କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି ଭବାନୀପାଟଣା(ଏନ୍‌.ଏମ୍‌.): କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲ ଆତଙ୍କ ସୃଷ୍ଟି ହୋଇଛି । ସେଠାରେ ନକ୍ସଲମାନେ କ୍ୟାମ୍ପ କରିଥିବାବେଳେ ପୁଲିସ ସୂଚନା ପାଇ କମ୍ବିଂ ଅପରେସନ କରିଥିଲା । ଆଉ ପୁଲିସ-ନକ୍ସଲ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ନକ୍ସଲଙ୍କ ଗୁଳିର ଜବାବ ଦେଇ ପୁଲିସ ମଧ୍ୟ…

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା [caption id="attachment_9452" align="alignnone" width="300"] News by Allhad Kumar Mohanty (Bureau News)[/caption] #କୋଲକାତା(ଏନ୍‌.ଏମ୍‌.): ପ୍ରଥମେ ରାନା ପରେ ରସଲ ଓ ଶେଷରେ ରିଙ୍କୁଙ୍କ ଚମକଦାର ପ୍ରଦର୍ଶନରେ କୋଲକାତା ନାଇଟ ରାଇଡର୍ସ ଆଇପିଏଲର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟରେ ହରାଇ ଦେଇଛି । ୧୮୦ରନର ବିଜୟ ଲକ୍ଷ୍ୟ ପିଚ୍ଛା କରି କୋଲକାତା ଅଧିନାୟକ ନିତିଶ ରାଣାଙ୍କ…

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ [caption id="attachment_9448" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସୁବୋଧକୃଷ୍ଣ ମିଶନ ପକ୍ଷରୁ ଆଜି ସ୍ଥାନୀୟ ସିଡ଼ିଏ ସେକ୍ଟର-୯ ମା'ଦୁର୍ଗା ମଣ୍ଡପରେ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟିତ ହୋଇଯାଇଛି । ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରବକ୍ତା ରୂପେ…

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ [caption id="attachment_9445" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେବା ବେଳେ ଯେଉଁଭଳି ଭାବେ ଅନ୍ଧାର ହୋଇଗଲା ତାହା ଅତ୍ୟନ୍ତ ନିନ୍ଦନୀୟ । ରାଷ୍ଟ୍ରପତିଙ୍କ ଭଳି ଜଣେ ଭିଭିଆଇପିଙ୍କ କାର୍ଯ୍ୟକ୍ରମରେ…

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ [caption id="attachment_3764" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟ ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ମାମଲାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିଥିବାରୁ ଆଜି କୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଓ ବିଚାରପତି ଗୌରୀ…

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା [caption id="attachment_9440" align="alignnone" width="300"] News by Akshya Biswar (RairangPur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…

ବାଲିଆଢିପା ଗାଁରେ ଅଗ୍ନିକାଣ୍ଡ: ଦୁଇଟି ପରିବାରର ସର୍ବସ୍ୱ ଭଷ୍ମିଭୂତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାଲିଆଢିପା ଗାଁରେ ଅଗ୍ନିକାଣ୍ଡ: ଦୁଇଟି ପରିବାରର ସର୍ବସ୍ୱ ଭଷ୍ମିଭୂତ

ବାଲିଆଢିପା ଗାଁରେ ଅଗ୍ନିକାଣ୍ଡ: ଦୁଇଟି ପରିବାରର ସର୍ବସ୍ୱ ଭଷ୍ମିଭୂତ [caption id="attachment_9437" align="alignnone" width="300"] News by Akshya Biswar (RairangPur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ବଣକାଟି ପଞ୍ଚାୟତ ଅନ୍ତର୍ଗତ ବାଲିଆଢ଼ିପା ରାଜସ୍ୱ ଗ୍ରାମ ପାରାଉଡ଼ି ସାହିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ସର୍ବସ୍ୱ ଭଷ୍ମିଭୂତ ହୋଇ ଯାଇଛି । ଏହି ଅଗ୍ନିକାଣ୍ଡ ଏତେ ପ୍ରଖର ଥିଲା ଯେ ଏହାକୁ…

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ [caption id="attachment_9434" align="alignnone" width="300"] News by Basanta Ratha (Cuttack)[/caption] #କଟକ ସଦର(ଏନ୍‌.ଏମ୍‌.): ଆଧ୍ୟାତ୍ମିକ ପରିବେଶ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଶେଷ ହୋଇଯାଇଛି ଅଷ୍ଟାଦଶ ବାର୍ଷିକୀ ଉତ୍ସବ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ଓ ପ୍ରବଚନ । ସାତ ଦିନ ଧରି ଚାଲି ଥିବା ଏହି ପ୍ରବଚନ ଓ ପରାୟଣ ସନ୍ଧ୍ୟାରେ ବିଶିଷ୍ଟ ସାଧୁ ସନ୍ଥମାନଙ୍କ…

ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ

ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ [caption id="attachment_9431" align="alignnone" width="300"] News by Umakanta jena (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଜଣେ ଅଟୋଚାଳକଙ୍କ ବିୟୋଗରେ ସଂଘ ପକ୍ଷରୁ ତାଙ୍କ ପରିବାରକୁ ୩୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ଗ୍ରାମର…

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ [caption id="attachment_9427" align="alignnone" width="300"] News by b.mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଯେଉଁ ମହିଳା କୁସ୍ତି ଯୋଦ୍ଧାମାନେ ଦେଶ ବିଦେଶରେ ନିଜର କଳା କୌଶଳ ପ୍ରଦର୍ଶନ କରି ଦେଶର ସୁନାମ ବୃଦ୍ଧି କରୁଥିଲେ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ତା'ର ଶ୍ରେୟ ନେଉଥିଲେ, ଏବେ ସେମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି…

ଭୁବନେଶ୍ୱରରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭୁବନେଶ୍ୱରରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱରରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା [caption id="attachment_9424" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର (ଏନ୍‌.ଏମ୍‌.): ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ୧୦ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ପରିବାର ପକ୍ଷରୁ ଜାତିଗତ ହିଂସାରେ କ୍ଷତିଗ୍ରସ୍ତ ମଣିପୁରରେ ପାଠ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ…

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ [caption id="attachment_9420" align="alignnone" width="300"] News by B.Mishra[/caption] #ଝାରସୁଗୁଡ଼ା(ଏନ୍‍.ଏମ୍‍.): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏହି ଅଞ୍ଚଳ । ବିଭିନ୍ନ ରାଜନୈତିକ ଦଳମାନଙ୍କ ଅଙ୍କକଷା ସାଙ୍ଗକୁ ଜୋରଦାର ପ୍ରଚାର ଆଉ ଶକ୍ତି ପ୍ରଦର୍ଶନରେ ଏହି ଅଞ୍ଚଳ ଉଠୁଛି ପଡ଼ୁଛି । ତେବେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ…

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ, ୨ଆତଙ୍କି ମୃତ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ, ୨ଆତଙ୍କି ମୃତ

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ, ୨ଆତଙ୍କି ମୃତ ଶ୍ରୀନଗର(ଏଜେନ୍ସି): ଜମ୍ମୁ ଓ କଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବାରାମୁଲା ଜିଲ୍ଲାର କୁଞ୍ଜର ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରୁ…

ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ

ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ [caption id="attachment_9412" align="alignnone" width="300"] News by Allhad Kumar Mohanty (Bureau News)[/caption] #ଚେନ୍ନାଇ(ଏନ୍‌.ଏମ୍‌.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଷଷ୍ଠ ବିଜୟ ହାସଲ କରିଛି । ହୋମ ଗ୍ରାଉଣ୍ଡରେ ଚେନ୍ନାଇ ଦଳ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସମ୍ମୁଖରେ ୧୪୦ରନର ବିଜୟ ଲକ୍ଷ୍ୟ…

ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ: ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ୱତନ୍ତ୍ର ସମ୍ମାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ: ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ୱତନ୍ତ୍ର ସମ୍ମାନ

ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ: ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ୱତନ୍ତ୍ର ସମ୍ମାନ [caption id="attachment_9409" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରରେ ‘ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ’ ପାଳିତ ହୋଇଯାଇଛି । ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା ଆଗାମୀ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣଙ୍କୁ ଗଣମାଧ୍ୟମର ଭୂମିକା ବିଷୟରେ ସଚେତନ କରିବା…

ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ [caption id="attachment_9404" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟମାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଆରମ୍ଭରେ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ରାଜ୍ୟ କାର୍ଯ୍ୟକାରିଣୀ…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ପାଳନ: ସାନ୍ତାଳୀ ଭାଷାକୁ ଉପଯୁକ୍ତ ମାନ୍ୟତା ପାଇଁ ଉଠିଲା ଦାବି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ପାଳନ: ସାନ୍ତାଳୀ ଭାଷାକୁ ଉପଯୁକ୍ତ ମାନ୍ୟତା ପାଇଁ ଉଠିଲା ଦାବି

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ପାଳନ: ସାନ୍ତାଳୀ ଭାଷାକୁ ଉପଯୁକ୍ତ ମାନ୍ୟତା ପାଇଁ ଉଠିଲା ଦାବି [caption id="attachment_9400" align="alignnone" width="300"] News by Umakanta Jena (Cuttack)[/caption] କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସାନ୍ତାଳୀ ଭାଷାର ସ୍ରଷ୍ଟା ସ୍ୱର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୧୯ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ପାଳନ ହୋଇଯାଇଛି । ଜୁମିଡ୍ ଖେରୱାଲ୍ ସାନ୍ତାଳ ସଂଘ ପକ୍ଷରୁ ଆୟୋଜିତ ଏହି…

ପୁଲିସକୁ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ଏସଆଇ ଗୁରୁତର, ଏସସିବିରେ ଭର୍ତ୍ତି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଲିସକୁ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ଏସଆଇ ଗୁରୁତର, ଏସସିବିରେ ଭର୍ତ୍ତି

ପୁଲିସକୁ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ଏସଆଇ ଗୁରୁତର, ଏସସିବିରେ ଭର୍ତ୍ତି [caption id="attachment_9397" align="alignnone" width="300"] News by Umakanta Jena (Jagatsingh Pur)[/caption] #ଜଗତସିଂହପୁର (ଏନ୍‌.ଏମ୍‌.): ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି । କେଉଁଠି ସାମ୍ପ୍ରଦାୟିକ ଦଙ୍ଗା ଠାରୁ ଆରମ୍ଭ କରି ଚୋରି ରହାଜାନୀ, ଛିନତାଇ, ଦାଦାବଟି ଆଦାୟ ଭଳି ଅନେକ ଅପରାଧ ମୂଳକ କାର୍ଯ୍ୟ ବୃଦ୍ଧି ପାଇଛି । ସମ୍ପ୍ରତି…

ଥୋରିଆପଡ଼ା ପ୍ରସିଦ୍ଧ ବେଲବଣ ମଠରେ ବିଶ୍ୱ ଶାନ୍ତି ମହାଯଜ୍ଞ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଥୋରିଆପଡ଼ା ପ୍ରସିଦ୍ଧ ବେଲବଣ ମଠରେ ବିଶ୍ୱ ଶାନ୍ତି ମହାଯଜ୍ଞ

ଥୋରିଆପଡ଼ା ପ୍ରସିଦ୍ଧ ବେଲବଣ ମଠରେ ବିଶ୍ୱ ଶାନ୍ତି ମହାଯଜ୍ଞ [caption id="attachment_9394" align="alignnone" width="300"] News by Basanta Ratha (Cuttack)[/caption] #କଟକ ସଦର(ଏନ୍‌.ଏମ୍‌.): ସୋମପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଥୋରିଆପଡ଼ା ଗ୍ରାମ ବେଲବଣ ମଠରେ ୪୧ ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୀତାପାଠ ସହ ବିଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ଯଜ୍ଞ ସମାପନ…

ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ [caption id="attachment_9391" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ମୋଚ୍ଚା । ତେବେ ଏହା ଓଡ଼ିଶା ପାଇଁ କେତେ କ୍ଷତିକାରକ ହେବ ସେନେଇ ଅଙ୍କ କଷୁଛନ୍ତି ଭାରତୀୟ ପାଣିପାଗ ବିଭାଗ । ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୮ ତାରିଖ…