ଢିଙ୍କିଆ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଢିଙ୍କିଆ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା

ଢିଙ୍କିଆ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା [caption id="attachment_3450" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଗ୍ରାମରେ ପ୍ରସ୍ତାବିତ ଜିନ୍ଦଲ କମ୍ପାନୀର ପ୍ରକଳ୍ପକୁ ବିରୋଧ କରି ଜନତା ଓ ପୁଲିସ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରସଙ୍ଗକୁ ନେଇ ଆଜି ହାଇକୋର୍ଟରେ ପୃଥକ ଭାବେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କ୍ଷତିଗ୍ରସ୍ତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ ପୁଲିସର ଲାଠିଚାଳନାରେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ [caption id="attachment_3650" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଜୋରଦାର ଚାଲିଛି । ଜିଲ୍ଲାପରିଷଦ ଜୋନ ସଦସ୍ୟମାନନେ ବିଭିନ୍ନ ଦଳରୁ ଟିକେଟ ନେଇ ନାମାଙ୍କନପତ୍ର ଦାଖଲ କରୁଥିବାବେଳେ ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡ଼ସଦସ୍ୟମାନେ ପରୋକ୍ଷରେ ବିଭିନ୍ନ ଦଳୀୟ ସମର୍ଥନ ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଏହି ପରିପେକ୍ଷୀରେ…

କରୋନା ସଂକ୍ରମଣ ମୁକାବିଲା ପାଇଁ ଟୀକା ଉପରେ ଗୁରୁତ୍ୱ : ସମ୍ମୁଖ ଯୋଦ୍ଧା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଷ୍ଟର ଡୋଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ମୁକାବିଲା ପାଇଁ ଟୀକା ଉପରେ ଗୁରୁତ୍ୱ : ସମ୍ମୁଖ ଯୋଦ୍ଧା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଷ୍ଟର ଡୋଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କରୋନା ସଂକ୍ରମଣ ମୁକାବିଲା ପାଇଁ ଟୀକା ଉପରେ ଗୁରୁତ୍ୱ ସମ୍ମୁଖ ଯୋଦ୍ଧା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଷ୍ଟର ଡୋଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଯଥେଷ୍ଟ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କରୋନା ବା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ହେଉ ଏହାର ସଂକ୍ରମଣ କିଭଳି…

ଢିଙ୍କିଆରେ ବର୍ବର ଲାଠି ଚାଳନାକୁ ବିରୋଧ କରି ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଢିଙ୍କିଆରେ ବର୍ବର ଲାଠି ଚାଳନାକୁ ବିରୋଧ କରି ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଢିଙ୍କିଆରେ ବର୍ବର ଲାଠି ଚାଳନାକୁ ବିରୋଧ କରି ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର [caption id="attachment_3643" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଢିଙ୍କିଆବାସୀଙ୍କ ଉପରେ ପୁଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜ ବିରୁଦ୍ଧରେ ମହାନଗର ନାଗରିକ ମଞ୍ଚ ପକ୍ଷରୁ ଆରଡିସିଙ୍କ ଅଫିସ୍ ସମ୍ମୁଖରେ ପ୍ରତିବାଦ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେ ଅଞ୍ଚଳରେ ପୁଲିସ୍ ଆତଙ୍କରାଜ ବନ୍ଦ କରିବା…

ରାଜ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା: ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ
Uncategorized

ରାଜ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା: ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ

ରାଜ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା: ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ମତଦାନ ଆରମ୍ଭ ହେବ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଚି । ରାଜ୍ୟରେ ମୋଟ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ତେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କର ମୃତ୍ୟୁହେଲେ ଦିଆଯାଉଥିବା ଅନୁକମ୍ପା ରାଶିକୁ ରାଜ୍ୟ…

ଗୋପ ବ୍ଲକରେ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଘୋଷଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗୋପ ବ୍ଲକରେ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଘୋଷଣା

ଗୋପ ବ୍ଲକରେ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଘୋଷଣା କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ କାକଟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଳକର ୧୪ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୩ଟି ଗ୍ରାମ ପଞ୍ଚାୟତର ଦଳୀୟ ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ଘୋଷଣା ନିମନ୍ତେ ଅନୁଷ୍ଠିତ ବୈଠକରେ ପୁରୀ…