ରାଜଧାନୀରେ କାଳବୈଶାଖୀର ତାଣ୍ଡବ : ଭାଙ୍ଗିଲା ଗଛ, ଉଡ଼ିଲା ଛପର!
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜଧାନୀରେ କାଳବୈଶାଖୀର ତାଣ୍ଡବ : ଭାଙ୍ଗିଲା ଗଛ, ଉଡ଼ିଲା ଛପର!

ରାଜଧାନୀରେ କାଳବୈଶାଖୀର ତାଣ୍ଡବ : ଭାଙ୍ଗିଲା ଗଛ, ଉଡ଼ିଲା ଛପର! [caption id="attachment_9807" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଅସମ୍ଭାଳ ତାତି ପରେ ରାଜଧାନୀରେ କାଳବୈଶାଖୀ ତାଣ୍ଡବ ସୃଷ୍ଟି କରିଛି । ଧୂଳି ଝଡ଼ ହେବା ସହିତ ବଡ଼ବଡ଼ ଗଛ ଗୁଡ଼ିକ ଭାଙ୍ଗି ପଡ଼ିଥିବାବେଳେ ଘରୁ ଛପର ଉଡାଇ ଦେଇଛି । କିଛି ସମୟ ପାଇଁ ଭୁବନେଶ୍ୱରରେ ପ୍ରବଳ ପବନ ସାଙ୍ଗକୁ ଧୂଳି ଉଡ଼ି କିଛି…

କଟକ ଆର.ଡି.ସି. କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ: ତୁରନ୍ତ ପରିପକ୍ୱ ଜମା ଟଙ୍କା ଫେରସ୍ତ ଦାବି
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଆର.ଡି.ସି. କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ: ତୁରନ୍ତ ପରିପକ୍ୱ ଜମା ଟଙ୍କା ଫେରସ୍ତ ଦାବି

କଟକ ଆର.ଡି.ସି. କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ: ତୁରନ୍ତ ପରିପକ୍ୱ ଜମା ଟଙ୍କା ଫେରସ୍ତ ଦାବି [caption id="attachment_9804" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଦଶଟି ଜିଲ୍ଲାର ବିଭିନ୍ନ କମ୍ପାନୀ ଯଥା ସାହାରା, ଅର୍ଥତତ୍ତ୍ୱ, ସିସୋର, ମାଇକ୍ରୋ ଫାଇନାନ୍ସ, ଗୋଲଡେନ୍ ଲ୍ୟାଣ୍ଡ, ଗ୍ରୀନ୍‌ରେ, ରୋଜଭ୍ୟାଲି, ସାରଦା ସମେତ ଶତାଧିକ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚ’ ଓ ‘ସାହାରା ଜମାକାରୀ…

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା [caption id="attachment_9801" align="alignnone" width="300"] News by Rajendra Pradhan (Dhenkanal)[/caption] #ଢେଙ୍କାନାଳ(ଏନ୍‌.ଏମ୍‌.): ଏବେ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଘନେଇବାରେ ଲାଗିଛି । ବେଳେବେଳେ ଖାଦ୍ୟାଭାବ ଯୋଗୁଁ ବନ୍ୟଜନ୍ତୁମାନେ ଗ୍ରାମାଭିମୁଖୀ ହୋଇ ପ୍ରାଣହରାଉଥିବାବେଳେ ଜଙ୍ଗଲରେ ରୋଗ ଯନ୍ତ୍ରଣାରେ ମଧ୍ୟ ବନ୍ୟଜନ୍ତୁ ପ୍ରାଣ ହରାଇବା ଭଳି ଦୁଃଖଦ ଖବର ବନ୍ୟଜନ୍ତୁ ପ୍ରେମୀଙ୍କୁ ବ୍ୟଥିତ କରିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ…

୭ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ: ଓଡ଼ିଶାରେ କଲବଲ କରୁଛି ଅସହ୍ୟ ତାତି
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୭ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ: ଓଡ଼ିଶାରେ କଲବଲ କରୁଛି ଅସହ୍ୟ ତାତି

୭ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ: ଓଡ଼ିଶାରେ କଲବଲ କରୁଛି ଅସହ୍ୟ ତାତି [caption id="attachment_9798" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ବିଳମ୍ବରେ ପହଞ୍ଚିଛି ମୌସୁମୀ ବାୟୁ । ଏଥର ଅସହ୍ୟ ଗରମରୁ ତ୍ରାହି ମିଳିବ ବୋଲି କୁହାଯାଉଛି । ଓଡ଼ିଶାରେ ଏହି ମୌସୁମୀ କେବେ ପହଞ୍ଚିବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପାଣିପାଗ ବିଭାଗ ପକ୍ଷରୁ…

ରେଳ ଦୁର୍ଘଟଣାରେ ନିହତ ଓ ଆହତଙ୍କ ନିମନ୍ତେ ସମୂହ ଦୀପ ଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରେଳ ଦୁର୍ଘଟଣାରେ ନିହତ ଓ ଆହତଙ୍କ ନିମନ୍ତେ ସମୂହ ଦୀପ ଦାନ

ରେଳ ଦୁର୍ଘଟଣାରେ ନିହତ ଓ ଆହତଙ୍କ ନିମନ୍ତେ ସମୂହ ଦୀପ ଦାନ [caption id="attachment_9795" align="alignnone" width="300"] News by Smrutiranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ବାଲେଶ୍ୱର ସ୍ଥିତ ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ନିହତ ହୋଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରି ଏକ ଶୋକସଭା ଓ ସମୂହ ଦୀପଦାନ କାର୍ଯ୍ୟକ୍ରମ ମା’ ଦୁଲ୍ଳାଦେଇଙ୍କ ମନ୍ଦିର ପ୍ରାଙ୍ଗଣରେ…

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ କର୍ମଚାରୀ ଓ ଅଧିକାରୀମାନଙ୍କ ନିଷ୍ଠା ଓ ଆନ୍ତରିକତା ଯୋଗୁ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇପାରିଛି:କୃଷିମନ୍ତ୍ରୀ [caption id="attachment_9791" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ପୃଥିବୀ ଇତିହାସରେ ଯେତେ ପରିବର୍ତ୍ତନ ଆସିଛି ସବୁରି ମୂଳରେ ରହିଛି ସାଂସ୍କୃତିକ ବିପ୍ଳବ । ନାଟକ ବ୍ୟକ୍ତି ତଥା ସାମୂହିକ ପରିବର୍ତ୍ତନର ଏକ ବଳିଷ୍ଠ ମାଧ୍ୟମ ।…

ବାହାନଗା ଟ୍ରେନ ଟ୍ରାଜେଡ଼ି: ଏସସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବାହାନଗା ଟ୍ରେନ ଟ୍ରାଜେଡ଼ି: ଏସସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ବାହାନଗା ଟ୍ରେନ ଟ୍ରାଜେଡ଼ି: ଏସସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ [caption id="attachment_9787" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ବାଲେଶ୍ୱର ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭେଟିଛନ୍ତି । ପଶ୍ଚିମବଙ୍ଗର ଯେଉଁ ଆହତ ଯାତ୍ରୀମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ମମତା ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା…

ଖୋର୍ଦ୍ଧା ଡିଆରଏମଙ୍କ ବିସ୍ଫୋରକ ବୟାନ; ଫିଜିକାଲି ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖୋର୍ଦ୍ଧା ଡିଆରଏମଙ୍କ ବିସ୍ଫୋରକ ବୟାନ; ଫିଜିକାଲି ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା

ଖୋର୍ଦ୍ଧା ଡିଆରଏମଙ୍କ ବିସ୍ଫୋରକ ବୟାନ; ଫିଜିକାଲି ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା [caption id="attachment_9784" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ବିଭିନ୍ନ ଦିଗର ଏହାର ତଦନ୍ତ ଜାରିରହିଛି । ଏଭଳି ଛାତିଥରା ଦୁର୍ଘଟଣା ପାଇଁ କିଏ ଦାୟୀ ଏହାର କାରଣ ଖୋଜା ଚାଲିଛି । କାହାର ଭୁଲ୍ ପାଇଁ ଏଭଳି ଅଘଟଣ ସୃଷ୍ଟି ହେଲା…

ବିଶ୍ୱାସରରେ ବିଷ: ଟ୍ରକ ନେଇ ଡ୍ରାଇଭର ଫେରାର, ଭକୁଆ ହେଲେ ଟ୍ରକମାଲିକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଶ୍ୱାସରରେ ବିଷ: ଟ୍ରକ ନେଇ ଡ୍ରାଇଭର ଫେରାର, ଭକୁଆ ହେଲେ ଟ୍ରକମାଲିକ

ବିଶ୍ୱାସରରେ ବିଷ: ଟ୍ରକ ନେଇ ଡ୍ରାଇଭର ଫେରାର, ଭକୁଆ ହେଲେ ଟ୍ରକମାଲିକ [caption id="attachment_9779" align="alignnone" width="293"] News by Maheswar Behera (Athagarh)[/caption] #ଗୁରୁଡ଼ିଝାଟିଆ(ଏନ୍‍.ଏମ୍‍.): ବିଶ୍ୱାସରେ ବିଷ ଦେଇଛି ଡ୍ରାଇଭର । ଟ୍ରକକୁ ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଚୌଦ୍ୱାର ଥାନା ଅନ୍ତର୍ଗତ ସୀମିଲିହାଣ୍ଡ ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଆନନ୍ଦ ଚନ୍ଦ୍ର ବେହେରା ଟ୍ରକରେ…

ସ୍ନାନ ପୂର୍ଣ୍ଣିମାରେ ଅଘଟଣ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍ନାନ ପୂର୍ଣ୍ଣିମାରେ ଅଘଟଣ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ

ସ୍ନାନ ପୂର୍ଣ୍ଣିମାରେ ଅଘଟଣ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ [caption id="attachment_9775" align="alignnone" width="300"] News by B. Mishra (PURI)[/caption] #ପୁରୀ(ଏନ୍‌.ଏମ୍‌.): ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଯାଇଛି । ମନ୍ଦିର ପରିସରରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି । ମୃତ ବ୍ୟକ୍ତି ଜଣଙ୍କ ରାଜସ୍ଥାନର ଅମ୍ବାଲାଲ ବୋଲି ସୂଚନା ମିଳିଛି । ଅମ୍ବାଲାଲ ନିଜ ପରିବାର ସହ ସ୍ନାନ…

ସ୍ନାନ ମଣ୍ଡପରେ ଗାଧୋଇଲେ ଜଗତ ନାଥ: ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସ୍ନାନ ମଣ୍ଡପରେ ଗାଧୋଇଲେ ଜଗତ ନାଥ: ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି

ସ୍ନାନ ମଣ୍ଡପରେ ଗାଧୋଇଲେ ଜଗତ ନାଥ: ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି [caption id="attachment_9772" align="alignnone" width="300"] News From B.Mishra (PURI)[/caption] #ପୁରୀ (ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ନାନବେଦିରୁ ଶ୍ରଦ୍ଧାଳୁଙ୍କୁ ପ୍ରଭୁ ଜଗତନାଥ ଦର୍ଶନ ଦେଇଛନ୍ତି । ଏଥିପାଇଁ ପୂର୍ବଦିନରୁ ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବଡ଼ଦାଣ୍ଡ ବାରିକେଡ୍ ଦେଇ…

ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ବାଲେଶ୍ୱରରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ସ୍ଥିତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମମତା ବାନାର୍ଜୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ବାଲେଶ୍ୱରରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ସ୍ଥିତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମମତା ବାନାର୍ଜୀ

ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ବାଲେଶ୍ୱରରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ସ୍ଥିତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମମତା ବାନାର୍ଜୀ #ବାଲେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି । ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଡାକ୍ତରଖାନାରେ ଚିକିତ୍ସା…

ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି: ବଢ଼ୁଛି ମୃତ୍ୟୁ ସଂଖ୍ୟା, ରାଜ୍ୟବ୍ୟାପୀ ହାଇଆଲର୍ଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି: ବଢ଼ୁଛି ମୃତ୍ୟୁ ସଂଖ୍ୟା, ରାଜ୍ୟବ୍ୟାପୀ ହାଇଆଲର୍ଟ

ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି: ବଢ଼ୁଛି ମୃତ୍ୟୁ ସଂଖ୍ୟା, ରାଜ୍ୟବ୍ୟାପୀ ହାଇଆଲର୍ଟ ବାଲେଶ୍ୱର (ଏନ୍‌.ଏମ୍‌.): ଭାରତର ଅନ୍ୟତମ ବଡ଼ ଟ୍ରେନ ଦୁର୍ଘଟଣା ବାଲେଶ୍ୱରର ବାହାନଗାରେ ଘଟିଛି । ଏହି ଦୁର୍ଘଟଣା ଯେତିକି ଭୟଙ୍କର ସେତିକି ହୃଦୟ ବିଦାରକ ହୋଇପଡ଼ିଛି । ପ୍ରାଥମିକ ତଦନ୍ତରୁ ସିଗ୍ନାଲ ଫେଲ ଯୋଗୁ ୩ଟି ଟ୍ରେନ କିଛି ମିନିଟ ମଧ୍ୟରେ ପରସ୍ପର ସହ ଧକ୍କା ହୋଇଥିବା କୁହାଯାଉଛି । ତଥାପି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ…

ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ [caption id="attachment_9755" align="alignnone" width="300"] News by Akshya Kumar Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ମୟୂରଭଞ୍ଜ ଜିଲ୍ଲାକୁ ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବାକୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ…

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଚାଲିଛି ମୃତାହତମାନଙ୍କୁ ଉଦ୍ଧାର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଚାଲିଛି ମୃତାହତମାନଙ୍କୁ ଉଦ୍ଧାର

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଚାଲିଛି ମୃତାହତମାନଙ୍କୁ ଉଦ୍ଧାର ବାଲେଶ୍ୱର/କଟକ/ ଭୁବନେଶ୍ୱର(ଏନ୍‌.ଏମ୍‌.): ବାଲେଶ୍ୱର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ମାଲବାହୀ ଟ୍ରେନ ସହ ଏକ୍ସପ୍ରେସ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏକ୍ସପ୍ରେସର ୪ଟି ବଗି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ବହୁ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ଅନ୍ଧାର ରାତିରେ ଉଦ୍ଧାର…

ମଧ୍ୟାହ୍ନ ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ଦାବିରେ ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମଧ୍ୟାହ୍ନ ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ଦାବିରେ ସଭା

ମଧ୍ୟାହ୍ନ ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ଦାବିରେ ସଭା [caption id="attachment_9749" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ.ଏମ୍‌.): ଏଆଇୟୁଟିୟୁସି ସହ ଅନୁବନ୍ଧିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀଭବନ ଠାରେ ପାଚିକା ସହାୟିକା ମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା । ପାଚିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ମାସିକ ସର୍ବନିମ୍ନ ୨୬ ହଜାର…

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ [caption id="attachment_9745" align="alignnone" width="300"] Ashok Sahoo (NabarangPur)[/caption] #ଭୁବନେଶ୍ୱର/ ନବରଙ୍ଗପୁର(ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ(ଅମଲା)ଙ୍କ ପ୍ରବେଶିକା ଦରମା ଓ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ଆଜିଠୁ ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ଏଥିଯୋଗୁ ବିଭିନ୍ନ ସରକାରୀ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି । କନିଷ୍ଠ ସହାୟକଙ୍କ ପ୍ରବେଶିକା…

କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ

କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ [caption id="attachment_9741" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କବି ନବ ନାୟକଙ୍କର ରଚିତ କବିତା ପୁସ୍ତକ ମୂକ ମୂଖଶାଳା ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ଡକ୍ଟର ପ୍ରଭାସ କୁମାର ଆଚାର୍ଯ୍ୟ ଯୋଗଦେଇ ଉନ୍ମୋଚିତ ଏହି ପୁସ୍ତକରେ ଯେତେ ଗୋଟି କବିତା ଲେଖାଯାଇଛି ଏହା ସମାଜର…

ସାମ୍ନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ କମିଟି ରିପୋର୍ଟ: କୋଣାର୍କ ଭଗବତୀ କଲେଜରେ ଆର୍ଥିକ ଅନିୟମିତତା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସାମ୍ନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ କମିଟି ରିପୋର୍ଟ: କୋଣାର୍କ ଭଗବତୀ କଲେଜରେ ଆର୍ଥିକ ଅନିୟମିତତା

ସାମ୍ନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ କମିଟି ରିପୋର୍ଟ: କୋଣାର୍କ ଭଗବତୀ କଲେଜରେ ଆର୍ଥିକ ଅନିୟମିତତା -ନକଲି ରସିଦ୍ ବ୍ୟବହାର କରି ୨୩ଲକ୍ଷ ଲୁଟିଛନ୍ତି ମହିଳା କିରାଣୀ - ବିଭାଗୀୟ ପଦକ୍ଷେପ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଲେ ଅଧ୍ୟକ୍ଷ [caption id="attachment_9738" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା କିରାଣୀଙ୍କ ଅର୍ଥ ହରିଲୁଟ ସମ୍ପର୍କିତ ପ୍ରଥମ…

ଖୁଚୁରା ବିକ୍ରେତାଙ୍କ ଦାବି ସମ୍ପର୍କରେ ଜିଲ୍ଲାପ୍ରଶାସନ ସହ ଆଲୋଚନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖୁଚୁରା ବିକ୍ରେତାଙ୍କ ଦାବି ସମ୍ପର୍କରେ ଜିଲ୍ଲାପ୍ରଶାସନ ସହ ଆଲୋଚନା

ଖୁଚୁରା ବିକ୍ରେତାଙ୍କ ଦାବି ସମ୍ପର୍କରେ ଜିଲ୍ଲାପ୍ରଶାସନ ସହ ଆଲୋଚନା [caption id="attachment_9735" align="alignnone" width="300"] News by Kanhucharan Panda (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅଞ୍ଚଳର କାର୍ଯ୍ୟ ରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି କଟକ ରିଟେଲ ଡିଲର୍ସ ଆସୋସିଏସନର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ ସଂଘର…