ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ
ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ କଟକ/ଜଗତପୁର(ଏନ୍.ଏମ୍.): କଟକ କମିଶନରେଟ ପୁଲିସ ପଞ୍ଝାରେ ଚୋରା ଗଞ୍ଜେଇ ବ୍ୟବସାୟୀ । ଦୀର୍ଘ ଦିନ ଧରି ବେଆଇନ ଭାବେ ଗଞ୍ଜେଇ କାରବାର କରୁଥିବା ଜଣେ ଅଭିଯୁକ୍ତକୁ ଜଗତପୁର ଥାନା ପୁଲିସ ଗିରଫ କରିବା ସହ ତା ନିକଟରୁ ୧କିଲୋଗ୍ରାମ ୧ଶହ ଗ୍ରାମ ଗଞ୍ଜେଇ ସହିତ ଓଡି୦୪ଏନ୭୩୮୦ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆକ୍ଟିଭାକୁ ଜବତ କରିଛି ।…




















