ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂଆ ନିଯୁକ୍ତି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂଆ ନିଯୁକ୍ତି

ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂଆ ନିଯୁକ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦାୟୀ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟ ସଚିବ ପାହ୍ୟାର ପଦବୀରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ଡିଜିପି ଭାବେ ଅଭୟଙ୍କର ଆଜି ଥିଲା ଶେଷ କାର୍ଯ୍ୟ ଦିବସ । ସେ ଆଜି ଅବସରର…

ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ

ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ [caption id="attachment_3424" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଓଡିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ପୂର୍ବତନ ଡିଜିପି ଅଭୟ ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ଏହି ଅବସରରେ ବରିଷ୍ଠ ପୁଲିସ ଅଧିକାରୀମାନେ ନୂତନ ଡିଜିପି ଶ୍ରୀ ବଂଶଲଙ୍କୁ ସ୍ୱାଗତ ଜଣାଇଥିଲେ…

ଜାନୁଆରୀ୧ରୁ ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜାନୁଆରୀ୧ରୁ ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ

ଜାନୁଆରୀ୧ରୁ ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ ଭୁବନେଶ୍ୱର(ଏନ୍‌.ଏମ୍‌.): ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ । ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକ ଏହଦ୍ୱାରା ଉପକୃତ ହେବେ । ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ । ଆଜି ଆୟୋଜିତ ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ନୂଆବର୍ଷରେ ସରକାରଙ୍କ ଉପହାର : ରାଜ୍ୟର ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ନୂଆବର୍ଷରେ ସରକାରଙ୍କ ଉପହାର : ରାଜ୍ୟର ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା

ନୂଆବର୍ଷରେ ସରକାରଙ୍କ ଉପହାର ରାଜ୍ୟର ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟର ୫ଟି ମହାନଗର ନିଗମ ଅଞ୍ଚଳର ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଜାଗା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୫ମହାନଗର ନିଗମ- ଭୁବନେଶ୍ୱର, କଟକ,…

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ: ଯୋଗଦେବେ ଜିଲ୍ଲାପାଳ ଓ ଏସପି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ: ଯୋଗଦେବେ ଜିଲ୍ଲାପାଳ ଓ ଏସପି

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ ଯୋଗଦେବେ ଜିଲ୍ଲାପାଳ ଓ ଏସପି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ନିର୍ବାଚନକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହେଉଥିଲେ ମଧ୍ୟ ନିର୍ବାଚନକୁ କିଭଳି ସ୍ୱଚ୍ଛ ଏବଂ ଅବାଧ କରାଯିବ ସେନେଇ ନିର୍ବାଚନ କମିଶନର ପ୍ରସ୍ତୁତି ଚଳାଇଛନ୍ତି । ତେବେ ପଛୁଆ ବର୍ଗଙ୍କ ସଂରକ୍ଷଣ ବିନା ନିର୍ବାଚନ ନକରିବାକୁ ବିରୋଧୀ ଦଳଗୁଡ଼ିକର…

ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ:ଉଭୟ ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିଅନ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ:ଉଭୟ ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିଅନ

ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ:ଉଭୟ ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିଅନ କଟକ(ଏନ୍‌.ଏମ୍‌.): ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୭୧ତମ ସିନିୟର ଜାତୀୟ ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାର ଉଭୟ ବର୍ଗରେ ଉତ୍ତରପ୍ରଦେଶ ଦଳ ଚାମ୍ପିଅନ ହୋଇଛି । ପୁରୁଷ ଫାଇନାଲରେ ଉତ୍ତରପ୍ରଦେଶ ଦଳ ୮୦-୬୬ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା । ସେହିପରି ମହିଳା ଫାଇନାଲରେ ଉତ୍ତରପ୍ରଦେଶ ୭୦-୬୧ରେ ଓଡ଼ିଶାକୁ ହରାଇଥିଲା । ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଉତ୍ତରାଖଣ୍ଡ…

ଜଗତପୁର ଚୋରି ଘଟଣା: ୩ ଗିରଫ, ସମସ୍ତ ଚୋରି ସାମଗ୍ରୀ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଚୋରି ଘଟଣା: ୩ ଗିରଫ, ସମସ୍ତ ଚୋରି ସାମଗ୍ରୀ ଜବତ

ଜଗତପୁର ଚୋରି ଘଟଣା: ୩ ଗିରଫ, ସମସ୍ତ ଚୋରି ସାମଗ୍ରୀ ଜବତ ଜଗତପୁର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଉକ୍ତ ଅଞ୍ଚଳରେ ବାରମ୍ବାର ଚୋରି, ରାହାଜାନି ଭଳି ଘଟଣା ଘଟିବା ଯୋଗୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ତେବେ ତଥାପି ଥାନା ଅଧିକାରୀ ଏହାକୁ ଚାଲେଞ୍ଜ ଭାବେ ନେଇ ଗୋଟିଏ ପରେ…

ଆରପାରିରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପାରିରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି

ଆରପାରିରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ଆରପାରିରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତି । ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁ ସେ ଝାରସୁଗୁଡ଼ାରେ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ବିୟୋଗ ହୋଇଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ କିଶୋର ମହାନ୍ତି…

ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା

ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା କଟକ(ଏନ୍‌.ଏମ୍‌.): ଆସନ୍ତା ନୂଆବର୍ଷ ଉତ୍ସବ ପାଳନ ଉପରେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ନମ୍ବର ୭୪୫୮ତା ୨୪.୧୨.୨୧ରେ ଉଲ୍ଲେଖ ରହିଥିବାବେଳେ ଆଜି ସିଏମସି କମିଶନର ନିର୍ଦ୍ଦେଶନାମା ନମ୍ବର ୧୨୬୪୧ ତା ୩୦.୧୨.୨୧ରେ ସ୍ୱତନ୍ତ୍ର କଟକଣା ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମା…

ଚନ୍ଦକା ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଜଙ୍ଗଲ ସଫାରୀ ଯାନ ଲୋକର୍ପିତ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚନ୍ଦକା ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଜଙ୍ଗଲ ସଫାରୀ ଯାନ ଲୋକର୍ପିତ

ଚନ୍ଦକା ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଜଙ୍ଗଲ ସଫାରୀ ଯାନ ଲୋକର୍ପିତ ଭୁବନେଶ୍ୱର(ଏନ୍‌.ଏମ୍‌.): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ଗୋଡ଼ିବାରୀଠାରେ ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଗୋଡ଼ିବାରୀ, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ…

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ

ନୂଆ ଓଡ଼ିଆ ଚଳଚ୍ଚିତ୍ର 'ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ ଭୁନନେଶ୍ୱର (ଏନ୍‍.ଏମ୍‍.): ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା 'ମନ ମୋର କାଗଜ ଗୁଡି’ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ସ୍କୁଲ ଆଣ୍ଡ ମାସ ଏଜୁକେଶନ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ । ଆଜି ଏହି ଗ୍ରାଣ୍ଡ ଅଡିଓ ରିଲିଜ…

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ ବାଲେଶ୍ୱର (ଏନ୍‌.ଏମ୍‌.): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି । ସେ ଜୟଗୁର କଲୋନୀ ବିଡାନାସୀ ନିବାସୀ । ସମ୍ପ୍ରତି ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ…

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା କଟକ(ଏନ୍‌.ଏମ୍‌.): ସହାୟତା ନେବାକୁ କରୋନା କଟକଣାକୁ ଭୁଲିଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସହରରେ । ସରକାରଙ୍କ ପକ୍ଷରୁ ରାସନକାର୍ଡ଼ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତେବେ ସରକାରଙ୍କ ଘୋଷଣା ପରେ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏ ପ୍ରଦାନ ଆରମ୍ଭ ହୋଇଛି । ତେବେ ଆଜି କଟକ ସହରର ବିଭିନ୍ନ ୱାର୍ଡ଼ରେ ହିତାଧିକାରୀଙ୍କ…

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ । ଏହି ସୁବିଧାକୁ ପ୍ରେସ କ୍ଲବଠାରେ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା ପ୍ରତିବନ୍ଧକରେ ଉଭୟ ଟିଭି ଓ ଇଣ୍ଟରନେଟ ସେବା ପାଇପାରିବେ । ଅନ୍ୟପକ୍ଷରେ ଏହା…

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ ଭୁବନେଶ୍ୱର (ଏନ୍‌.ଏମ୍‌.): କରେନା ଯୋଗୁଁ ଦୀର୍ଘ ଦିନ ପରେ ଆସନ୍ତା ନୂଆବର୍ଷରୁ ପ୍ରାଥମିକ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ପୂର୍ବ ଗାଇଡଲାଇନ୍ ଅନୁସାରେ ପିଲାମାନଙ୍କୁ…

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ ପରିଷଦ କାମ କରୁଥିବା ଜିଲ୍ଲାଗୁଡ଼ିକରେ କାର୍ଯ୍ୟକ୍ଷମ ହେଲା କ୍ଷେତ୍ର କାର୍ଯ୍ୟାଳୟ ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପଶ୍ଚିମାଞ୍ଚଳ ବିକାଶ ପରିଷଦର ୫୮ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ବୈଠକରେ ୫୭ତମ ବୈଠକର ବିବରଣୀକୁ ଅନୁମୋଦନ କରାଯାଇଥିଲା । ପରିଷଦ କାର୍ଯ୍ୟ କରୁଥିବା ସମସ୍ତ ୧୧ ଗୋଟି ଜିଲ୍ଲାରେ ତା’ର କ୍ଷେତ୍ର କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିଛି…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର (ଏନ୍‌.ଏମ୍‌.): କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଓମିକ୍ରୋନ ମୁକାବିଲା ନେଇ ସଚେତନତା କାର୍ଯ୍ୟକ୍ରମ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଓମିକ୍ରୋନ ସମ୍ପର୍କରେ ଜ୍ଞାନ ଆହୋରଣ ସହ…

କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ

କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ କଟକ(ଏନ୍‌.ଏମ୍‌.): କଟକ ସହରରେ ଏବେ କରୋନା ପୁଣି ଲେଉଟାଣୀ ନେଇଛି । ପ୍ରତିଦିନ କିଛିକିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଗୋଟିଏ ପରିବାରର ୬ଜଣ ବ୍ୟକ୍ତିଙ୍କ ନମୂନାରେ କୋଭିଡ ପଜିଟିଭ ବାହାରିଛି । ଯାହାକୁ ନେଇ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଯିବା ସହ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏ ନେଇ ସିଏମସି…

ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ

ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ କଟକ(ଏନ୍‌.ଏମ୍‌.): ମହାନଦୀ ବିହାର ସ୍ଥିତ ସେଲିବ୍ରେସନ ମଣ୍ଡପ ବିଜୁ ପଟ୍ଟନାୟକ ପାର୍କ ଠାରେ ସିଏମସି ଦ୍ୱାରା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଓପନ ଜିମ ଓ ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଇଂ. ସୁବ୍ରତ…

ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ, ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ
Slider ଅପରାଧ କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ, ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ

ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଗୁଡ଼ି ଉଡାଇବା କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ । ଗୁଡ଼ି ଉଡ଼ାଇବାବେଳେ ରାସ୍ତାରେ ମାଞ୍ଜାସୂତା ଝୁଲୁଥିବା ଯୋଗୁଁ ରାସ୍ତାରେ ଯାଉଥିବା ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଥିବା ନଜୀରକୁ ଆସିଛି । ଗତ କାଲି କଟକ ଜିଲ୍ଲା ଜଗତପୁର…