ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ

ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ ନରସିଂହପୁର(ଏନ୍‌.ଏମ୍‌.): ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପାଇକ ବାରବାଟି ଗ୍ରାମର ବାଉଁସପଦା ସାହିରେ । ସୂଚନା ଅନୁଯାୟୀ ନରସିଂହପୁର-ନୟାଗଡ଼ ମୁଖ୍ୟ ରାସ୍ତାର ପାଇକବାରବାଟି ଠାରେ ଥିବା ନୂଆନାଳ ନିକଟରେ ଥିବା ଆମ୍ବ ତୋଟାକୁ ସେହି ଗ୍ରାମର ପ୍ରଫୁଲ୍ଲ ରାଉତଙ୍କ ପୁଅ ମୃତ ଶ୍ରୀକାନ୍ତ ରାଉତ(୨୦ ବର୍ଷ)ପ୍ରତିଦିନ ଗାଈ ଚରାଇବାକୁ ଯାଇଥିଲେ । ମାତ୍ର…

ଆରପାରିରେ ମନୋରମା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପାରିରେ ମନୋରମା

ଆରପାରିରେ ମନୋରମା କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଲେଖିକା, ସମାଜସେବୀ, କବି, ସାମ୍ବିଦିକା, ଅଧ୍ୟାପିକା, ତଥା ଦୈନିକ ସମାଜ ଖବର କାଗଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରାମା ମହାପାତ୍ରଙ୍କ ଆଜି କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଅପରାହ୍ନ ସମୟରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା…

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ #ନରସିଂପୁର(ଏନ୍‌.ଏମ୍‌.): ସ୍ଥାନୀୟ ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ ହୋଇଯାଇଛି । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କୋଠଘରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଏବଂ ସ୍ଥାନୀୟ ସରପଞ୍ଚ ବୀଣାପାଣି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସଭାପତି…

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ ସରକାରଙ୍କ କୋଭିଡ ନିୟମାବଳୀରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ- ହାଇକୋର୍ଟ #କଟକ (ଏନ୍‌.ଏମ୍‌.): କଟକରେ ପାର୍ବଣ ସମୟରେ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତା ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ ମାମଲାର ରାୟ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି । ଫଳରେ…

ମହାନଦୀରେ ସମ୍ଭାବ୍ୟ ବନ୍ୟା: ଆସନ୍ତା କାଲି ମୁଣ୍ଡଳିରେ ନିଷ୍କାସନ ହେବ ୮ଲକ୍ଷ କ୍ୟୁସେକ ଜଳ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀରେ ସମ୍ଭାବ୍ୟ ବନ୍ୟା: ଆସନ୍ତା କାଲି ମୁଣ୍ଡଳିରେ ନିଷ୍କାସନ ହେବ ୮ଲକ୍ଷ କ୍ୟୁସେକ ଜଳ

ମହାନଦୀରେ ସମ୍ଭାବ୍ୟ ବନ୍ୟା: ଆସନ୍ତା କାଲି ମୁଣ୍ଡଳିରେ ନିଷ୍କାସନ ହେବ ୮ଲକ୍ଷ କ୍ୟୁସେକ ଜଳ ଭୁବନେଶ୍ୱର(ଏନ୍‌.ଏମ୍‌.): ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ତେବେ ଆସନ୍ତା କାଲି (ଶନିବାର) ପୂର୍ବାହ୍ନରେ ୮ଲକ୍ଷ କ୍ୟୁସେକ୍ ପାଣି ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ । ଏହାପରେ ଉକ୍ତ ଦିନ ରାତିରେ ଏହି ପାଣି ମହାନଦୀର…

ଆଜାଦଙ୍କ ବଦାନ୍ୟତା: ନେଲେନାହିଁ ସରକାରୀ ସହାୟତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଜାଦଙ୍କ ବଦାନ୍ୟତା: ନେଲେନାହିଁ ସରକାରୀ ସହାୟତା

ଆଜାଦଙ୍କ ବଦାନ୍ୟତା: ନେଲେନାହିଁ ସରକାରୀ ସହାୟତା କଟକ(ଏନ୍‌.ଏମ୍‌.): ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ନିଆରା ମଣିଷ ବୃନ୍ଦାବନ ଦାସ ଆଜାଦ । ଦିନରାତି କଟକର ଗରିବ ଦଳିତ ତଥା ନିଷ୍ପେସିତଙ୍କ ପାଇଁ କାର୍ଯ୍ୟ କରୁଥିବା ଆଜାଦ ସରକାରୀ ସହାୟତାକୁ ପ୍ରତ୍ୟାଖ୍ୟାନ କରି ଆଉଏକ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ନେଇ କଟକ ସହରର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଆଜାଦ ନିଜପାଇ ନକରି ଅନ୍ୟର…

ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ

ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ କଟକ(ଏନ୍‌.ଏମ୍‌.): ଖାନନଗର ଶ୍ମଶାନରେ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଚୁଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୩୫ ବର୍ଷର ପୁରୁଣା ବିଦ୍ୟୁତ ଶବଦାହ କେନ୍ଦ୍ରକୁ ମାଟିରେ ମିଶାଇ ଦିଆଯାଇଛି । ଅବଶ୍ୟ ବିଦ୍ୟୁତ ଚାଳିତ ବଦଳରେ ଏହାକୁ ପରିବର୍ତ୍ତନ କରାଯାଇ ଲିକ୍ୟୁଇଡ଼ ପ୍ରେଟ୍ରୋଲିୟମ ଗ୍ୟାସ ଦ୍ୱାରା ଶବଦାହ ହେଉଥିଲା । ତେବେ ଏହାକୁ ପୁଣି…

ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ

ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ସମଗ୍ର ବିଶ୍ୱପାଇଁ ଆହ୍ୱାନ ସୃଷ୍ଟି କରିଛି । ପ୍ରଦୂଷଣ ନିୟନ୍ତ୍ରଣକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍‌ଚରିଂ ୱାର୍କ୍ସ’ ପରିସରରେ ଓଡ଼ିଶାର ପ୍ରଥମ କମ୍ପ୍ରେସ…

ତବରେଜ ପୁଣିଥରେ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତବରେଜ ପୁଣିଥରେ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ

ତବରେଜ ପୁଣିଥରେ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ କଟକ(ଏନ୍‌.ଏମ୍‌.): ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ପୁଣି ଥରେ ଇଂ. ତବରେଜ ଖାନ ନିର୍ବାଚିତ ହୋଇଛନ୍ତି । ତବରେଜ ଏହା ପୂର୍ବରୁ ଭାରତୀୟ ଛାତ୍ର ସଂସଦର ପ୍ରତିନିଧି ଭାବେ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ଯୋଗ ଦେଇଥିଲେ । ଇଂ. ଖାନ୍ ବିଜୁ ଛାତ୍ର ଜନତା ଦଳର ରାଜ୍ୟ…

ନରସିଂପୁର ବ୍ଲକରେ ବନ୍ୟା ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ବିଧାୟକଙ୍କ ସମୀକ୍ଷା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନରସିଂପୁର ବ୍ଲକରେ ବନ୍ୟା ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ବିଧାୟକଙ୍କ ସମୀକ୍ଷା

ନରସିଂପୁର ବ୍ଲକରେ ବନ୍ୟା ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ବିଧାୟକଙ୍କ ସମୀକ୍ଷା ନରସିଂପୁର(ଏନ୍‌.ଏମ୍‌.): ଗଲା ତିନି ଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ବାଲିଝରି ଠାରୁ ବାଲିପୁଟ ପର୍ଯ୍ୟନ୍ତ ସମଗ୍ର ବ୍ଲକରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ଏହାର ତୁରନ୍ତ ନିରାକରଣ ନିମନ୍ତେ ବିଧାୟକ ଏକ ସମୀକ୍ଷା କରିଛନ୍ତି । ବ୍ଲକ ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ…

ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ

ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ ଭୁବନେଶ୍ୱର/କଟକ/ସମ୍ବଲପୁର(ଏନ୍‌.ଏମ୍‌.): ଛତିଶଗଡ଼ରେ ଲଗାଣ ବର୍ଷା ହେତୁ ଫୁଲୁଛି ମହାନଦୀ । ଗତକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ତେବେ ଏହି ଉଦ୍‌ବୁଦ୍ଦ ଜଳ କଟକ ମଣ୍ଡଳିରେ ପହଞ୍ଚିବାବେଳକୁ ୧୮ତାରିଖ ପୂର୍ବାହ୍ନ ହୋଇ ପରେ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ…

ବନ୍ୟା ବିଭିଷିକା: ବର୍ଷା ପରେ ବି ସୁଧୁରିନି ନରସିଂପୁର ଅବସ୍ଥା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବନ୍ୟା ବିଭିଷିକା: ବର୍ଷା ପରେ ବି ସୁଧୁରିନି ନରସିଂପୁର ଅବସ୍ଥା

ବନ୍ୟା ବିଭିଷିକା: ବର୍ଷା ପରେ ବି ସୁଧୁରିନି ନରସିଂପୁର ଅବସ୍ଥା ନରସିଂପୁର (ଏନ୍‍.ଏମ୍‍.): ଲଘୁଚାପଜନିତ ଲଗାଣ ବର୍ଷାରେ ସାରା ରାଜ୍ୟରେ ଉତ୍ପାତ ବଢିଚାଲି ଥିବା ବେଳେ ନରସିଂପୁର ବ୍ଲକ ସେଥିରୁ ବାଦ ପଡିନି । ଦୀର୍ଘ ତିନିଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ରେ ସାରା ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ସାଧାରଣ ଜୀବନ ଯାତ୍ରା ଓ ଜୀବିକା ନଷ୍ଟ ହୋଇ ପଡିଛି । ବାଲିପୁଟରୁ ବାଲିଝରି…

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ ବାଲେଶ୍ୱର(ଏନ୍‍.ଏମ୍‍.): ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଶତ୍ରୁ ହାତକୁ ଟେକି ଦେଇ ଅର୍ଥ ରୋଜଗାର କରିବା ପ୍ରବୃତ୍ତି ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ବେଇମାନ କାର୍ଯ୍ୟରେ ଲିପ୍ତ ଥିବା ଦେଶର କିଛି ବ୍ୟକ୍ତିଙ୍କ ଉପରେ ଦେଶର ପ୍ରତିରକ୍ଷା ବିଭାଗ ପକ୍ଷରୁ କଡ଼ାନଜର ରଖାଯାଇଛି । ଓଡ଼ିଶାରେ ଏହିଭଳି ଜଣେ ବେଇମାନ ଈଶ୍ୱର ବେହେରା ଗିରଫ…

ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ

ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ପ୍ରତ୍ୟେକ ନାଗରିକ ପାଇଖାନା ବ୍ୟବହାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ‘ସ୍ୱଚ୍ଛଭାରତ ମିଶନ୍‌’ । ପାଇଖାନା ନିର୍ମାଣ ନିମନ୍ତେ ୧୨ହଜାର ଟଙ୍କାର ସହାୟତା କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ଯୋଜନା କାର୍ଯ୍ୟକାରୀ ହେଉଥିବା ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରମ ଭଳି ବ୍ଲକକୁ ବାହ୍ୟ ମଳମୁକ୍ତ…

ରାଜ୍ୟରେ ବଢ଼ୁଛି ବନ୍ୟା: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜ୍ୟରେ ବଢ଼ୁଛି ବନ୍ୟା: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌

ରାଜ୍ୟରେ ବଢ଼ୁଛି ବନ୍ୟା: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ସମ୍ୱଲପୁର/ଭୁବନେଶ୍ୱର/କଟକ(ଏନ୍‍.ଏମ୍‍.): ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଜିଲ୍ଲାର ବହୁ ଗ୍ରାମ ଜଳମଗ୍ନ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଛି । ଅନ୍ୟପକ୍ଷରେ ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ ଜଳନିଷ୍କାସନ ହୋଇ ପାରୁନଥିବା ଯୋଗୁଁ ଉଦ୍‍ବୁଦ୍ଦ ଜଳ ବନ୍ୟାର ରୂପ ଧାରଣ କରିଛି । ଗୋଟିଏ ପଟେ…

ପୁଣି ଛେଚିବ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୧୦ଟିକୁ ଅରେଞ୍ଜ ୱାର୍ଣ୍ଣିଂ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଣି ଛେଚିବ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୧୦ଟିକୁ ଅରେଞ୍ଜ ୱାର୍ଣ୍ଣିଂ

ପୁଣି ଛେଚିବ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୧୦ଟିକୁ ଅରେଞ୍ଜ ୱାର୍ଣ୍ଣିଂ ଭୁବନେଶ୍ୱର(ଏନ୍‌.ଏମ୍‌.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଏବେ ଚାନ୍ଦବାଲିର ପଶ୍ଚିମ-ଉତ୍ତରପଶ୍ଚିମରେ ୨୦ କିଲୋମିଟର ଦୂରରେ ଓ କେନ୍ଦୁଝରଗଡ଼ର ପୂର୍ବ-ଦକ୍ଷିଣପୂର୍ବରେ ୧୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ…

ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ

ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ କଟକ (ଏନ୍‌.ଏମ୍‌.): କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ଏକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଜଣେ ମହିଳା ରୋଗୀ ବୋଲି ଜଣାପଡ଼ିଛି । ତାଙ୍କ ଘର ବଲାଙ୍ଗିର ଜିଲ୍ଲାରେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ…

ଏସସିବିରେ ପୁଣି ଅଘଟଣ: ଛାତରୁ ଖସିଲା କଂକ୍ରିଟ୍‌, ଅଳ୍ପକେ ବର୍ତ୍ତିଲେ ରୋଗୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ପୁଣି ଅଘଟଣ: ଛାତରୁ ଖସିଲା କଂକ୍ରିଟ୍‌, ଅଳ୍ପକେ ବର୍ତ୍ତିଲେ ରୋଗୀ

ଏସସିବିରେ ପୁଣି ଅଘଟଣ: ଛାତରୁ ଖସିଲା କଂକ୍ରିଟ୍‌, ଅଳ୍ପକେ ବର୍ତ୍ତିଲେ ରୋଗୀ କଟକ(ଏନ୍‌.ଏମ୍‌.): କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ପୁଣି ଅଘଟଣ । ଆଜି ସକାଳୁ ଛାତରୁ କଂକ୍ରିଟ ଖସିପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ରୋଗୀ । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ଏସସିବି ମେଡ଼ିକାଲର ସର୍ଜରୀ ବିଭାଗ ଆଉଟଡୋରରେ ଛାତରୁ କଂକ୍ରିଟ୍ ଖଣ୍ଡ ଖସି ପଡ଼ିଥିଲା । କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସି…

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବନ୍ଦ ପାଇଁ ମଜଦୁର ସଂଘର ଦାବି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବନ୍ଦ ପାଇଁ ମଜଦୁର ସଂଘର ଦାବି

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବନ୍ଦ ପାଇଁ ମଜଦୁର ସଂଘର ଦାବି କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘଦ୍ୱାରା ପରିଚାଳିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଗଠିତ ଏନ୍‌.ଆର୍‌.ଆର୍‌.ଆଇ. କଣ୍ଟ୍ରାକ୍ଟ ଲେବର ୟୁନିୟନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇ ଯାଇଛି । ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ବିନୟ କୁମାର ସିହ୍ନା ଯୋଗଦେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ…

ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ

ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ କଟକ(ଏନ୍‌.ଏମ୍‌.): ପାର୍ବଣରେ ୪ଫୁଟ ଉଚ୍ଚତାର ମୂର୍ତ୍ତି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । କଟକ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି ଶାନ୍ତିକମିଟି ପକ୍ଷରୁ ଆଗତ ବୈଠକରେ ସହରବାସୀଙ୍କ ପୁଞ୍ଜିଭୁତ ଅସନ୍ତୋଷର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ…