ଦିନରେ ପରିବା ବାଲି, ରାତିରେ ନକଲି ପୁଲିସ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦିନରେ ପରିବା ବାଲି, ରାତିରେ ନକଲି ପୁଲିସ

ଦିନରେ ପରିବା ବାଲି, ରାତିରେ ନକଲି ପୁଲିସ ଚାନ୍ଦା ଆଦାୟ ମାମଲାରେ ମହିଳାଙ୍କୁ କୋର୍ଟ ଚାଲାଣ [caption id="attachment_9731" align="alignnone" width="300"] News by Akshya Biswal (Rairangpur)[/caption] ରାଇରଙ୍ଗପୁର(ଏନ୍‍.ଏମ୍‍.): ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁବାଦଡା ଗ୍ରାମରେ ଜନୈକା ମହିଳା ପୁଲିସ ପୋଷାକ ପିନ୍ଧି ସେହି ଗ୍ରାମର କାଳୀପଦ ମହାନ୍ତଙ୍କ ଘରକୁ ଯାଇ ପୁଲିସର ଭୟ ଦେଖାଇ ୨୦,୦୦୦ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ଆଜି କୋର୍ଟ ଚାଲାଣ…

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ [caption id="attachment_9728" align="alignnone" width="276"] News By B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଶାସକ ଦଳଗୁଡ଼ିକ ଏବେ ଅଧିକ ତତ୍ପର ହୋଇ ଉଠିଛନ୍ତି । ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ଜନସମର୍ଥନ ସୃଷ୍ଟି କରି ପାରିଛନ୍ତି । ଏଥି ସହିତ ୫ଥର ଯାକ…

ତହସିଲ କାର୍ଯ୍ୟାଳୟରେ ଝୁଲନ୍ତା ଅବସ୍ଥାରେ ଆରଆଇଙ୍କ ମୃତଦେହ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ତହସିଲ କାର୍ଯ୍ୟାଳୟରେ ଝୁଲନ୍ତା ଅବସ୍ଥାରେ ଆରଆଇଙ୍କ ମୃତଦେହ ଉଦ୍ଧାର

ତହସିଲ କାର୍ଯ୍ୟାଳୟରେ ଝୁଲନ୍ତା ଅବସ୍ଥାରେ ଆରଆଇଙ୍କ ମୃତଦେହ ଉଦ୍ଧାର [caption id="attachment_9724" align="alignnone" width="300"] Basanta Ratha (Cuttack)[/caption] #ନିଶ୍ଚିତକୋଇଲି(ଏନ୍‌.ଏମ୍‌.): କଟକ ଜିଲ୍ଲା ନିଶ୍ଚିତକୋଇଲି ତହସିଲ କାର୍ଯ୍ୟାଳୟରେ ଆଜି ଜଣେ ଆରଆଇଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ତାଙ୍କୁ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଜବତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ନିଶ୍ଚିତକୋଇଲି ତହସିଲ କାର୍ଯ୍ୟାଳୟର ଉପର…

ଓଡ଼ିଶାରେ ଅଏଲ୍ ପାମ୍ ବିକାଶ କାର୍ଯ୍ୟକ୍ରମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଡ଼ିଶାରେ ଅଏଲ୍ ପାମ୍ ବିକାଶ କାର୍ଯ୍ୟକ୍ରମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଓଡ଼ିଶାରେ ଅଏଲ୍ ପାମ୍ ବିକାଶ କାର୍ଯ୍ୟକ୍ରମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ରାଜ୍ୟରେ ଅଏଲ୍ ପାମ୍ ଚାଷ ନିମନ୍ତେ ଥିବା ସୁଯୋଗକୁ ପୂର୍ଣ୍ଣ ବିନିଯୋଗ କରାଯିବ -କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ [caption id="attachment_9720" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ଅଏଲ୍ ପାମ୍ ଚାଷକୁ ସମ୍ପ୍ରସାରିତ କରି ଖାଇବା ତେଲ ଆମଦାନୀ ହ୍ରାସ କରିବା ଲକ୍ଷ୍ୟରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ…

‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ

‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ - ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ରାଜ୍ୟ ସରକାର ପୋତିଛନ୍ତି - ଋଣ ସୁଝି ନପାରିଲେ ବନ୍ଧା ପଡିଥିବା ବାପା, ଅଜା ଅମଳର ଘର ଡିହ ମଧ୍ୟ ହାତରୁ ଚାଲିଯିବ - ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ମାଗଣା ଘର ଦିଅନ୍ତୁ ରାଜ୍ୟ ସରକାର [caption…

ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁଲେ ମାମୁଁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁଲେ ମାମୁଁ

ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁଲେ ମାମୁଁ [caption id="attachment_9713" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ତିଗିରିଆ ଗ୍ରାମର ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଉକ୍ତ ଯୁବକ ଜଣକ ୩୫ଫୁଟ ଗଭୀର କୂଅରେ ଫସି ଯାଇଥିବାବେଳେ ବାହାରକୁ ଆସି ପାରିନଥିଲେ । ତେବେ ଅଗ୍ନିଶମବାହିନୀ ପହଞ୍ଚିବା ପରେ ଉକ୍ତ ଯୁବକଙ୍କୁ ଦଉଡ଼ି ସହାୟତାରେ ଉଦ୍ଧାର କରିଥିଲେ । ଘଟଣାରୁ…

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ [caption id="attachment_9710" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ(ଏନ୍‌.ଏମ୍‌.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ପୌରହିତ୍ୟରେ ବିଶ୍ୱ…

ଆଠଗଡ଼ ପାଇଁ ଗର୍ବ: ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାରେ ଭାଗ ନେବେ କଳ୍ପନା
Slider କ୍ରୀଡା ଦେଶ ବିଦେଶ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଠଗଡ଼ ପାଇଁ ଗର୍ବ: ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାରେ ଭାଗ ନେବେ କଳ୍ପନା

ଆଠଗଡ଼ ପାଇଁ ଗର୍ବ: ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାରେ ଭାଗ ନେବେ କଳ୍ପନା [caption id="attachment_9707" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଖୁଣ୍ଟକଟା ପଞ୍ଚାୟତ ଅଧୀନ ରେଗେଡାପଡ଼ା ଗାଁ ର ଝିଅ କଳ୍ପନା ଜେନା । ଆଜି ଆଠଗଡ଼ ପାଇଁ ଗର୍ବ ପାଲଟିଛନ୍ତି । ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ଝିଅ ଏବେ ଯିବେ ଚଳିତ…

ଜାପାନରେ ଓଡ଼ିଶା ମହୋତ୍ସବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜାପାନରେ ଓଡ଼ିଶା ମହୋତ୍ସବ

ଜାପାନରେ ଓଡ଼ିଶା ମହୋତ୍ସବ ‘ସହଭାଗିତା ବଳରେ ଓଡ଼ିଶା-ଜାପାନ ସଂପର୍କ ଦୃଢ଼ତର ହେବ’: ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା [caption id="attachment_9703" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଓ ଜାପାନୀମାନଙ୍କ ଜୀବନଧାରାରେ ବ୍ୟାପକ ସାମଞ୍ଜସ୍ୟ ରହିଛି । ଖାଦ୍ୟସଂସ୍କୃତି ସହିତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କର୍ମପ୍ରବଣତା ସମାନ ହୋଇଥିବାବେଳେ ଓଡ଼ିଶା ଓ ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର…

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
Slider Uncategorized ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ [caption id="attachment_9700" align="alignnone" width="300"] News by Smruti Ranjan Tripathy (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଗ୍ରାମୀଣ ଗରିବ ତଥା ବାସହୀନ ଲୋକଙ୍କ ପାଇଁ ରାଜ୍ୟସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ…

ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌

ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌ [caption id="attachment_9697" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟମଙ୍ଗଳାବାଗ ନିକଟସ୍ଥ ମିର କମଲପାଟଣାର ଅହମଦୀୟା ମୁସଲିମ ମିଶନରେ ଖିଲାଫତ୍ ଦିବସ ପାଳିତ ହୋଇଛି । ଏହି ସମ୍ମିଳନୀରେ ପୂର୍ବତନ ସଭାପତି ସୟଦ ତାହିର ଅହମଦ କଲିମ ପୌରହିତ୍ୟ କରିଥିଲେ । ସର୍ବ ପ୍ରଥମେ ସୟଦ…

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ [caption id="attachment_9690" align="alignnone" width="300"] News by Kanhu Charan Panda (Jagatpur)[/caption] #କଟକ/ଜଗତପୁର(ଏନ୍‌.ଏମ୍‌.): ମହାନଦୀରେ ଉଦବେଗଜନକ ଭାବେ ଜଳସ୍ତର ହ୍ରାସ ପାଉଥିବାରୁ ଏବଂ ଏଥିନେଇ ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ୟରେ ଜଳବିବାଦ ଲାଗିରହଛି । ଏହି ପରିପ୍ରେକ୍ଷୀରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନ୍ୟାୟାଧୀଶ ଏଏମ ଖାନୱିଲକର ଏବଂ ନ୍ୟାୟାଧୀଶ ଇନ୍ଦରମିତ କଉର…

ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ

ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ [caption id="attachment_9687" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା ଟ୍ରକ୍ ମାଲିକ ସଂଘର ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କର ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ଗଣ୍ଡରପୁର ସ୍ଥିତ ସଂଘର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ଭାବେ ଦେବେନ୍ଦ୍ର କୁମାର ପାତ୍ର, ରବିନାରାୟଣ ଶତପଥୀ, ଜର୍ମାନୀ ରାଉତ ଓ କ୍ଷେତ୍ରମୋହନ…

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ [caption id="attachment_9684" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକାରେ ହୋଇଥିବା ଅହେତୁକ ଦୁର୍ନୀତି ବିରୁଦ୍ଧରେ ଚୌଦ୍ୱାର ସ୍ୱାଭିମାନ ମଞ୍ଚ ପକ୍ଷରୁ ଚୌଦ୍ୱାର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ମଞ୍ଚର ଆବାହକ ଦୀପକ ମଙ୍ଗରାଜଙ୍କ ପୌରହିତ୍ୟରେ ଆୟୋଜିତ ଏହି…

ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ

ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ [caption id="attachment_9681" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଗଡ଼ଗଡିଆ ମନ୍ଦିର ପ୍ରାଙ୍ଗଣରେ କଟକ ଆର୍ଟିଷ୍ଟ ସଂଗଠନ ତରଫରୁ ମହାନଦୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ "ତୁଳିରେ ବିବଶ ମହାନଦୀ’ ଶୀର୍ଷକ ଏକ ଚିତ୍ର ଅଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିତ୍ରଶିଳ୍ପୀମାନେ ମହାନଦୀର ବିବଶ ସ୍ଥିତି ଉପରେ ନିଜ ନିଜ…

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ [caption id="attachment_9678" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.):କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳର ମହାନଦୀରୁ ବାହାରିଥିବା କେନ୍ଦ୍ରାପଡା-ପଟ୍ଟାମୁଣ୍ଡେଇ ହାଇ ଲେବୁଲ କେନାଲ ସଫେଇ କାମରେ ନିୟମିତତା ନେଇ ଅଞ୍ଚଳରେ ଜନ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ କେନାଲ ସଫେଇ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ହେବା ଭଳି ଅଞ୍ଚଳବାସୀ…

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ ବଜ୍ରପାତରେ ଜଣେ ମହିଳା ମୃତ [caption id="attachment_9675" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଅପରାହ୍ନ ସମୟରେ ବାଙ୍କୀରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ ଲୀଳା । ହଠାତ କ୍ଷିପ୍ର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଓ ଘନଘନ ବଜ୍ରପାତରେ ବାଙ୍କୀ- ଆଠଗଡ଼ ଅଞ୍ଚଳଟି ପ୍ରକମ୍ପିତ ହୋଇ ପଡ଼ିଥିଲା…

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି [caption id="attachment_9672" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ସହିଦ ହୋଇ ଯାଇଛନ୍ତି । ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ସାଥୀଙ୍କୁ ହରାଇ ମର୍ମାହତ । ଏଥିସହ ଶିମିଳିପାଳ…

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼ [caption id="attachment_9669" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌): ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମାମାଡ଼ ଭଳି ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ମେଘା ଅଞ୍ଚଳରେ । ସୂଚନା ଅନୁଯାୟୀ, ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଚାଲିଥିବାବେଳେ ପ୍ରଭୁ ଭୋଳାନାଥ ଏବଂ ଜଗତଜନନୀ ମା’…

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: 'ଫେରିଆସନ୍ତାକି ସେ ଛାତ୍ରଜୀବନ' [caption id="attachment_9665" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): ସ୍ଥାନୀୟ ଯାତ୍ରୀନିବାସ ଠାରେ କୋଣାର୍କ ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୫ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ…