ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକଙ୍କ ସହ ଇପିଏଫ ପେନସନର୍ସ ସଙ୍ଘର ଆଲୋଚନା
ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକଙ୍କ ସହ ଇପିଏଫ ପେନସନର୍ସ ସଙ୍ଘର ଆଲୋଚନା [caption id="attachment_11813" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ଗସ୍ତରେ ଆସିଥିବା ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଡି. ରାଜାଙ୍କୁ ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ନେତୃବୃନ୍ଦ ସାକ୍ଷାତ କରି ଆଲୋଚନା କରିଛନ୍ତି । ଭୁବନେଶ୍ୱରସ୍ଥିତ ଭଗବତୀ ଭବନ ଠାରେ ହୋଇଥିବା ଆଲୋଚନାରେ ଇପିଏଫ ପେନସନଭୋଗୀଙ୍କର ସର୍ବନିମ୍ନ ମାସିକ…




















