ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା
ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା [caption id="attachment_4503" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍.ଏମ୍.): ଜଗତପୁର ଆଇ.ବି ରୋଡ ସ୍ଥିତ ନିମପୁର ନୂତନ ବସ୍ତିରେ ମା ତାରାତାରିଣୀଙ୍କ ବାର୍ଷିକୋତ୍ସବ ଉପଲକ୍ଷେ ପବିତ୍ର ଝାମୁଯାତ୍ରା ବହୁ ନୀତିକାନ୍ତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି । ମା’ଙ୍କ ମୁଖ୍ୟ ଦେହୁରୀ…




















