କରୋନା ଜନିତ ଆର୍ଥିକ ସମସ୍ୟାର ସମାଧାନ ଦାବିରେ ଏସ୍.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ
କରୋନା ଜନିତ ଆର୍ଥିକ ସମସ୍ୟାର ସମାଧାନ ଦାବିରେ ଏସ୍.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ କଟକ (ଏନ୍.ଏମ୍.): କରୋନା ଜନିତ ଆର୍ଥିକ ସମସ୍ୟାର ସମାଧାନ ଦାବିରେ ଏସୟୁସିଆଇସି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୁପ୍ରିମକୋର୍ଟଙ୍କର ରାୟ ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ…




















