ମାର୍ଚ୍ଚ ୭ରେ ଏକକ ବିଷୟ ଓ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାର୍ଚ୍ଚ ୭ରେ ଏକକ ବିଷୟ ଓ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା

ମାର୍ଚ୍ଚ ୭ରେ ଏକକ ବିଷୟ ଓ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା ୨୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୬୦୪ ଛାତ୍ରଛାତ୍ରୀ [caption id="attachment_4032" align="alignnone" width="300"] File Photo[/caption] କଟକ(ଏନ୍‌.ଏମ୍‌.): ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଅଷ୍ଟମ ଶ୍ରେଣୀ (୮ମ ଷ୍ଟାଣ୍ଡର୍ଡ)…

ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ

ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ [caption id="attachment_4028" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଜଗତପୁର (ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜଗତପୁରସ୍ଥିତ ଆଇବି ରୋଡ ଜେମାମଣି ମଣ୍ଡପରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜନସମର୍ଥନ ଜାହିର କରୁଛି ବିଜେଡି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜନସମର୍ଥନ ଜାହିର କରୁଛି ବିଜେଡି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜନସମର୍ଥନ ଜାହିର କରୁଛି ବିଜେଡି [caption id="attachment_3980" align="alignnone" width="300"] (ଫାଇଲ ଫଟୋ)[/caption] କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜର ଦବଦବା ଦେଖାଇ ପାରିଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଥିବାବେଳେ ଏଥର କିନ୍ତୁ…

ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ , ୪ ଅଟକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ , ୪ ଅଟକ

ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ, ୪ ଅଟକ [caption id="attachment_4022" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକରେ ପୁଣି ନକଲି ସାମଗ୍ରୀ ଜବତ ହୋଇଛି । ଗଙ୍ଗା ମନ୍ଦିର ଅଞ୍ଚଳରେ ଦୀର୍ଘଦିନ ଧରି ଚାଲୁଥିବା ଏକ ନକଲି ଧୂପକାଠି କାରଖାନାରେ…

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଅଶାନ୍ତି, ବିଭିନ୍ନ ସମସ୍ୟା ନେଇ ଧାରଣା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଅଶାନ୍ତି, ବିଭିନ୍ନ ସମସ୍ୟା ନେଇ ଧାରଣା

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଅଶାନ୍ତି, ବିଭିନ୍ନ ସମସ୍ୟା ନେଇ ଧାରଣା [caption id="attachment_4018" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ବିଦ୍ୟାଧରପୁର ସ୍ଥିତ କେନ୍ଦ୍ର ସରକାରଙ୍କର ଜାତୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନରେ ଆଜି ଶୁକ୍ରବାର ଦିନ ଶ୍ରମିକ ଅଶାନ୍ତି ଦେଖା ଦେଇଛି ।…

କପାସି ସମବାୟ ସମିତିରେ ଦୁର୍ନୀତି, ଉଚ୍ଚ ସ୍ତରୀୟ ତଦନ୍ତ ଦାବି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କପାସି ସମବାୟ ସମିତିରେ ଦୁର୍ନୀତି, ଉଚ୍ଚ ସ୍ତରୀୟ ତଦନ୍ତ ଦାବି

କପାସି ସମବାୟ ସମିତିରେ ଦୁର୍ନୀତି, ଉଚ୍ଚ ସ୍ତରୀୟ ତଦନ୍ତ ଦାବି ନିଆଳି(ଏନ୍‌.ଏମ୍‌.): କଟକ ଜିଲ୍ଲା ଅଧିନସ୍ଥ ନିଆଳି ବ୍ଲକ୍ କପାସୀ ସେବା ସମବାୟ ସମିତିରେ ଚାଷୀଙ୍କ ନାମ ପଞ୍ଜିକୃତ ତାଲିକାରେ ଥାଇ ମଧ୍ୟ ଚାଷୀ ଧାନ ବିକ୍ରୟ କରି ପାରୁନଥିବା ଅଭିଯୋଗ ହୋଇଛି । କପାସୀ ସମବାୟ ସମିତିରେ…

ପୌର ନିର୍ବାଚନରେ ସିଏମସି ୪୯ନମ୍ବର ୱାର୍ଡ : ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ବିଜେପି ଖୋଜୁଛି ସତ୍ତା, ବିଜୟ ଲକ୍ଷ୍ୟରେ କଂଗ୍ରେସ !
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୌର ନିର୍ବାଚନରେ ସିଏମସି ୪୯ନମ୍ବର ୱାର୍ଡ : ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ବିଜେପି ଖୋଜୁଛି ସତ୍ତା, ବିଜୟ ଲକ୍ଷ୍ୟରେ କଂଗ୍ରେସ !

ପୌର ନିର୍ବାଚନରେ ସିଏମସି ୪୯ନମ୍ବର ୱାର୍ଡ : ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ବିଜେପି ଖୋଜୁଛି ସତ୍ତା, ବିଜୟ ଲକ୍ଷ୍ୟରେ କଂଗ୍ରେସ ! ଜଗତପୁର(ଏନ୍‌.ଏମ୍‌.): ଆସନ୍ତା ପୌରନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୁକ୍ତ ତାରିଖ ଘୋଷଣା କରିବା ପରେ ଏବେ କଟକ ମହାନଗର ନିଗମରେ ବିଭିନ୍ନ ଦଳୀୟ ଶିବିରରେ ବିଗୁଲ…

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ [caption id="attachment_4007" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା । ସେ କିଛି ଦିନ…

ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ !

ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ ! [caption id="attachment_4004" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରବଳ ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ, ବୁଥ୍ ରିଗିଂ ଦେଖିବାକୁ ମିଳିଥିବାବେଳେ ଏ…

ରୁଷ ଓ ୟୁକ୍ରେନ ଲଢ଼େଇ: ଯୁଦ୍ଧ ରୋକିବାକୁ ପୁଟିନଙ୍କ ସହ କଥା ହେଲେ ମୋଦି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ଶିକ୍ଷା ଓ ନିଯୁକ୍ତି

ରୁଷ ଓ ୟୁକ୍ରେନ ଲଢ଼େଇ: ଯୁଦ୍ଧ ରୋକିବାକୁ ପୁଟିନଙ୍କ ସହ କଥା ହେଲେ ମୋଦି

ରୁଷ ଓ ୟୁକ୍ରେନ ଲଢ଼େଇ: ଯୁଦ୍ଧ ରୋକିବାକୁ ପୁଟିନଙ୍କ ସହ କଥା ହେଲେ ମୋଦି ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇ ଯାଇଛି । ଉଭୟସେନାଙ୍କ ମଧ୍ୟରେ ଗୁଳିବିନିମୟ ସାଙ୍ଗକୁ ବୋମା ବିସ୍ପୋରଣ ଜନସାଧାରଣଙ୍କୁ ମଧ୍ୟ ଭୟଭୀତ କରି ପକାଇଛି ।…

ପୌର ନିର୍ବାଚନ ପାଇଁ ଘୋଷଣା: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୌର ନିର୍ବାଚନ ପାଇଁ ଘୋଷଣା: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ପୌର ନିର୍ବାଚନ ପାଇଁ ଘୋଷଣା: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି ଭୁବନେଶ୍ୱର(ଏନ.ଏମ୍‌.): ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପରେ ଆଜି ଫେବୃୟାରୀ ୨୫ତାରିଖରେ ପୌର ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଛି । ଆଜି ଏ…

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢାଉ: ପିକ୍‌ଅପ୍‌ଭ୍ୟାନ୍ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢାଉ: ପିକ୍‌ଅପ୍‌ଭ୍ୟାନ୍ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢାଉ: ପିକ୍‌ଅପ୍‌ଭ୍ୟାନ୍ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ [caption id="attachment_3994" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ପକ୍ଷରୁ ଅତର୍କୀତ ଚଢ଼ାଉ କରାଯାଇ ସ୍ଥାନୀୟ ଜଗତପୁର-ଚଣ୍ଡିଖୋଲ ରାସ୍ତାର ଟାଙ୍ଗୀ ଥାନା ଅନ୍ତର୍ଗତ-ମଙ୍ଗୁଳି…

ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା [caption id="attachment_3991" align="alignnone" width="300"] (ଫଟୋ-କାହ୍ନୁଚରଣ ପଣ୍ଡା)[/caption] କଟକ(ଏନ୍‌.ଏମ୍‌.): ଗୋପବନ୍ଧୁ ସେବା ସଂଗଠନର ସହ ସମ୍ପାଦକ ପ୍ରମେୟ କାନୁନଗୋଙ୍କ ବିୟୋଗରେ ସଂଗଠନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗତପୁରସ୍ଥିତ ସଂଗଠନ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଦେବଦୂତ ସାଜିଲେ କର୍କଟ ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଦେବଦୂତ ସାଜିଲେ କର୍କଟ ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ

ଦେବଦୂତ ସାଜିଲେ କର୍କଟ ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ ଭୁବନେଶ୍ୱର(ଏନ୍‌.ଏମ୍‌.) : କ୍ୟାନସର ଆଉ ଦୁଃସାଧ୍ୟ ରୋଗ ହୋଇ ନାହିଁ । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହାର ନିରାକରଣ ସମ୍ଭବ । ଠିକ୍ ଯେମିତି ବୁଲନ୍ଦଶାହର ଏକ ଝିଅ ସାଇମାଙ୍କ କ୍ଷେତ୍ରରେ ହେଲା…

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ମହାଶିବରାତ୍ରୀ ପର୍ବ ନିମନ୍ତେ ସମନ୍ୱୟ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ମହାଶିବରାତ୍ରୀ ପର୍ବ ନିମନ୍ତେ ସମନ୍ୱୟ ବୈଠକ

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ମହାଶିବରାତ୍ରୀ ପର୍ବ ନିମନ୍ତେ ସମନ୍ୱୟ ବୈଠକ କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ରାତି ୧୦ ଟାରେ ଉଠିବ ମହାଦୀପ [caption id="attachment_3984" align="alignnone" width="300"] Photo by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀ…

ଭୋଟ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ନିର୍ବାଚନ କମିଶନଙ୍କ ସମୀକ୍ଷା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଭୋଟ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ନିର୍ବାଚନ କମିଶନଙ୍କ ସମୀକ୍ଷା

ଭୋଟ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ନିର୍ବାଚନ କମିଶନଙ୍କ ସମୀକ୍ଷା [caption id="attachment_3980" align="alignnone" width="300"] (ଫାଇଲ ଫଟୋ)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପର୍ଯ୍ୟାୟ ଶେଷ ହୋଇଛି । ନିର୍ବାଚନରେ ପ୍ରାର୍ଥୀମାନଙ୍କ ଭାଗ୍ୟ ଏବେ ଭୋଟ ବାକ୍ସ ମଧ୍ୟରେ ଆବଦ୍ଧ ରହିଛି…

କଟକ ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବେଙ୍ଗ ମହାପାତ୍ରଙ୍କ ପରଲୋକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବେଙ୍ଗ ମହାପାତ୍ରଙ୍କ ପରଲୋକ

କଟକ ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବେଙ୍ଗ ମହାପାତ୍ରଙ୍କ ପରଲୋକ [caption id="attachment_3976" align="alignnone" width="233"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ପୌରପରିଷଦର ଉପନଗରପାଳ ବିଜୟ ମହାପାତ୍ର (ବେଙ୍ଗ)ଙ୍କ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ କନକ, ତିନିପୁତ୍ର ବିଶ୍ୱଜିତ, ସତ୍ୟଜିତ୍…

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୯ ପଦକ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୯ ପଦକ

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୯ ପଦକ [caption id="attachment_3973" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଦ୍ୱାଦଶତମ ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତା ଓ ଦ୍ୱିତୀୟ ଫେଡେରେସନ୍ କପ୍ ଗତ ୧୪ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶର ସୋଲାନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ କୁଡ଼ୋ…

ନିମପୁର ଉଚ୍ଚ ବିଦ୍ୟାଳୟ ୨୦୦୬ ମସିହା ଛାତ୍ର ଛାତ୍ରୀଙ୍କର ବନ୍ଧୁ ମିଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିମପୁର ଉଚ୍ଚ ବିଦ୍ୟାଳୟ ୨୦୦୬ ମସିହା ଛାତ୍ର ଛାତ୍ରୀଙ୍କର ବନ୍ଧୁ ମିଳନ

ନିମପୁର ଉଚ୍ଚ ବିଦ୍ୟାଳୟ ୨୦୦୬ ମସିହା ଛାତ୍ର ଛାତ୍ରୀଙ୍କର ବନ୍ଧୁ ମିଳନ [caption id="attachment_3969" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଜଗତପୁରସ୍ଥିତ ନିମପୁର ଉଚ୍ଚ ବିଦ୍ୟାଳୟର ୨୦୦୬ ମସିହା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଜଗତପୁର ଆଇବି ରୋଡରେ ଥିବା ଜେମାମଣି ମଣ୍ଡପରେ ଏକ ବନ୍ଧୁ…

ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି

ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି ଯାଜପୁର(ଏନ୍‌.ଏମ୍‌.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଶେଷ ହୋଇଛି । ଏହି ଅବସରରେ ରାଜ୍ୟର ୨୭ଟି ଜିଲ୍ଲାରେ ମତଦାନ ହୋଇଛି । ରାଜ୍ୟର ୬୪ଟି ବ୍ଲକର ୧୬୩ଟି ଜିଲ୍ଲାପରିଷଦ ଜୋନରେ ମତଦାତାମାନେ ପ୍ରତିନିଧିଙ୍କୁ ଭୋଟ…