ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଫାଇପ-ଟି କାର୍ଯ୍ୟକ୍ରମ ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଫାଇପ-ଟି କାର୍ଯ୍ୟକ୍ରମ ଶିଳାନ୍ୟାସ

ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଫାଇପ-ଟି କାର୍ଯ୍ୟକ୍ରମ ଶିଳାନ୍ୟାସ [caption id="attachment_10422" align="alignnone" width="300"] News by SmrutiRanjan Tripathy (Choudwar)[/caption] #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ଗ୍ରାମରେ ଥିବା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଆଜି ଫାଇପ-ଟି କର୍ଯ୍ୟକ୍ରମର ଶିଳାନ୍ୟାସ ହୋଇଯାଇଛି । ରାଜ୍ୟ ସରକାର ଶିକ୍ଷାର ଉନ୍ନତି ନିମନ୍ତେ ଏହି ମହତ କାର୍ଯ୍ୟକ୍ରମ ହାତକୁ ନେଇ ଏବେ ରାଜ୍ୟର ବହୁ ବିଦ୍ୟାଳୟ ଗୁଡ଼ିକୁ ଫାଇପ-ଟିରେ ରୂପାନ୍ତରିତ କରୁଛନ୍ତି…

ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳଙ୍କ ମାତୃ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳଙ୍କ ମାତୃ ବିୟୋଗ

ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳଙ୍କ ମାତୃ ବିୟୋଗ [caption id="attachment_10419" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ ମାତା ନୟନା ବିଶ୍ୱାଳ(୬୩)ଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକ ଖବର ପାଇଁ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଜେଡି…

ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା

ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା [caption id="attachment_10416" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଦେଶରେ ଇପିଏଫ ପେନସନ ଦାବି ପାଇଁ ଲୋକସଭାରେ ସାଂସଦ ମଞ୍ଜୁଲତା ମଣ୍ଡଳ ଦାବି ଉଠାଇଥିବାରୁ ଓଡ଼ିଶା ଇପିଏଫ ପେନସନର୍ସ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଓଡିଶା ସମେତ ସାରା ଦେଶରେ ଥିବା ଇପିଏଫ ପେନସନ ଭୋଗୀମାନେ ପାଉଥିବା ସର୍ବନିମ୍ନ…

ରାଜ୍ୟରେ ବଢ଼ୁଛି ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ, ରାତିସୁଧା ମୁଣ୍ଡଳିରେ ପହଞ୍ଚିବ ପିକ୍ ଫ୍ଲଡ୍‌
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜ୍ୟରେ ବଢ଼ୁଛି ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ, ରାତିସୁଧା ମୁଣ୍ଡଳିରେ ପହଞ୍ଚିବ ପିକ୍ ଫ୍ଲଡ୍‌

ରାଜ୍ୟରେ ବଢ଼ୁଛି ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ, ରାତିସୁଧା ମୁଣ୍ଡଳିରେ ପହଞ୍ଚିବ ପିକ୍ ଫ୍ଲଡ୍‌ [caption id="attachment_10413" align="alignnone" width="300"] News by Maheswar Behera & Aditya Paital[/caption] #ଭୁବନେଶ୍ୱର/ଆଠଗଡ଼(ଏନ୍‌.ଏମ୍‌.): ଛତିଶଗଡ଼ ଏବଂ ଓଡ଼ିଶାରେ ଭାରି ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଉଦ୍‌ବୁଦ ଜଳ ମହାନଦୀରେ ଛଡ଼ା ଯାଉଛି । ଏହି…

ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ମୋ’ ସ୍କୁଲ ସବୁଜ ସ୍କୁଲ’, ମୋ’ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟପ୍ରଦ ଅଭିଯାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ମୋ’ ସ୍କୁଲ ସବୁଜ ସ୍କୁଲ’, ମୋ’ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟପ୍ରଦ ଅଭିଯାନ

ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ମୋ’ ସ୍କୁଲ ସବୁଜ ସ୍କୁଲ’, ମୋ’ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟପ୍ରଦ ଅଭିଯାନ [caption id="attachment_10410" align="alignnone" width="300"] News by Saroj Kumar Muduli (Khordha)[/caption] #ଖୋର୍ଦ୍ଧା(ଏନ୍‌.ଏମ୍‌.): ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ କାଇପଦର ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଓ ସମସ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ କାଇପଦର ଉଚ୍ଚ ବିଦ୍ୟାଳୟ ପରସରରେ ମୋ’ ସ୍କୁଲ,…

ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ [caption id="attachment_10406" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ନୂଆପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଞ୍ଚଳରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଗୋଟିଏ ପଟେ ଶିକ୍ଷାର ଉନ୍ନତିକରଣ ନିମରେ ରାଜ୍ୟସରକାର ଫାଇବ-ଟି ଯୋଜନାରେ ସ୍କୁଲଗୁଡ଼ିକର ଉନ୍ନତିକରଣ କରୁଥିବାବେଳେ ଶିକ୍ଷକଙ୍କ ଅଭାବ…

ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ

ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ [caption id="attachment_10403" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ବିରୋଧ କରି କେତେକ ରାଜନୈତିକ ଦଳ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହାକୁ ବିରୋଧ କରିବ ବୋଲି ବିଜେଡି ଖୁଲମଖୁଲା ପ୍ରକାଶ କରିଛି । ଏନଡିଏ ସରକାରକୁ ବିଜେଡି ପୁଣିଥରେ ନିସର୍ତ୍ତ ସମର୍ଥନ ଦେଇଥିବା ସାଂସଦ ତଥା…

ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଛୁଆକୁ ଛାଡ଼ି ଚାଲିଗଲା ମା’: ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ହାତୀଛୁଆର ଚାଲିଛି ଚିକିତ୍ସା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଛୁଆକୁ ଛାଡ଼ି ଚାଲିଗଲା ମା’: ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ହାତୀଛୁଆର ଚାଲିଛି ଚିକିତ୍ସା

ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଛୁଆକୁ ଛାଡ଼ି ଚାଲିଗଲା ମା’: ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ହାତୀଛୁଆର ଚାଲିଛି ଚିକିତ୍ସା ମୟୁରଭଞ୍ଜ(ଏନ୍‌.ଏମ୍‌.): ବର୍ଷା ରାତିକୁ ତୁହାକୁ ତୁହା ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ମୁହଁ ବୁଲାଇ ଚାଲିଗଲା ମା’ । ଯିଏ ମା’କୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ବଞ୍ଚିବା ଶିଖିନି, ତାକୁ ପର କରି ଚାଲିଗଲା ମା’ । ଏଭଳି ଅଭାବନୀୟ ଘଟଣା ମଣିଷ ନୁହେଁ ବରଂ ଏକ ବନ୍ୟଜନ୍ତୁଙ୍କ…

କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ମୃତ୍ୟୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ମୃତ୍ୟୁ

କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ମୃତ୍ୟୁ [caption id="attachment_10393" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ଥ ପଞ୍ଚାୟତର ପଦନପୁର ଗ୍ରାମରେ ବଜ୍ରପାତ ଯୋଗୁଁ ଏହି କୃଷକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ କୁଳମଣି ଦାସ (୪୪) ବୋଲି ଜଣାପଡ଼ିଛି ।…

ପୁଣି ଫେରିଲା କି ମେଣ୍ଢା ମଡ଼କ ?
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଣି ଫେରିଲା କି ମେଣ୍ଢା ମଡ଼କ ?

ପୁଣି ଫେରିଲା କି ମେଣ୍ଢା ମଡ଼କ ? ଅଜଣା ଜନ୍ତୁର ଆକ୍ରମଣରେ ୮ ରୁ ଉର୍ଦ୍ଧ ମେଣ୍ଢା ମୃତ୍ୟୁ,୧୯ଟି ଗୁରୁତର ଆହତ [caption id="attachment_10386" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): କିଛି ବର୍ଷ ତଳେ ନିଆଳି ଅଞ୍ଚଳରେ ମେଣ୍ଢାମଡ଼କ ଘଟଣା ମନରୁ ନଲିଭୁଣୁ ପୁଣି ମେଣ୍ଢା ମଡ଼କ ଦେଖାଦେଇଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ । ତେବେ ଗୋଟିଏ ରାତିରେ ୮ଟି ମେଣ୍ଢା ପ୍ରାଣ…

ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା [caption id="attachment_10382" align="alignnone" width="300"] News by Basanta Rath (Cuttack Sadar)[/caption] #କଟକ ସଦର (ଏନ୍‌.ଏମ୍‌.): କଟକ ଜିଲ୍ଲା କିଶନନଗର ଅନ୍ତର୍ଗତ ବୋଧପୁର ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ବ୍ରାହ୍ମଣ ପଣ୍ଡିତ ଓ କର୍ମାଣି ପୂଜକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କଟକ ସଦର ୪୨ ମୌଜା, ପଟଣାର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା

ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା [caption id="attachment_10376" align="alignnone" width="300"] News by Aditya Kumar Paital (Baranga)[/caption] #ବାରଙ୍ଗ(ଏନ୍‌.ଏମ୍‌.): ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ବିପ୍ଳବୀ ଯୋଦ୍ଧା, ଅଗ୍ରଣୀ ମାର୍କ୍ସବାଦୀ ଚିନ୍ତାନାୟକ, ସର୍ବହରାର ମହାନ ନେତା କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦ୍‌ଯାପନ ଉପଲକ୍ଷେ କଲିକତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ହେବାକୁ ଥିବା ସର୍ବଭାରତୀୟ ବିଶାଳ ଜନସଭାକୁ…

ବରିଷ୍ଠ ନାଗରିକ ସଂସ୍ଥାନ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବରିଷ୍ଠ ନାଗରିକ ସଂସ୍ଥାନ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ବରିଷ୍ଠ ନାଗରିକ ସଂସ୍ଥାନ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ [caption id="attachment_10373" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର-୯ସ୍ଥିତ ବରିଷ୍ଠ ନାଗରିକ ସଂସ୍ଥାନର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟାହ୍ନରେ ସିଡିଏ ସେକ୍ଟର-୮ସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ ଦେବପୂଜନ ପାଇଁ ଉପଲବ୍ଧ ଚାରା (ବେଲ, ଅଁଳା, ନିମ୍ବ) ରୋପଣ କରାଯାଇଥିଲା…

ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ

ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ [caption id="attachment_10370" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଦେବାଶିଷ ପଟେଲ ଓ ଆଠଗଡ ଅବକାରୀ ରେଞ୍ଜ ଉପ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାନପୁର ଥାନା ପାଇକ ବାରବାଟି ଛକରେ ଅବକାରୀ…

ବିଜେପି ରକ୍ତତୀର୍ଥ ମଣ୍ଡଳର ମହା ଜନସଭା: ମୋଦୀଙ୍କ ସଫଳତା ଗାନକଲେ ନେତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପି ରକ୍ତତୀର୍ଥ ମଣ୍ଡଳର ମହା ଜନସଭା: ମୋଦୀଙ୍କ ସଫଳତା ଗାନକଲେ ନେତା

ବିଜେପି ରକ୍ତତୀର୍ଥ ମଣ୍ଡଳର ମହା ଜନସଭା: ମୋଦୀଙ୍କ ସଫଳତା ଗାନକଲେ ନେତା [caption id="attachment_10366" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ବାସୁଦେବପୁର ବିଜେପି ପକ୍ଷରୁ ରକ୍ତ ତୀର୍ଥ ମଣ୍ଡଳମହା ସମାବେଶ ସ୍ଥାନୀୟ ଆର୍ତ୍ତୁଙ୍ଗ ଗ୍ରାମ ପଞ୍ଚାୟତରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ…

୪ର୍ଥ ରାଜ୍ୟ ସ୍ତରୀୟ କୁଡୋ ପ୍ରତିଯୋଗିତା ଉଦଯାପିତ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୪ର୍ଥ ରାଜ୍ୟ ସ୍ତରୀୟ କୁଡୋ ପ୍ରତିଯୋଗିତା ଉଦଯାପିତ

୪ର୍ଥ ରାଜ୍ୟ ସ୍ତରୀୟ କୁଡୋ ପ୍ରତିଯୋଗିତା ଉଦଯାପିତ [caption id="attachment_10363" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ତ୍ରିଶୁଳିଆ ଠାରେ ଦୁଇଦିନ ଧରି (୨୯ ଓ ୩୦ରିଖ) ୪ର୍ଥ ରାଜ୍ୟସ୍ତରୀୟ କୁଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କୁଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସାଧାରଣ ସମ୍ପାଦକ ସିହାନ ନିତାଇ ଶଙ୍କର ଗୁଇଁଙ୍କ ତତ୍ତ୍ୱାବଧାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ…

ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି: ଚୌଦ୍ୱାର-କଟକ ବିଜେଡିର କାର୍ଯ୍ୟକାରିଣୀ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି: ଚୌଦ୍ୱାର-କଟକ ବିଜେଡିର କାର୍ଯ୍ୟକାରିଣୀ ବୈଠକ

ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି: ଚୌଦ୍ୱାର-କଟକ ବିଜେଡିର କାର୍ଯ୍ୟକାରିଣୀ ବୈଠକ [caption id="attachment_10360" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଯୋବ୍ରାସ୍ଥିତ ମ୍ୟାରିଟାଇମ ମ୍ୟୁଜିୟମ ଠାରେ ଚୌଦ୍ୱାର- କଟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ମଣ୍ଡଳୀର ୨୧୧ ଗୋଟି ବୁଥ୍ କମିଟିର ସଭାପତି, ସମ୍ପାଦକମାନଙ୍କ ଦ୍ୱାରା ଏକ ବୁଥ୍‌ସ୍ତରୀୟ କର୍ମଶାଳା…

୫ଟି ସଚିବଙ୍କ ଗସ୍ତକୁ ନେଇ କଟକ ସଦର ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

୫ଟି ସଚିବଙ୍କ ଗସ୍ତକୁ ନେଇ କଟକ ସଦର ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

୫ଟି ସଚିବଙ୍କ ଗସ୍ତକୁ ନେଇ କଟକ ସଦର ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ [caption id="attachment_10357" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟର ବିକାଶ ପଥକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ ସମଗ୍ର ରାଜ୍ୟ ପରିକ୍ରମଣ କରୁଛନ୍ତି । ଏହି ଅବସରରେ କଟକ ସଦର ଅଞ୍ଚଳର ବିଭିନ୍ନ ସ୍ଥାନ ଓ ପ୍ରାଚୀନ ଶୈବପୀଠ ବାବା ପରମହଂସ ପୀଠର…

ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ, ଭୁବନେଶ୍ୱରରେ ଶୁଭେଚ୍ଛା ସଭା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ, ଭୁବନେଶ୍ୱରରେ ଶୁଭେଚ୍ଛା ସଭା

ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ, ଭୁବନେଶ୍ୱରରେ ଶୁଭେଚ୍ଛା ସଭା [caption id="attachment_10354" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ନୟାଗଡ଼ର ଗୌରବ ଆଇରନ୍ ମ୍ୟାନ୍ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍ ଚଢ଼ିବାକୁ ଯାଉଛନ୍ତି । ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ…

ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ

ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ [caption id="attachment_10351" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ବନାଞ୍ଚଳର ସୁକାସନ ସଂରକ୍ଷିତ ଜଙ୍ଗଲରେ ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କରିଛି ଆଠଗଡ଼ ବନବିଭାଗ । ଚନ୍ଦକା ଡମପଡା ଅଭୟାରଣ୍ୟରୁ ଆସିଥିବା ୧୭ ଟି ହାତୀପଲ ଗତ କିଛିଦିନ ଧରି ଆଠଗଡ ବନଖଣ୍ଡକୁ ଚାଲି ଆସିଥିବା…