କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ?, ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି
କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ? ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି [caption id="attachment_5269" align="alignnone" width="300"] News by Kanhu charan Panda (Jagatpur)[/caption] ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ ନମ୍ବର ୱାର୍ଡ ପ୍ରଶାସନିକ ଅବହେଳା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ପକାଇଛି । ଏହି ଅଞ୍ଚଳ ପ୍ରତି ସରକାର ଓ ପ୍ରଶାସନର କେବେ ଦୃଷ୍ଟି ପଡ଼ିବ…




















