ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର
ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର ଭୁବନେଶ୍ୱର (ଏନ୍.ଏମ୍.): ଆଗାମୀ ପୌର ନିର୍ବାଚନ ବାଲାଟ ପେପରରେ ନହୋଇ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍)ରେ ହେବ । ଏ ନେଇ ଆଜି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।…




















