୩ ବାଘ ଓ ୩ହରିଣ ଛାଲ ଜବତ, ଜଣେ ଗିରଫ
୩ ବାଘ ଓ ୩ହରିଣ ଛାଲ ଜବତ, ଜଣେ ଗିରଫ ଭବାନୀପାଟଣା(ଏନ୍.ଏମ୍.): ୩ଟି ବାଘ ଛାଲ ସହିତ ୩ଟି ହରିଣ ଛାଲ ଜବତ କରିଛି ଏସ୍ଟିଏଫ୍ । କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଏସ୍ଟିଏଫ୍ ଜଣେ ବାଘଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ…
୩ ବାଘ ଓ ୩ହରିଣ ଛାଲ ଜବତ, ଜଣେ ଗିରଫ ଭବାନୀପାଟଣା(ଏନ୍.ଏମ୍.): ୩ଟି ବାଘ ଛାଲ ସହିତ ୩ଟି ହରିଣ ଛାଲ ଜବତ କରିଛି ଏସ୍ଟିଏଫ୍ । କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଏସ୍ଟିଏଫ୍ ଜଣେ ବାଘଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ…
କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର: ପୁଲିସ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର [caption id="attachment_10249" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ପୁଲିସ ହେପାଜତରେ ଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ପରେ ମହାନଦୀରୁ ମୃତ ଦେହ…
ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି [caption id="attachment_10246" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତି ରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ନିୟତି ସାରା ଓଡିଶାର କୋଡିଏ ଟି…
ଜଳ ସମ୍ପଦ ମନ୍ତ୍ରୀଙ୍କ ୱାଲମି ପରିଦର୍ଶନ: ଯୁବ କୃଷକମାନଙ୍କୁ ଜଳ ସେଚନର ସୁଯୋଗ ନେଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ [caption id="attachment_10243" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ଅଚାନକ କଟକ…
କଲିକତା ବ୍ରିଗେଡ଼ ପଡିଆରେ ଏସୟୁସିଆଇ(ସି) ଜନ ସମାବେଶ ଅଗଷ୍ଟ ୫ରେ [caption id="attachment_10239" align="alignnone" width="300"] News by Padmalochan Mishra (Cuttack)[/caption] #କଟକ (ଏନ୍.ଏମ୍.): ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ, ସର୍ବହରା ଶ୍ରେଣୀର ମହାନ ନେତା ତଥା ଏସ୍.ୟୁ.ସି.ଆଇ(ସି)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଶିବଦାସ ଘୋଷଙ୍କର…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିମୁଣ୍ଡା ଗ୍ରୀଡ ସବଷ୍ଟେସନର ଲୋକାର୍ପଣ [caption id="attachment_10235" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ (ଏନ୍.ଏମ୍.): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଂଗରଣ ନିଗମ ଲିମିଟେଡ଼ ଦ୍ୱାରା ନିର୍ମିତ ୨୨୦/୧୩୨/ ୩୩ କେଭି ଗ୍ରିଡ ବାଲିମୁଣ୍ଡା ଠାରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ…
ଛାତ୍ରୀଙ୍କୁ ଅସଦାଚରଣ କରି ଥିବା ଅଭିଯୋଗରେ ସହକାରୀ ଶିକ୍ଷକ ଗିରଫ [caption id="attachment_10232" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ (ଏନ୍.ଏମ୍.): ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କ ମଧ୍ୟରେ ଏବେ ସୃଷ୍ଟି ହୋଇଛି ଅବିଶ୍ୱାସ । ଯାହାକୁ ନେଇ ଏବେ ଶିକ୍ଷକ ସମାଜ…
କଂଗ୍ରେସ ଆହ୍ୱାନରେ ଏକତ୍ରିତ ହେଲେ ରାଜ୍ୟର ସମସ୍ତ ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ [caption id="attachment_10229" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଓଡ଼ିଶାର ସମସ୍ତ ଅଣବିଜେପି ଓ ବିଜେଡି ରାଜନୈତିକ ଦଳର…
ଦି ଲିଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା [caption id="attachment_10225" align="alignnone" width="300"] News by Umakanta Jena (Cuttack )[/caption] #କଟକ(ଏନ୍.ଏମ୍.): ସ୍ଥାନୀୟ ମଧୁପାଟଣା ଲିଙ୍କରୋଡ ସ୍ଥିତ ଦି ଲିଙ୍କ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆର୍ନ୍ତଜାତୀୟ ଚେସ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଖେଳାଳୀମାନେ…
ବ୍ୟାଙ୍କ କର୍ମଚାରୀଙ୍କ ବ୍ୟାଙ୍କ ଜାତୀୟକରଣ ଦିବସରେ ସଂକଳ୍ପ [caption id="attachment_10222" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ବ୍ୟାଙ୍କ ଜାତୀୟକରଣର ୫୫ତମ ବାର୍ଷିକୀ ଉପଲକ୍ଷେ ବାରବାଟି ଷ୍ଟାଡିୟମସ୍ଥିତ ଇସ୍କଫ ପରିସରରେ ବ୍ୟାଙ୍କ କର୍ମଚାରୀଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଟକ ବ୍ୟାଙ୍କ…
କଟକରେ ଡ୍ରେନ ପାଲଟିଛି ମରଣ ଫାନ୍ଦ: ୧୦ ଲକ୍ଷ ଟଙ୍କା ଦାବିରେ ମୃତଦେହ ରଖି ସିଏମସି ଘେରିଲେ ପରିବାର ଲୋକେ [caption id="attachment_10219" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): କଟକ ସହରର ବିକାଶ ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ଏବେ ତାହା…
୨୩ରେ ହୀରାକୁଦ ଡ୍ୟାମରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ ସମ୍ବଲପୁର(ଏନ୍.ଏମ୍.): ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାବେଳେ ହୀରାକୁଦ ଜଳଭଣ୍ଡାରରୁ ଖୁବ ଶିଘ୍ର ଜଳ ନିଷ୍କାସନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ…
ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ତରଫରୁ ଚାରାରୋପଣ [caption id="attachment_10212" align="alignnone" width="300"] Aditya Kumar Paital (Baranga)[/caption] #ବାରଙ୍ଗ(ଏନ୍.ଏମ୍.): କଟକ ଜିଲ୍ଲା ବାରଙ୍ଗ ବ୍ଲକର ବିଭିନ୍ନ ସ୍ଥାନର ରାସ୍ତାକଡ଼ରେ ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ସ୍ଥାନୀୟ ଗଣ୍ଡରପୁର ଧରମାନନ୍ଦ ସାସମଲ ଗଡା଼ଠାରୁ…
ଗୋଚର ଜମିରେ ବେଆଇନ ନିର୍ମାଣାଧୀନ ଗୃହକୁ ଉଛେଦ କଲା କିଶନନଗର ତହସିଲ [caption id="attachment_10208" align="alignnone" width="300"] News by Basanta Ratha (Cuttack)[/caption] #କିଶନନଗର(ଏନ୍.ଏମ୍.): ବହୁ ବାଦ୍ ବିବାଦ ପରେ ଗୋଚର ଜମିରେ ବେଆଇନ ଘରକୁ ଭାଙ୍ଗିଦେଲା କିଶନନଗର ତହସିଲ ପ୍ରଶାସନ । ଏଭଳି ଘଟଣା ଘଟିଛି…
ଅବକାରୀ ବିଭାଗର ଚଢ଼ାଉ ୬୦ କେଜି ଗଞ୍ଜେଇ ଜବତ ଜଣେ ଗିରଫ [caption id="attachment_10205" align="alignnone" width="300"] News by Maheswar Behera (Narsingh Pur)[/caption] #ନରସିଂହପୁର(ଏନ୍.ଏମ୍.): ଅବକାରୀ ବିଭାଗ ଚଢ଼ାଉ କରି ୬୦ କେଜି ଗଞ୍ଜେଉ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।…
ଅଟକିଗଲା ହୃଦୟ ମାଗୁଥିବା ଝିଅ କାହାଣୀକାରଙ୍କ କଲମ ଆରପାରିରେ ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ପ୍ରବୋଧ କୁମାର ରାଉତ [caption id="attachment_10201" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ଆରପାରିରେ ଓଡିଶା ସାହିତ୍ୟ ଏକାଡେମି ସଚିବ ତଥା ବିଶିଷ୍ଟ ସାରସ୍ୱତ ସାଧକ ପ୍ରବୋଧ…
ଭାଗ୍ୟଲକ୍ଷ୍ମୀ ରାଉତ ହେଲେ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା [caption id="attachment_10198" align="alignnone" width="236"] News by Smruti Ranjan Tripathy (Cuttack)[/caption] କଟକ(ଏନ୍.ଏମ୍.): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି;ଶେଷରେ ଖାଲି ପଡିଥିବା କଟକ ସଦର ବ୍ଲକ୍ ଅଧ୍ୟକ୍ଷା ପଦବୀକୁ ରାଜ୍ୟ ସରକାର ଆଜି ପୂରଣ କରିଛନ୍ତି…
ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ୍, ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ ବାଲେଶ୍ୱର (ଏନ୍.ଏମ୍.): ସମ୍ପ୍ରତି ଦେଶରେ ଏବେ ରେଳ ଦୁର୍ଘଟଣା ବଢ଼ିବାରେ ଲାଗିଛି । କେଉଁଟି ବଗିରେ ନିଆଁ ଲାଗି ଯାଉଛି ତ ଆଉ କେଉଁଠି ଲାଇନଚ୍ୟୁତ । ଏସବୁ ସମସ୍ୟା ଯୋଗୁଁ ଏବେ ଯାତ୍ରୀମାନେ ରେଳଯାତ୍ରା…
ରାଇରଙ୍ଗପୁର ଠାରେ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ [caption id="attachment_10191" align="alignnone" width="300"] News by Akshaya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍.ଏମ୍.): ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ସଭାପତିତ୍ୱରେ ଆଗାମୀ ୭୭ତମ ସ୍ୱାଧୀନତା ଦିବସ…
ଠିକା ବିଦ୍ୟୁତ୍ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଧାରଣା [caption id="attachment_10187" align="alignnone" width="300"] News By Umakanta Jena (Cuttack)[/caption] #କଟକ(ଏନ୍.ଏମ୍.): ଟିପିସିଓଡିଏଲରେ ଠିକାଦାରୀ କରୁଥିବା ବୁଦ୍ଧମ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ୍ର କର୍ତ୍ତୁପକ୍ଷ ଜଣେ ଠିକା କର୍ମଚାରୀଙ୍କୁ ଡାକି ଦୁର୍ବ୍ୟବହାର କରିବା ପ୍ରତିବାଦରେ ଆଜି କଟକ ବାଦାମବାଡି…
© 2026 Nishkarsha Media Entertainment & Publication. All rights reserved | Design & develop by AmpleThemes