ତିଗିରିଆରେ ବେଆଇନ ମଦ ତିଆରିକୁ ରୋକିବାରେ ପ୍ରଶାସନ ବିଫଳ
ତିଗିରିଆରେ ବେଆଇନ ମଦ ତିଆରିକୁ ରୋକିବାରେ ପ୍ରଶାସନ ବିଫଳ [caption id="attachment_10093" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ(ଏନ୍.ଏମ୍.): ଆଠଗଡ଼ ତିଗିରିଆ ଅଞ୍ଚଳଟି ଏବେ ବେଆଇନ ମଦ ପ୍ରସ୍ତୁତିର ରାଜଧାନୀ ପାଲଟି ଯାଇଛି । ଏହି ଅଞ୍ଚଳରେ ହଜାର ହଜାର ଲିଟର ମଦ ତଥା ପୋଚକୁ ବିଭାଗୀୟ ଅଧିକାରୀମାନେ ନଷ୍ଟ କରୁଥିଲେ ମଧ୍ୟ ଏହି ଅଞ୍ଚଳରେ ବେଆଇନ ମଦ ତିଆରିକୁ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରେ…




















