ପ୍ରେରଣା ପକ୍ଷରୁ ଆମ ଗାଁ ତଅପୋଇ ଉତ୍ସବ
ପ୍ରେରଣା ପକ୍ଷରୁ ଆମ ଗାଁ ତଅପୋଇ ଉତ୍ସବ [caption id="attachment_10948" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍.ଏମ୍.): ସ୍ଥାନୀୟ ଚାଉଳିଆଗଞ୍ଜ ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ‘ଆମ ଗାଁ ତଅପୋଇ’ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ଯୋଗଦେଇ ଏହି କାର୍ଯ୍ୟକ୍ରମ ଜରିଆରେ ଯୁବତୀମାନଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନୁ ଆଣି ପାରୁଛି…



















