ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ, ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ
Slider ଅପରାଧ କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ, ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ

ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଗୁଡ଼ି ଉଡାଇବା କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ । ଗୁଡ଼ି ଉଡ଼ାଇବାବେଳେ ରାସ୍ତାରେ ମାଞ୍ଜାସୂତା ଝୁଲୁଥିବା ଯୋଗୁଁ ରାସ୍ତାରେ ଯାଉଥିବା ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଥିବା ନଜୀରକୁ ଆସିଛି । ଗତ କାଲି କଟକ ଜିଲ୍ଲା ଜଗତପୁର…

ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’

ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’ କଟକ(ଏନ୍‌.ଏମ୍‌.): ନୂତନ ବର୍ଷକୁ ସ୍ୱଗତ ଜଣାଇ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ବାଘମଙ୍ଗଳା ଫାଉଣ୍ଡେସନ ଅଣ୍ଟାଭଡ଼ିଛି । ସମ୍ପ୍ରତି କରୋନା କାଳରେ କ୍ଷତିଗ୍ରସ୍ଥ ଅସହାୟଙ୍କ ଦୁଃଖ ଦୁର୍ଦ୍ଦଶାକୁ ପାଖରୁ ଦେଖିଥିବା କିଛି ଯୁବଗୋଷ୍ଠୀଙ୍କ ମନ ଭିତରେ ରହି ଯାଇଛି ଅସୁମାରୀ ସ୍ୱପ୍ନ । ତାକୁ ସାକାର କରିବା ତଥା ଜନସାଧାରଣକୁ ସହାୟତା ଯୋଗାଇ…

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାରର ବହୁପୁରାତନ କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ ସ୍ଥିତ ନିଉଗୋଆ ରିସୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ୟାଚ୍‌ର ଛାତ୍ର ସୁଧାଂଶୁ ରଂଜନ ପରିଜାଙ୍କ ସହଯୋଗରେ ବହୁ ପୁରାତନ ଛାତ୍ର ଓ ଛାତ୍ରୀ ଏକତ୍ରୀତ ହୋଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇବା ସହ ସ୍କୁଲର ବିତିଥିବା ଛାତ୍ରଜୀବନ ସଂପର୍କରେ ଆଲୋଚନା କରିଥିଲେ ।…

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଟକ ଜିଲ୍ଲାର ମୁଖ୍ୟତଃ ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ବର୍ଣ୍ଣାଢ଼୍ୟ ପରିବେଷ ମଧ୍ୟରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରବାଟୀ-କଟକ ବିଜେଡ଼ି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନେତୃତ୍ୱ…

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ(ଏନ୍‌.ଏମ୍‌.): ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ୨୫ତମ ବିଜେଡ଼ି ପ୍ରତିଷ୍ଠା ଦିବସ । ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବିଭିନ୍ନ ସଭାରେ ଅଭିଭାଷଣ ରଖିଥିଲେ । ତେବେ ରାଜଧାନୀ ସମେତ ୩୦ଟି ଯାକ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ନେତୃତ୍ୱ ଯୋଗଦେଇ ୨୫ବର୍ଷର ସେବା…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ କଟକ(ଏନ୍‌.ଏମ୍‌.): ଖବରକାଗଜ ହକର ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରିବା ପରିପ୍ରେକ୍ଷୀରେ ଆଜି କଟକ ବାଦାମବାଡ଼ି ଖବରକାଗଜ ବିତରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବାଦାମବାଡ଼ି ପୁରୁଣା ଏଲଆଇସି କଲୋନୀ କମ୍ୟୁନିଟ ହଲରେ ଆୟୋଜିତ ସାଧାରଣ ସଭାରେ ସମସ୍ତ ହକରମାନେ ଏକତ୍ରିତ ହୋଇ…

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ଅଞ୍ଚଳରେ ଗୁଡ଼ି ଉଡ଼ାଇବାବେଳେ ଅଘଟଣ । ବେକରେ ମାଞ୍ଜାସୂତା ଗୁଡ଼ାଇ ହୋଇ ବେକ କଟି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗୁଡ଼ି ଉଡାଇବାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବି ରଖିଛନ୍ତି । ସୂଚନା ଅନୁଯାୟୀ…

୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ

୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ ସୁବର୍ଣ୍ଣପୁର(ଏନ୍‌.ଏମ୍‌.): ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ୍‍ ଅନ୍ତର୍ଗତ ଧର୍ମଶାଳା ଠାରେ ମହାନଦୀ କୂଳରେ ନିର୍ମିତ କପିଳେଶ୍ୱର ଚାରିଟେବୁଲ ହସ୍‍ପିଟାଲ ଆସନ୍ତା ୨୭ ତାରିଖ ଦିନ ଲୋକାର୍ପିତ ହେବାକୁ ଯାଉଛି । ଏହି ଅଞ୍ଚଳବାସୀଙ୍କର ବିଭିନ୍ନ ରୋଗର ଅତ୍ୟାଧୁନିକ ଚିକିତ୍ସା ପାଇଁ ଏକ ଅଭିଜ୍ଞ ଓ ପ୍ରବୀଣ ବିଶେଷଜ୍ଞ ଡାକ୍ତର ଦଳ…

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ୨୦୨୨ ମାର୍ଚ୍ଚ ୫ ଓ ୬ ଦୁଇଦିନ ବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କର ସର୍ବଭାରତୀୟ ସମ୍ମିଳନୀ କଟକ ବାରବାଟୀ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି…

ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା

ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବିଧାୟକ ତଥା ହିନ୍ଦ୍ ମଜ୍‌ଦୁର ସଭାର ନବ ନିର୍ବାଚିତ କାର୍ଯ୍ୟକାରୀ ସଭାପତି ପ୍ରଭାତ ତ୍ରିପାଠୀଙ୍କ ୭୦ତମ ଜୟନ୍ତୀ ସମାରୋହ ଅବସରରେ ରକ୍ତଦାନ ଶିବିର ଓ ନାଗରିକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ଶ୍ରମିକମାନଙ୍କ ଉପରେ ଅତ୍ୟାଚାର ଚାଲିଛି, ପୁଞ୍ଜିପତିମାନଙ୍କ ପକ୍ଷରୁ ଧାରାବାହିକ ଭାବେ ଶ୍ରମିକମାନଙ୍କ ଉପରେ ଚାଲିଥିବା ଆକ୍ରମଣ ବିରୁଦ୍ଧରେ ଗଣଆନ୍ଦୋଳନ ଗଢ଼ି ତୋଳିବା…

କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ

କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ସେକ୍ଟର-୧୩ ବାଲ୍ମିକୀ ନଗର ଆଦିବାସୀ ସାହିରେ ଆଦିବାସୀ ସେଙ୍ଗେଲ ଅଭିଯାନ କଟକ ଜିଲ୍ଲା ସଭାପତି ସିଙ୍ଗ୍ରାୟ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ହାସା-ଭାଷା ବିଜୟ ଦିବସ ପାଳନ କରାଯାଇଛି । ଏଥିରେ ଅତିଥି ଭାବେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ସଭାପତି ବୃନ୍ଦାବନ ଦାସ ଆଜାଦ ଯୋଗ ଦେଇ ହାସା-ଭାଷା ବିଜୟ ଦିବସ ଆଦିବାସୀଙ୍କ ମାତୃଭୁମି-ମାତୃଭାଷାର ବିଜୟ…

ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ

ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ତାରିଖ ବଡ଼ଦିନ ଠାରୁ ୨ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରିଥିଲେ । ମାତ୍ର କଟକଣା ଜାରି ନିର୍ଦ୍ଦେଶନାମା ପ୍ରକାଶ ପାଇବାର କିଛି ସମୟ ପରେ ବିଭିନ୍ନ ଦିଗରୁ ବିଚାର କରି ସ୍ୱତନ୍ତ୍ର ରିଲିଫ କମିଶନର ଏହି କଟକଣାରେ ସଂଶୋଧନ କରିଛନ୍ତି । ସଂଶୋଧିତ ବିଜ୍ଞପ୍ତି ଅନୁସାରେ କେବଳ…

ବଡ଼ଦିନ ଓ ନୂଆବର୍ଷ ପାଳନକୁ ଝଟକା : ୯ ଦିନ ପାଇଁ ସାରା ରାଜ୍ୟରେ କଟକଣା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ବଡ଼ଦିନ ଓ ନୂଆବର୍ଷ ପାଳନକୁ ଝଟକା : ୯ ଦିନ ପାଇଁ ସାରା ରାଜ୍ୟରେ କଟକଣା

ବଡ଼ଦିନ ଓ ନୂଆବର୍ଷ ପାଳନକୁ ଝଟକା ୯ ଦିନ ପାଇଁ ସାରା ରାଜ୍ୟରେ କଟକଣା ଭୁବନେଶ୍ୱର (ଏନ୍‌.ଏମ୍‌.): କେଇଟା ଘଣ୍ଟା ପରେ ବଡ଼ଦିନ ପାଳନ ହେବାକୁ ଥିବାବେଳେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ରାଜ୍ୟବାସୀଙ୍କୁ ଝଟକା ଦେଇଛି । ତେବେ ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ପରେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ୪ଜଣ ଆକ୍ରାନ୍ତ ହୋଇ ସାରିଲେଣି । ତେବେ ଏହାର ସଂଖ୍ୟାବୃଦ୍ଧି ନହେବା ପାଇଁ ରାଜ୍ୟ ସରକାର…

ଚୌଦ୍ୱାରରେ ପୁଲିସର ଦାଦାଗିରି: ଯୁବକଙ୍କୁ ମାଡ଼ ମାରିବା ନେଇ ଥାନାରେ ମାମଲା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାରରେ ପୁଲିସର ଦାଦାଗିରି: ଯୁବକଙ୍କୁ ମାଡ଼ ମାରିବା ନେଇ ଥାନାରେ ମାମଲା

ଚୌଦ୍ୱାରରେ ପୁଲିସର ଦାଦାଗିରି: ଯୁବକଙ୍କୁ ମାଡ଼ ମାରିବା ନେଇ ଥାନାରେ ମାମଲା ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ପୁଲିସର ଦାଦାଗିରି ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସାଧାରଣ ଜନତାଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ ପାଇଁ ସରକାର ପୁଲିସ୍‌କୁ ବିଶେଷ କ୍ଷମତା ପ୍ରଦାନ କରିଥିବାବେଳେ ପୁଲିସ କର୍ମଚାରୀଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି । ଏହା ଫଳରେ ସମଗ୍ର ରାଜ୍ୟରେ ପୁଲିସ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା…

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କର୍ମଶାଳା: ଗବେଷକମାନଙ୍କ ପାଇଁ ଅଧିକ ସୁଯୋଗର ସଂଯୋଗୀକରଣ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କର୍ମଶାଳା: ଗବେଷକମାନଙ୍କ ପାଇଁ ଅଧିକ ସୁଯୋଗର ସଂଯୋଗୀକରଣ

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କର୍ମଶାଳା: ଗବେଷକମାନଙ୍କ ପାଇଁ ଅଧିକ ସୁଯୋଗର ସଂଯୋଗୀକରଣ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜ୍ଞାନ ଓ କାରିଗରୀ ବିଭାଗ ତଥା କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଭାରତୀୟ ବିଜ୍ଞାନ, କାରିଗରୀ ତଥା ଯାନ୍ତ୍ରିକ ସୁବିଧା ମ୍ୟାପିଂ (ଆଇଷ୍ଟେମ୍‌) ପୋର୍ଟାଲର ସଂଯୋଗୀକରଣ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଂଯୋଗୀକରଣ ଫଳରେ ରାଜ୍ୟର ବିଜ୍ଞାନୀ ତଥା ଗବେଷକମାନେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ବୈଜ୍ଞାନିକ…

ଏସସିବି ୱେବସାଇଟ୍ ହ୍ୟାକ୍‌
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବି ୱେବସାଇଟ୍ ହ୍ୟାକ୍‌

ଏସସିବି ୱେବସାଇଟ୍ ହ୍ୟାକ୍‌ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି)ର ୱେବସାଇଟ ହ୍ୟାକ ହେବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ତେବେ ହ୍ୟାକରମାନେ କଟକ ବଡ଼ମେଡ଼ିକାଲକୁ ଟାର୍ଗେଟ କରି ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ୍ ହୋଇଯାଇଥିଲା । ତେବେ ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ଉକ୍ତ ୱେବସାଇଟରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ…

କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ

କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.) : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୋଟସାହି ଓ ଉଚ୍ଚପଦା ପଞ୍ଚାୟତର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । କୋଟସାହି ପଞ୍ଚାୟତରେ ବ୍ଲକ୍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ ଓ ଉଚ୍ଚପଦା ପଞ୍ଚାୟତରେ ଆଇନ୍‌ଜୀବୀ ଚିତ୍ତରଞ୍ଜନ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ…

ନିର୍‍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍‍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିର୍‍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍‍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ

ନିର୍‍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍‍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ କଟକ(ଏନ୍‌.ଏମ୍‌.): ପାଞ୍ଚବର୍ଷ ଡେପୁଟେସନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‍ତାର)ର ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କର ନାହିଁ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‍. ମୁରଲୀଧର ଓ ବିଚାରପତି ଏ.…

ମାଚ୍ୟୁରିଟି ଅର୍ଥ ଫେରସ୍ତ ନପାଇବାରୁ ସାହାରା କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଜମାକର୍ତ୍ତା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମାଚ୍ୟୁରିଟି ଅର୍ଥ ଫେରସ୍ତ ନପାଇବାରୁ ସାହାରା କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଜମାକର୍ତ୍ତା

ମାଚ୍ୟୁରିଟି ଅର୍ଥ ଫେରସ୍ତ ନପାଇବାରୁ ସାହାରା କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଜମାକର୍ତ୍ତା କଟକ(ଏନ୍‌.ଏମ୍‌.): ସାହାରା ଇଣ୍ଡିଆ କମ୍ପାନୀରେ ଅର୍ଥ ନିବେଶ କରିବା ଜମାକର୍ତ୍ତାମାନଙ୍କ ଅସନ୍ତୋଷ ଦିନକୁ ଦିନ ତିବ୍ରତର ହେବାରେ ଲାଗିଛି । ଦୀର୍ଘ ଦିନ ଧରି ଜମାକର୍ତ୍ତାଙ୍କ (ମାଚ୍ୟୁରିଟି)ଅବଧି ଶେଷ ହୋଇଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ଟଙ୍କା ଫେରସ୍ତ ଦିଆଯାଉନଥିବା ଅଭିଯୋଗ ହୋଇଥିଲା । ଏ ନେଇ ଜମାକର୍ତ୍ତାମାନେ ବାରମ୍ବାର ସାହାରା କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେବାକୁ…

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଅତିଷ୍ଠ କଲାଣି ହିମ ପ୍ରଭାବ । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ନେଇ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ଏଠାରେ ପ୍ରାୟ ୩.୫ ଡିଗ୍ରୀ ତାପମାତ୍ରା ରହିଥିବା…