କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା

କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା
କଟକ (ଏନ୍‌.ଏମ୍‌.): କଲରାବାଙ୍କ ଠାରେ ମଧ୍ୟ ଭୁବନେଶ୍ୱର କିଟ, କିସ ଅନୁଷ୍ଠାନ ଭଳି ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି କିଟ୍‌ର ମୁଖ୍ୟ ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନର ଶୁଭ ଉଦ୍‌ଘାଟନ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *