ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା [caption id="attachment_3779" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ସ୍ଥାନୀୟ ଝାଞ୍ଜିରୀମଙ୍ଗଳାସ୍ଥିତ ଏସବିଆଇ ବ୍ୟାଙ୍କରେ କାର୍ଯ୍ୟରତ କ୍ୟାସ ଇନ ଚାର୍ଜ ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବ୍ରାଞ୍ଚରେ ଦୀର୍ଘ ବର୍ଷ…




















