ବିଧାନସଭା ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ : ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଧାନସଭା ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ : ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ବିଧାନସଭା ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ବିଭିନ୍ନ ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ସରକାର୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଜମି ନେଇ ଶିଳ୍ପ କରୁ ନଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ୭ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ, ୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ…

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର(ଏନ୍‌.ଏମ୍‌.): ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମତୀ ଗର୍ଗଙ୍କୁ ନୂଆ ଦାୟିତ୍ୱ ମିଳିଛି। ମନୋଜ ଆହୁଜାଙ୍କ ସ୍ଥାନରେ ରାଜ୍ୟ ସରକାର ଅନୁ ଗର୍ଗଙ୍କୁ ଅବସ୍ଥାପିତ କରିଛନ୍ତି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ

ସରକାରଙ୍କ କାର୍ଯ୍ୟକୁ ନେଇ ଆଶଙ୍କାରେ ଜନତା ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ ସୁବର୍ଣ୍ଣପୁର (ଏନ୍‌.ଏମ୍‌.): ଜନସାଧାରଣଙ୍କ ସୁଖ ଦୁଃଖରେ ଠିଆ ହେବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିବା ବିଜେପି ପୂର୍ବ ସରକାରଙ୍କ ଭଳି ଏବେ ମନମୁଖୀ କାର୍ଯ୍ୟ ଚଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏକଦା ଲୋକଙ୍କ ସରକାର କହୁଥିବା ବିଜେପି ଏବେ ଲୋକଙ୍କ ସ୍ୱାର୍ଥ ଶୁଣିବାକୁ ବି ସୁଯୋଗ ଦେଉନଥିବା ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଏପରିକି ପୁଲିସ…

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ
କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ @Newdelhi #ନୂଆଦିଲ୍ଲୀ(ଏଜେନ୍ସି): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଭିବି-ଜି ରାମ ଜି) ଆଇନ, ୨୦୨୫’ ପ୍ରସ୍ତୁତ କରାଯାଇଛି। ପିଆଇବି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଆଇନ ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ…

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ @Newdelhi #ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସରକାର ଦେଶର ପ୍ରଗତି ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି। ଏବେ ବିକଶିତ ଭାରତର ଆଉ ଗୋଟିଏ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଲୋକସଭାରେ ତିନି ନୂଆ ବିଲ୍ ଆଗତ କରାଯାଇଛି। ସୋମବାର ଆଗତ କରାଯାଇଥିବା ବିଲଗୁଡିକ ହେଲା ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ (ଭିବିଏସ୍‌ଏ) ବିଲ୍ ୨୦୨୫,…

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ #ରାୟଗଡ଼ା(ଏନ୍‌.ଏମ୍‌.): ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ଏଥିସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ୱର ରେଳ ଚଳାଚଳ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ରାୟଗଡ଼ା ରେଳ ଡିଭିଜନର କାର୍ଯ୍ୟକାରିତାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର…

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ #ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): କଟକରେ ଏଣିକି ଭଙ୍ଗା ହେବ ବିପଦସଂକୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ଏନେଇ ଏବେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ…

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର #କଟକ (ଏନ୍‌.ଏମ୍‌.): କଟକରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ସଂଗ୍ରାମ । ପ୍ରାର୍ଥୀମାନେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଆଟାକ କରିବା ଭଳି ବକ୍ତବ୍ୟ ଦେଉଥିବାବେଳେ ପ୍ରତିପକ୍ଷ ମଧ୍ୟ କାଉଣ୍ଟର କରିବାରେ ଲାଗିପଡ଼ିଛନ୍ତି । ତେବେ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତିର ଯୁଦ୍ଧ । ଏକାଧିକବାର ସାଂସଦ ଭାବେ ବିଜୟ ଲାଭ କରିଥିବା…

ବିଜେଡି ଛାଡ଼ିଦେଲେ ୪ ଅଭିନେତା: ଶଙ୍ଖକୁ ବାଏ ବାଏ କଲେ ଅନୁଭବ, ଆକାଶ, ଅରିନ୍ଦମ, ସିଦ୍ଧାନ୍ତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡି ଛାଡ଼ିଦେଲେ ୪ ଅଭିନେତା: ଶଙ୍ଖକୁ ବାଏ ବାଏ କଲେ ଅନୁଭବ, ଆକାଶ, ଅରିନ୍ଦମ, ସିଦ୍ଧାନ୍ତ

ବିଜେଡି ଛାଡ଼ିଦେଲେ ୪ ଅଭିନେତା: ଶଙ୍ଖକୁ ବାଏ ବାଏ କଲେ ଅନୁଭବ, ଆକାଶ, ଅରିନ୍ଦମ, ସିଦ୍ଧାନ୍ତ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ସିନେମାର ୪ ଅଭିନେତା ବିଜେଡି ଛାଡ଼ି ଦେଇଛନ୍ତି । ଅଭିନେତାରୁ ରାଜନେତା ପାଲଟିଥିବା ଏହି ୪ ଅଭିନେତାଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ଯୋଗ ଦେଇ ସାରିଥିବାବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡି ଛାଡ଼ିଥିବା ଏହି ୪ଅଭିନେତା ହେଉଛନ୍ତି- ସିଦ୍ଧାନ୍ତ ମହାପାତ୍ର, ଅନୁଭବ…

ଚୌଦ୍ୱାର-କଟକ ବିଧାୟକ ଭାବେ ସୌଭିକଙ୍କୁ ପୁନର୍ବାର ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର-କଟକ ବିଧାୟକ ଭାବେ ସୌଭିକଙ୍କୁ ପୁନର୍ବାର ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଚୌଦ୍ୱାର-କଟକ ବିଧାୟକ ଭାବେ ସୌଭିକଙ୍କୁ ପୁନର୍ବାର ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା #କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସଂଗଠନ ସୁଦୃଢ଼ ଥିବାବେଳେ ସୌଭିକ ବିଶ୍ୱାଳଙ୍କୁ ପୁନର୍ବାର ଟିକେଟ ଦିଆଯାଇଥିବାରୁ ଏହି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି । ପୂର୍ବଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ବିଜେଡିର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି । ଏହି ଅବସରରେ…

ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା: ବିଜେଡିରୁ ବାରବାଟୀ-କଟକରେ ଲଢ଼ିବା ନେଇ ଚର୍ଚ୍ଚା !
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା: ବିଜେଡିରୁ ବାରବାଟୀ-କଟକରେ ଲଢ଼ିବା ନେଇ ଚର୍ଚ୍ଚା !

ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା: ବିଜେଡିରୁ ବାରବାଟୀ-କଟକରେ ଲଢ଼ିବା ନେଇ ଚର୍ଚ୍ଚା ! #କଟକ(ଏନ୍‌.ଏମ୍‌.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଭାରତୀୟ ଜନତା ପାର୍ଟି ଛାଡ଼ିଛନ୍ତି । ସେ ଦଳର କଟକ ଜିଲ୍ଲା ସଭାପତି ଥିଲେ । ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର…

ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ

ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ #ସମ୍ବଲପୁର(ଏନ୍‌.ଏମ୍‌.): ଏଥର ସାଧାରଣ ନିର୍ବାଚନ ପାଇଁ ସବୁଠୁ ରୋଚକପୂର୍ଣ୍ଣ ଲଢ଼େଇ ହେବ ସମ୍ବଲପୁର ଲୋକସଭା ନିର୍ବାଚନରେ । ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାସଂଗ୍ରାମ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ ଚର୍ଚ୍ଚା…

ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ

ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ କଟକ(ଏନ୍‌.ଏମ୍‌.): କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପିରେ ଯୋଗ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ…

ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏବେ ସମରସଜା ଆରମ୍ଭ କରିଥିବାବେଳେ ବିଜେଡି ଆଜି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ପ୍ରାର୍ଥୀତ୍ୱକୁ ନେଇ ପୂର୍ବରୁ ବିଜେଡି ପକ୍ଷରୁ ନେତାମାନେ ଯାହା ନାଁ ଘୋଷଣା କରୁଥିଲେ ସେଥିରେ କିଛି ପରିବର୍ତ୍ତନ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା ପରେ…

ବିଜେଡିରେ ମିଶିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡିରେ ମିଶିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ

ବିଜେଡିରେ ମିଶିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ #ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନା ତଥା ଚାଲିଥିବା ଚର୍ଚ୍ଚାରେ ଏବେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବିଜେଡିରେ ମିଶିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ…

‘ସ୍ୱାଧୀନ ଭାବେ ଲଢ଼ିବି, ଜିତିଲେ ବିଜେପିରେ ଯୋଗଦେବି’: ମହାମେଘ ବାହନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

‘ସ୍ୱାଧୀନ ଭାବେ ଲଢ଼ିବି, ଜିତିଲେ ବିଜେପିରେ ଯୋଗଦେବି’: ମହାମେଘ ବାହନ

‘ସ୍ୱାଧୀନ ଭାବେ ଲଢ଼ିବି, ଜିତିଲେ ବିଜେପିରେ ଯୋଗଦେବି’: ମହାମେଘ ବାହନ #ବାଲେଶ୍ୱର(ଏନ୍‌.ଏମ୍‌.): ବିଜେପି ପକ୍ଷରୁ ଓଡ଼ିଶା ରାଜ୍ୟ ପାଇଁ ବିଭିନ୍ନ ଆସନରୁ ପ୍ରାର୍ଥୀତ୍ୱ ନାମ ଘୋଷଣା କରାଯିବା ପରେ କିଛି ଆଗଧାଡ଼ିର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବାରିହୋଇ ପଡ଼ୁଛି । ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ନିମନ୍ତେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥ ତାଲିକା ଘୋଷଣା କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ୧୮ ଜଣଙ୍କ ନାଁ ସାମିଲ ହୋଇଛି । ଏଥର…

ପ୍ରାର୍ଥୀତ୍ୱ ଘୋଷଣା ପରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ଓ ସମ୍ବିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପ୍ରାର୍ଥୀତ୍ୱ ଘୋଷଣା ପରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ଓ ସମ୍ବିତ

ପ୍ରାର୍ଥୀତ୍ୱ ଘୋଷଣା ପରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ଓ ସମ୍ବିତ #ପୁରୀ(ଏନ୍‌.ଏମ୍‌.): ଆସନ୍ତା ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ନେତାମାନଙ୍କ ଜନସାଧାରଣଙ୍କ ହୃଦୟ ଜିତିବା ପାଇଁ ଉଦ୍ୟମ ସେତିକି ସେତିକି ବଢ଼ିବାରେ ଲାଗିଛି । କେବଳ ଜନସାଧାରଣଙ୍କ ହୃଦୟ ଜିତିବା ନୁହେଁ ବିଭିନ୍ନ ଦେବଦେବୀଙ୍କ ଆର୍ଶିବାଦ ନେବାକୁ ମଧ୍ୟ ଲମ୍ବା ଲାଇନ ଲାଗିଛି । କିଏ ମନ୍ଦିରରେ ପହଞ୍ଚି ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଉଛି…

ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ

ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଗତ ୧୬ଦିନ ଧରି ଜାରି ରହିଥିବା ଚର୍ଚ୍ଚାରେ ଆଜି ଉଭୟ ବିଜେପି ଓ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦୀର୍ଘ ଦିନର ଚର୍ଚ୍ଚାର ଅବସାନ ଘଟିବା ପରେ ଏବେ ଜନସାଧାରଣଙ୍କୁ ସ୍ପଷ୍ଟ କରିଛନ୍ତି ଉଭୟ…

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ ‘ଦଳଠାରୁ ଦୂରେଇ ଗଲେ ପ୍ରଖର କାମ କରିପାରିବି’ #କଟକ(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ରାଜନୈତିକି ଶିବିରରେ ଦୁନ୍ଦୁଭି ବାଜୁଥିବାବେଳେ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ରାଜନୈତିକ ସମୀକ୍ଷକଙ୍କ ଅଙ୍କକୁ ସତେ ଯେମିତି ବିଗାଡ଼ି ଦେଇଛି । ହଠାତ ଶ୍ରୀ ମହତାବ ଇସ୍ତଫା ଦେବା ପରେ ରାଜନୈତିକ ପାଣିପାଗ କେଉଁ ଆଡ଼କୁ ଯାଉଛି ତାହାକୁ ଦେଖିବାକୁ ବାକି ରହିଲା…

ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା

ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା ଏକାକୀ ଲଢ଼ିବାକୁ ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ସାଧାରଣ ନିର୍ବାଚନ ଏବଂ ବିଜେଡି-ବିଜେପି ମେଣ୍ଟ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦୀର୍ଘ ଦିନ ଧରି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପ୍ରତିଥର ଏହାକୁ ଖଣ୍ଡନ କରିଥିଲେ ମନମୋହନ । ତଥାପି ବିଭିନ୍ନ ମହଲରେ ଆଲୋଚନା ବୈଠକ…