କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ [caption id="attachment_3679" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ନଗର (ଜିଲ୍ଲା) କଂଗ୍ରେସ କମିଟର ଏକ ବୈଠକ ସ୍ଥାନୀୟ ଧବଳେଶ୍ୱର ଗଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତ୍ରୀ ନୟନା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ କଂଗ୍ରେସ କର୍ମୀମାନେ ୱାର୍ଡ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ସମାଧାନ…

ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ

ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ କଟକ(ଏନ୍‌.ଏମ୍‌.): ଜଙ୍ଗଲ ଓ ପରିବେଶ ବିଭାଗ ଜବତ କରିଥିବା ପୋଷାଶୁଆ ‘କୋକୋ’କୁ ତା’ର ପାଳନକର୍ତ୍ତୀଙ୍କୁ ଫେରାଇଦେବା ପାଇଁ ନିର୍ଦ୍ଦେଶ ଦେବା ଲାଗି ରାଜ୍ୟର ସାତଜଣ ଶିକ୍ଷାବିତ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟକୁ ‘ଅସମ୍ବେଦନଶୀଳ’ ବୋଲି ଦର୍ଶାଇ ଶିକ୍ଷାବିତ୍‍ମାନେ ଲେଖିଛନ୍ତି ଯେ, ଆଇନର ଦ୍ୱାହିଦେଇ ଅମାନୁଷିକ କାମ କରିବା…

ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ

ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ହେଉଛି ଏକ ଖାଦ୍ୟପ୍ରିୟ ଦେଶ , ଏହି ଦେଶର ଏକ ଏପରି ଖାଦ୍ୟପେୟ ସଂସ୍ଥା ରହିଛି ଯାହା ବିଗତ ୧୦୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ଲୋକଙ୍କ ମନରେ ଏକ ନୂଆ ଧାରଣ ଜନ୍ମେଇଛ ଯେ ଭଲ ଖାଇବା ଦେଲେ ଭଲ ସମ୍ପର୍କ ସାଙ୍ଗକୁ ବ୍ୟବସାୟ ମଧ୍ୟ ଭଲ ଭାବରେ ଆଗକୁ ବଢ଼ିଥାଏ ବୋଲି କରିମ ରେଷ୍ଟୁରାଣ୍ଟର…

ରାଜସ୍ୱ ବିଭାଗର ସମୀକ୍ଷା ବୈଠକ : ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜସ୍ୱ ବିଭାଗର ସମୀକ୍ଷା ବୈଠକ : ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ

ରାଜସ୍ୱ ବିଭାଗର ସମୀକ୍ଷା ବୈଠକ : ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଚାଲୁ ରହିଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କ୍ଷେତ୍ରରେ ଜମି ଅଧିଗ୍ରହଣ ଦିଗରେ ରହିଥିବା ଅସୁବିଧା ଦୂର କରିବା ସହ ନିର୍ଦ୍ଧାରିତ ସମୟରେ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି…

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ କୋଣାର୍କ ସ୍ଥିତ ମଙ୍ଗୁଳେଶ୍ୱର ମହାଦେବଙ୍କ ପୀଠରେ ସମସ୍ତ ସାମ୍ବାଦିକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମସ୍ତ ସଭ୍ୟଙ୍କ ସର୍ବ ସମ୍ମତି କ୍ରମେ କୋଣାର୍କ ସମାଜ ପ୍ରତିନିଧି ଧନଞ୍ଜୟ ବେହେରାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ସେହିପରି ବିଶ୍ୱଜିତ…

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ [caption id="attachment_3663" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଙ୍ଗଦାନ ଶିବିରର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡକ୍ଟର ପ୍ରଭାସ ଆଚାର୍ଯ୍ୟଙ୍କ ସହ ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର…