ସାରା ରାଜ୍ୟରେ ପିଇଓ ମାନଙ୍କ ଆନ୍ଦୋଳନ: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ରସୁଲପୁର ପି.ଇ.ଓ. ସଂଘ
ସାରା ରାଜ୍ୟରେ ପିଇଓ ମାନଙ୍କ ଆନ୍ଦୋଳନ: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ରସୁଲପୁର ପି.ଇ.ଓ. ସଂଘ ଯାଜପୁର(ଏନ୍.ଏମ୍.): ନିଖିଳ ଉତ୍କଳ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘର ଆନ୍ଦୋଳନ ଡାକରାରେ ସାମିଲ ହୋଇଛି ରସୁଲପୁର ପିଇଓ ସଂଘ । ସଂଘର କର୍ମକର୍ତ୍ତା ମାନେ ରସୁଲପୁର ବ୍ଲକ ପିଇଓ ସଂଘର ସଭାପତି ସୁଧିରୀ କୁମାର ମହାନ୍ତିଙ୍କ ନେତୃତ୍ୱରେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି । ସେମାନଙ୍କ କହିବା ମୁତାବକ ଜନ୍ମ ଠାରୁ…




















