ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ପକ୍ଷରୁ ପ୍ରେସ ଲୋଗୋ ଉନ୍ମୋଚିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ପକ୍ଷରୁ ପ୍ରେସ ଲୋଗୋ ଉନ୍ମୋଚିତ

ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ପକ୍ଷରୁ ପ୍ରେସ ଲୋଗୋ ଉନ୍ମୋଚିତ #କଟକ(ଏନ୍‌.ଏମ୍‌.): ସାମ୍ବାଦିକତାର ପରିପୃଷ୍ଟତା, ସାମ୍ବାଦିକ ସମୂହର ବୃତ୍ତିଗତ ଓ ଅର୍ଥନୈତିକ କଲ୍ୟାଣ ତଥା ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ଗଠନ କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଦେଶରେ ତଥା ଦେଶ ବାହାରେ ଘଟୁଥିବା ଘଟଣା ପ୍ରବାହ ଚିନ୍ତାର ବିଷୟ ହୋଇଥିବାବେଳେ ଏ କ୍ଷେତ୍ରରେ ବେଳହୁଁ ସଚେତନତାର ଆବଶ୍ୟକତା ରହିଛି । ସାମ୍ବାଦିକତାର ସୁରକ୍ଷା ଓ…

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ #ପୁରୀ(ଏନ୍‌.ଏମ୍‌.): କଥାରେ ଅଛି ବାଡ଼ ଯଦି ଫସଲ ଖାଇବ ତେବେ ଜଗିବ କିଏ? ଏଭଳି ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ପୁରୀରେ । ସୂଚନା ଅନୁଯାୟୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ତାଙ୍କ ନାଁ ପ୍ରଦୀପ୍ତ କୁମାର ମହାପାତ୍ର । ତାଙ୍କ ଠାରୁ…

ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ

ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ #କଟକ (ଏନ୍‌.ଏମ୍‌.): କଟକ ସହରରେ ଛତୁଫୁଟିଲା ଭଳି ଘରୋଇ ନର୍ସିଂହୋମ ଚାଲିଥିବାବେଳେ ଅନେକ ବେଆଇନ କାର୍ଯ୍ୟ ଚାଲୁଥିବାର ଅଭିଯୋଗ ମଧ୍ୟ ଉଠୁଛି । ତେବେ କେତେକସ୍ଥାନରେ ଲିଙ୍ଗ ନିରୁପଣ ଭଳି ବେଆଇନ କାର୍ଯ୍ୟ ନର୍ସିଂହୋମରେ କରାନଯାଇ କିଛି ଡାକ୍ତରମାନେ ନିଜ ଆବାସରେ ଚଳାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଲିଙ୍ଗ ନିରୂପଣ…

ଚୌଦ୍ୱାର-କଟକରେ ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ସକ୍ରିୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାର-କଟକରେ ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ସକ୍ରିୟ

ଚୌଦ୍ୱାର-କଟକରେ ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ସକ୍ରିୟ ଚଷାପଡା ଗ୍ରାମକୁ ସ୍ୱଛ ପାନୀୟଜଳ ଯୋଗାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର #କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାର ଜନସାଧାରଣଙ୍କ ପିଇବା ପାଣି ନିମନ୍ତେ ସ୍ୱଛପାନୀୟ ଜଳଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ସତ୍ତ୍ୱେ ତାହା ସମୂର୍ଣ୍ଣ ଭାବେ ସଫଳ ହୋଇପାରିନାହିଁ । ଏଭଳି ଘଟଣାକୁ ନେଇ ଚୌଦ୍ୱାର-କଟକ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ସ୍ଥିତ ଚଷାପଡା ଗ୍ରାମର ଗ୍ରାମବାସୀମାନଙ୍କ ମଧ୍ୟରେ ଘୋର…

ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ

ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ସୁଚାରୁ ରୂପେ ପରିଚାଳନା ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ତରଫରୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ବାଚନ ସମ୍ପର୍କିତ ଭିନ୍ନ ଭିନ୍ନ ତାଲିମ ପ୍ରଦାନ କରାଯାଇଛି । ଦିଲ୍ଲୀସ୍ଥିତ ଆଇ.ଆଇ.ଆଇ.ଡି.ଇ.ଏମ୍‌.ରୁ ରାଜ୍ୟର ୮୫ଜଣ ଅଧିକାରୀ ରାଜ୍ୟସ୍ତରୀୟ ମାଷ୍ଟର୍ସ…

ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିଲା ଟ୍ରକ୍‌; ଲୋକେ ଅଟକାଇବାରୁ ପିଟିଲେ ଆଇଆଇସି, କୁହୁଳୁଛି ଅସନ୍ତୋଷ !
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିଲା ଟ୍ରକ୍‌; ଲୋକେ ଅଟକାଇବାରୁ ପିଟିଲେ ଆଇଆଇସି, କୁହୁଳୁଛି ଅସନ୍ତୋଷ !

ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିଲା ଟ୍ରକ୍‌; ଲୋକେ ଅଟକାଇବାରୁ ପିଟିଲେ ଆଇଆଇସି, କୁହୁଳୁଛି ଅସନ୍ତୋଷ ! #ଭଦ୍ରକ(ଏନ୍‌.ଏମ୍‌.): ଥାନା ବାବୁଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ । ଗୋଟିଏ ପଟେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ଗାଡ଼ିର ଡ୍ରାଇଭରଙ୍କ ବିରୋଧରେ ରନ ଆଣ୍ଡ ହିଟ ଧାରା ଲାଗୁ ହେବା ପାଇଁ ନିୟମ ହୋଇଥିବାବେଳେ ଦୁର୍ଘଟଣା ଘଟାଇ ପଳାୟନ କରୁଥିବା ଏକ ଟ୍ରକକୁ ଅଞ୍ଚଳବାସୀ…

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗ; ଚିଟଫଣ୍ଡ ସଂସ୍ଥାରେ ପଶିଲା ଇଡି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗ; ଚିଟଫଣ୍ଡ ସଂସ୍ଥାରେ ପଶିଲା ଇଡି

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗ; ଚିଟଫଣ୍ଡ ସଂସ୍ଥାରେ ପଶିଲା ଇଡି #ଭୁବନେଶ୍ୱର(ଏନ୍‌.ଏମ୍‌.): ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଏକ ଚିଟଫଣ୍ଡ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି । ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଚିଟଫଣ୍ଡ ସଂସ୍ଥାରେ ଏହି ଚଢ଼ାଉ କରାଯାଇଛି । ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର, ଛତ୍ରପୁର, ଚିକିଟି…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅମିନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅମିନ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅମିନ #ବଲାଙ୍ଗୀର(ଏନ୍‌.ଏମ୍‌.): ଜମି ଡିମାର୍କେସନ ପାଇଁ ଅମିନ ଜଣକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଯାଇଛନ୍ତି । ୮ ହଜାର ଟଙ୍କା ଲାଞ୍ଚ ନେଇ ସମ୍ପୃକ୍ତ ଅମିନଙ୍କୁ ମାଡିବସିଛି ଭିଜିଲାନ୍ସ । ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ ଘଟିଛି । ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଅମିନଜଣକ ହେଲେ ନିରମଲେନ୍ଦୁ କବି ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ,…

ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ

ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ #କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌(ଓସିଏ) ପକ୍ଷରୁ ବୁଧବାର ଠାରୁ ଆରମ୍ଭ ହୋଇଥିବା ଅନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ର ଆଜି ଅନୁଷ୍ଠିତ ୩ଟି ମ୍ୟାଚ୍‌ରେ ଓଲ୍‌ଡ ଷ୍ଟିୱାର୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ଓ କେମ୍ବ୍ରିଜ୍ ସ୍କୁଲ ବିଜୟୀ ହୋଇଛନ୍ତି । ସନ୍‌ସାଇନ୍ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଲଡ୍ ଷ୍ଟିୱାର୍ଟ…

ଶ୍ରୀକ୍ଷେତ୍ରରେ ମାଗଣା ବ୍ରତୋପନୟନ ଫେବୃୟାରୀ ୧୮ରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀକ୍ଷେତ୍ରରେ ମାଗଣା ବ୍ରତୋପନୟନ ଫେବୃୟାରୀ ୧୮ରେ

ଶ୍ରୀକ୍ଷେତ୍ରରେ ମାଗଣା ବ୍ରତୋପନୟନ ଫେବୃୟାରୀ ୧୮ରେ #ପୁରୀ(ଏନ୍‌.ଏମ୍‌.): ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଫେବୃଆରୀ ୧୮ ରିଖ ରବିବାର ଦିନ ବୈଦିକ ରୀତିନୀତିରେ ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଇନ୍ଦିରା ରମଣ ରାମାନୁଜ ଦାସଜୀ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ବ୍ରତାଧରୀଙ୍କ ସହିତ ସମ୍ପର୍କୀୟଙ୍କ…

ପାଟଣାଗଡ଼ ବ୍ଳକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପାଟଣାଗଡ଼ ବ୍ଳକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

ପାଟଣାଗଡ଼ ବ୍ଳକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ପାଟଣାଗଡ଼ (ଏନ୍‌.ଏମ୍‌.): ପାଟଣାଗଡ଼ ପଞ୍ଚାୟତ ସମିତି ସଭାଗୃହ ଠାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ବିଡିଓ ସୁମନ୍ତ ମିଞ୍ଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଅଗ୍ନିଶମ ବିଭାଗ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ସହ ସରପଞ୍ଚ,ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ…

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ, ପୁଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ…

ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ
Slider ଦେଶ ବିଦେଶ ପପୁଲାର ନିଓଜ ମନୋରଞ୍ଜନ ରାଜ୍ୟ

ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ

ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ସେକ୍ଟର ୧୧ କାଠଯୋଡ଼ି କୂଳ ଗାଙ୍ଗୁଲି ବସ୍ତିରେ ଆଦିବାସୀ ସେବା ସଂଘ ପକ୍ଷରୁ ପାରମ୍ପରିକ ଭାବେ ଆଦିବାସୀ ସମ୍ପ୍ରଦାୟର ମାଘେ ପରବ ଉତ୍ସାହର ସହ ପାଳିତ ହୋଇ ଯାଇଛି । ଏହି ମାଘେ ପରବ ଉପଲକ୍ଷେ ଆଦିବାସୀ ପିଲାମାନଙ୍କ ନିମନ୍ତେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ଏହି ଅବସରରେ ଆଦିବାସୀ ବାଦ୍ୟର ତାଳେତାଳେ ଦୁଇ ଦିନ…

ପୁଣି କୋଳାହଳ ହୋଇଉଠିବ ଶିଳ୍ପନଗରୀ ଚୌଦ୍ୱାର: ଅଞ୍ଚଳବାସୀଙ୍କ ମୁହଁରେ ଫୁଟୁଛି ହସ ; ଓଟିଏମ ଜମିରେ ଖୋଲିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ ପାର୍କ : ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ !
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଣି କୋଳାହଳ ହୋଇଉଠିବ ଶିଳ୍ପନଗରୀ ଚୌଦ୍ୱାର: ଅଞ୍ଚଳବାସୀଙ୍କ ମୁହଁରେ ଫୁଟୁଛି ହସ ; ଓଟିଏମ ଜମିରେ ଖୋଲିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ ପାର୍କ : ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ !

ପୁଣି କୋଳାହଳ ହୋଇଉଠିବ ଶିଳ୍ପନଗରୀ ଚୌଦ୍ୱାର: ଅଞ୍ଚଳବାସୀଙ୍କ ମୁହଁରେ ଫୁଟୁଛି ହସ ଓଟିଏମ ଜମିରେ ଖୋଲିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ ପାର୍କ : ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ ! #ଚୌଦ୍ୱାର/କଟକ(ଏନ୍‌.ଏମ୍‌.): ଶିଳ୍ପନଗରୀ ଚୌଦ୍ୱାରର ହୃତ ଗୌରବ ପୁଣି ଫେରିବ । ବର୍ଷ ବର୍ଷ ଧରି ଶିଳ୍ପଶୂନ୍ୟ ହୋଇ ଶ୍ରୀହୀନ ହୋଇ ପଡ଼ିଥିବା ଚୌଦ୍ୱାର ପୁନର୍ବାର ଶିଳ୍ପ ସମୃଦ୍ଧ ହେବ । ଏଥି ପାଇଁ ରାଜ୍ୟସରକାର ଜୋରଦାର ଉଦ୍ୟମ…

ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ

ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ #କଟକ (ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଧର୍ମାନୁଷ୍ଠାନ ତଥା ମଠ ମନ୍ଦିରରୁ ଗତ କିଛି ଦିନ ଧରି ଲୁଟ ଆଦି ହେଉଥିବା ବିଭିନ୍ନ ଥାନାରେ ଅଭିଯୋଗ ହେଉଥିବାବେଳେ ଆଜି କମିଶନରେଟ ପୁଲିସ ପକ୍ଷରୁ କିଛି ଲୁଟେରାମାନଙ୍କୁ ଗିରଫ କରାଯାଇଛି । ସ୍ଥାନୀୟ ମଧୁପାଟଣା ଥାନା ଅଞ୍ଚଳର ଦରଘାପାଟଣା ଅଞ୍ଚଳର ମା’ଜୟଦୁର୍ଗା ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗରେ…

ତୁଳଙ୍ଗ ପଞ୍ଚାୟତରେ ସଚେତନତା ଶିବିରର ଲାଭ ଉଠାଇଲେ ଅଞ୍ଚଳବାସୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତୁଳଙ୍ଗ ପଞ୍ଚାୟତରେ ସଚେତନତା ଶିବିରର ଲାଭ ଉଠାଇଲେ ଅଞ୍ଚଳବାସୀ

ତୁଳଙ୍ଗ ପଞ୍ଚାୟତରେ ସଚେତନତା ଶିବିରର ଲାଭ ଉଠାଇଲେ ଅଞ୍ଚଳବାସୀ #ଜଗତସିଂହ ପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ତୁଳଙ୍ଗ ପଞ୍ଚାୟତରେ ସରପଞ୍ଚ ନିବେଦିତା ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରାଜ୍ୟସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ସୁନୀଲ…

କଟକ ନଗର ବିଜେପି ପକ୍ଷରୁ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ନଗର ବିଜେପି ପକ୍ଷରୁ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ

କଟକ ନଗର ବିଜେପି ପକ୍ଷରୁ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ #କଟକ(ଏନ୍‌.ଏମ୍‌.): କଟକ ନଗର ଜିଲ୍ଲା ବିଜେପି ପକ୍ଷରୁ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ସ୍ଥାନୀୟ ଜଗତପୁର ଜଳସେଚନ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ତଥା ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୨ଟି ୱାର୍ଡ଼ର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବୈଠକରେ ହେମନ୍ତ…

ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ: ୨୫ରେ ପାଳନ ହେବ କନ୍ଦରାସୁର ପୋଡ଼ି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ: ୨୫ରେ ପାଳନ ହେବ କନ୍ଦରାସୁର ପୋଡ଼ି

ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ: ୨୫ରେ ପାଳନ ହେବ କନ୍ଦରାସୁର ପୋଡ଼ି କଟକ(ଏନ୍‌.ଏମ୍‌.): ରାଣୀହାଟସ୍ଥିତ କନ୍ଦରାସୁର ପୋଡି କମିଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ନୋଟାରୀ ନେପାଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖରେ ସ୍ଥାନୀୟ ନୂଆବଜାରସ୍ଥିତ ନେତାଜୀ ପଡିଆରେ କନ୍ଦରାସୁର ପୋଡି ଉତ୍ସବ ସମାପନ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ମହାପ୍ରଭୁ ବଳରାମଙ୍କର ଏକ ଶୋଭାଯାତ୍ରା…

ମାଟ୍ରିକ୍ ପରୀକ୍ଷା: ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ୍ ପରୀକ୍ଷା: ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ

ମାଟ୍ରିକ୍ ପରୀକ୍ଷା: ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ #କଟକ(ଏନ୍‌ଏମ୍‌.): ଆସନ୍ତା ଫେବ୍ରୁଆରୀ ୨୦ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ । ଏହି ପରୀକ୍ଷାକୁ ବ୍ୟବସ୍ଥିତ ଭାବେ ପରିଚାଳିତ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏହି କ୍ରମରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛି ବୋର୍ଡ । ଏଣିକି…

ଭକ୍ତମଧୁ ବିଦ୍ୟାପୀଠର ୨୦୦୪ ବ୍ୟାଚର ବନ୍ଧୁମିଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭକ୍ତମଧୁ ବିଦ୍ୟାପୀଠର ୨୦୦୪ ବ୍ୟାଚର ବନ୍ଧୁମିଳନ

ଭକ୍ତମଧୁ ବିଦ୍ୟାପୀଠର ୨୦୦୪ ବ୍ୟାଚର ବନ୍ଧୁମିଳନ କଟକ(ଏନ୍‌.ଏମ୍‌.): ଭକ୍ତ ମଧୁ ବିଦ୍ୟା ପୀଠ ସ୍କୁଲରେ ୨୦୦୪ବ୍ୟାଚର ଛାତ୍ରଛାତ୍ରୀ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁ ମିଳନରେ ତତ୍‌କାଳୀନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ସଂଗଠନ ସଭାପତି ପ୍ରଦୀପ କୁମାର ସିହ୍ନାଙ୍କ ନେତୃତ୍ୱରେ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପୁଷ୍ପ…