କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ
କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଓଡ଼ିଶାର ବିକାଶ ହୋଇପାରୁନାହିଁ-ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡି(ଏନ୍.ଏମ୍.): ରାଜ୍ୟରେ ଦୀର୍ଘ ୨୩ ବର୍ଷର ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ, ସ୍ଥାଣୁ ସରକାର କାରଣରୁ ମା’ ମାଣିକେଶ୍ୱରୀ ଓ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ପବିତ୍ର ଭୂମି କଳାହାଣ୍ଡି ସମେତ ଓଡ଼ିଶାରେ ବିକାଶ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ…




















