାଗ୍ୟ ପାଇବାରେ ସେ ସଫଳ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରୌପ୍ୟ ନଗର କଟକ ସହରରେ । ଏପରି ମହାନତା ଲାଗି ଜଣେ ବୃଦ୍ଧା ସହରର…

କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ

କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ କଟକ(ଏନ୍‌.ଏମ୍‌.): ଚୋରା ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଂ ସ୍କ୍ୱାଡ । ସ୍କାଡ ଟାଙ୍ଗୀ ନିକଟରୁ ୮୦ କେଜି ଗଞ୍ଜେଇ ଓ ବ୍ୟବହୃତ କାରକୁ ଜବତ କରିବା ସହ ୩ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଜଳାଙ୍ଗି…

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍ ଅଧିକାରୀ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ…

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ କଟକ(ଏନ୍‌.ଏମ୍‌.): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଥିବା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ ଆସନ୍ତା ଡିସେମ୍ବର ୧୦ତାରିଖ ସୁଦ୍ଧା ହୋଇପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ରରେ ତ୍ରୁଟି ଥାଏ, ତେବେ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଧାନ ଶିକ୍ଷକମାନେ ସଂଶୋଧନ…

ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ

ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ #କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ପାଗା ଗ୍ରାହକସେବା କେନ୍ଦ୍ରରୁ ଡକାୟତି କରିବା ଘଟଣାରେ ଏକ ଆନ୍ତଃଜିଲ୍ଲା ଡକାୟତି ଦଳର ୪ ଜଣଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳର ଦୁଇ ଭାଇ ଦୀପୁ ଓରଫ ଚକ୍ରଧର ସେଠୀ(୨୩) ଓ ଲିପୁ ଓରଫ କ୍ଷୀରୋଦ ଚନ୍ଦ୍ର ସେଠୀ(୨୦)ଙ୍କ…

କୋଣାର୍କ ଉତ୍ସବ-୨୦୨୧: ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ୬ପ୍ରକାର ଶାସ୍ତ୍ରୀୟ ନୃତ୍ୟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ଉତ୍ସବ-୨୦୨୧: ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ୬ପ୍ରକାର ଶାସ୍ତ୍ରୀୟ ନୃତ୍ୟ

କୋଣାର୍କ ଉତ୍ସବ-୨୦୨୧: ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ୬ପ୍ରକାର ଶାସ୍ତ୍ରୀୟ ନୃତ୍ୟ #କୋଣାର୍କ (ଏନ୍‌.ଏମ୍‌.): କୋଭିଡ କଟକଣା ମଧ୍ୟରେ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାଶ୍ୱର୍ରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ଭରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ-୨୦୨୧ । ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହାୟତାରେ…

କରୋନା କଟକଣା: ଏଥର ପଞ୍ଚକରେ ଶ୍ରଦ୍ଧାଳୁଙ୍କ ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୪୪ ଧାରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କରୋନା କଟକଣା: ଏଥର ପଞ୍ଚକରେ ଶ୍ରଦ୍ଧାଳୁଙ୍କ ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୪୪ ଧାରା

କରୋନା କଟକଣା: ଏଥର ପଞ୍ଚକରେ ଶ୍ରଦ୍ଧାଳୁଙ୍କ ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୪୪ ଧାରା #ଆଠଗଡ଼(ଏନ୍‌.ଏମ୍‌.): କରୋନା ସଂକ୍ରମଣ ଯୋଗୁଁ ସମସ୍ତ ପର୍ବପର୍ବାଣୀ ପାଳନ ଉପରେ ପ୍ରଶାସନିକ କଟକଣା ଲଗାଯାଇଛି । ସମ୍ପ୍ରତି କରୋନାର ସଂକ୍ରମଣ ନିୟନ୍ତ୍ରଣାଧିନ ଥିଲେ ମଧ୍ୟ ପୁଣି ବୃଦ୍ଧି ପାଇବା ଆଶଙ୍କାରେ ସରକାର ଓ ପ୍ରଶାସନ ପକ୍ଷରୁ କଟକଣାକୁ ବଳବତ୍ତର ରଖାଯାଇଛି । ବିଶେଷ କରି ପୂର୍ବଭଳି କଟକଣାକୁ କୋହଳ କରାଯାଇଥିଲେ…

ପୂର୍ବତନ ହକି ଖେଳାଳି ଓ ଚଳଚ୍ଚିତ୍ର ଅଭିନେତାଙ୍କ ବିୟୋଗ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୂର୍ବତନ ହକି ଖେଳାଳି ଓ ଚଳଚ୍ଚିତ୍ର ଅଭିନେତାଙ୍କ ବିୟୋଗ

ପୂର୍ବତନ ହକି ଖେଳାଳି ଓ ଚଳଚ୍ଚିତ୍ର ଅଭିନେତାଙ୍କ ବିୟୋଗ କଟକ(ଏନ୍‌.ଏମ୍‌.): ପୂର୍ବତନ ହକି ଖେଳାଳି ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ନିରଞ୍ଜନ ବେହୁରାଙ୍କର କଲେଜଛକ ସମାଧିପାଟଣାସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଲକ୍ଷ୍ମୀ ବେହୁରା, ତିନିପୁଅ, ବୋହୁ, କନ୍ୟା, ନାତି, ନାତୁଣୀ ଓ ଆତ୍ମୀୟସ୍ୱଜ୍ଜନ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁଖବର…

ମୁକ୍ତା ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ୱାରବାସୀଙ୍କ ନିବେଦନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୁକ୍ତା ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ୱାରବାସୀଙ୍କ ନିବେଦନ

ମୁକ୍ତା ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ୱାରବାସୀଙ୍କ ନିବେଦନ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ବିକାଶ ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଭର୍ଚ୍ଚୁଆଲ ମୋର୍ଡ଼ରେ ଏକ ଆଲୋଚନା ହୋଇ ଯାଇଛି । ଦିବା ୧୧ ଘଟିକା ସମୟରେ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ ଅଞ୍ଚର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗର ଶୁଣାଣୀ ହୋଇଥିଲା । ସମ୍ପ୍ରତି କୋଭିଡ ମହାମାରୀ ଯୋଗୁଁ…

ଶ୍ରୀ ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ନିଆରା ଗୋପାଷ୍ଟମୀ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀ ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ନିଆରା ଗୋପାଷ୍ଟମୀ

ଶ୍ରୀ ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ନିଆରା ଗୋପାଷ୍ଟମୀ କଟକ(ଏନ୍‌.ଏମ୍‌.): କରୋନା ମହାମାରୀ ଯୋଗୁଁ ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ନିଆରା ଢଙ୍ଗରେ ଗୋପାଷ୍ଟମୀ ପାଳନ ହୋଇଯାଇଛି । ଗତ ଦୁଇବର୍ଷ ଧରି ଗୋପାଷ୍ଟମୀ ମେଳାକୁ ବନ୍ଦ ରଖାଯାଇଥିବା ବେଳେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗୋପାଷ୍ଟମୀ ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରାତଃ କାଳରେ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧାଳୁମାନେ ଗୋମାତାଙ୍କ ଆର୍ଶୀବାଦ ନେବା…

କଂଗ୍ରେସର ବନ୍ଦ ପାଳନକୁ ଝଟ୍‌କା: ଜୋର ଜବରଦସ୍ତ ବନ୍ଦ କରିପାରିବନି- ହାଇକୋର୍ଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଂଗ୍ରେସର ବନ୍ଦ ପାଳନକୁ ଝଟ୍‌କା: ଜୋର ଜବରଦସ୍ତ ବନ୍ଦ କରିପାରିବନି- ହାଇକୋର୍ଟ

କଂଗ୍ରେସର ବନ୍ଦ ପାଳନକୁ ଝଟ୍‌କା: ଜୋର ଜବରଦସ୍ତ ବନ୍ଦ କରିପାରିବନି- ହାଇକୋର୍ଟ #କଟକ(ଏନ୍‍.ଏମ୍‍.): ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ପ୍ରସଙ୍ଗରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ବନ୍ଦ କରିବା ବଦଳରେ ହରତାଳ କରିହେବ । ହେଲେ ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି…