କେନ୍ଦୁଝରରେ ପୁଲିସ ଇନିସ୍ପେକ୍ଟରସ୍ତରରେ ଅଦଳବଦଳ
କେନ୍ଦୁଝରରେ ପୁଲିସ ଇନିସ୍ପେକ୍ଟରସ୍ତରରେ ଅଦଳବଦଳ #କେନ୍ଦୁଝର(ଏନ୍.ଏମ୍.): କେନ୍ଦୁଝର ଜିଲ୍ଲାର ନୂତନ ଏସପି ଭାବେ ନିତିନ କୁଶଲକର ଦାୟିତ୍ୱ ନେବା ପରେ ଇନିସ୍ପେକ୍ଟର ସ୍ତରରେ ଅଦଳବଦଳ କରିଛନ୍ତି । ବିଭିନ୍ନ ଥାନାରେ ଖାଲିପିଡ଼ିଥିବା ପଦବୀ ପୂରଣ ନିମନ୍ତେ ଜିଲ୍ଲା ପୁଲିସ ଏଷ୍ଟବ୍ଳସମେଣ୍ଟ ବୋର୍ଡ ନିଷ୍ପତ୍ତି କ୍ରମେ ଏହି ବଦଳି କରାଯାଇଥିବା…



















