ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍ଓର ବିକ୍ଷୋଭ
ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍ଓର ବିକ୍ଷୋଭ [caption id="attachment_10847" align="alignnone" width="300"] News by Aditya Paital (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ସାରା ରାଜ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଏଆଇଡିଏସ୍ଓ ରାଜ୍ୟ କମିଟିର ଆହ୍ୱାନ କ୍ରମେ ସାରା ଓଡ଼ିଶା ପ୍ରତିବାଦ…




















