ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା [caption id="attachment_12167" align="alignnone" width="300"] News by Smruti Ranjan Parida (Choudwar)[/caption] #ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ବିଶେଷ କରି ଚୌଦ୍ୱାର ପୌରାଞ୍ଚଳରେ ବିଜେଡି ଲୋକ ପ୍ରତିନିଧିଙ୍କ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି…
ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ? ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ କଦର୍ଯ୍ୟମୟ ରାସ୍ତା ଉପରେ ନିରର୍ଭର କରୁଛନ୍ତି ଗ୍ରାମବାସୀ [caption id="attachment_12163" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍.ଏମ୍.): ରାଜ୍ୟସରକାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ଜନହୀତକର କାର୍ଯ୍ୟ ପାଇଁ ବଦ୍ଧପରିକର ଅଛନ୍ତି । ରାଜ୍ୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସହାୟତା ପ୍ରଦାନ କରିବା ସହ…
ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି ୩ ବର୍ଷ ବିତିଲା ହେଲାନି ଡ୍ରେନ ଚାଲିଛି ଫଳକମରା ରାଜନୀତି ଜଗତପୁର (ଏନ୍.ଏମ୍.): ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ଥିଲା ବେଳେ ବିଜୁ ଜନତା ଦଳ ୨୦୨୩ ମସିହାରୁ ମାଳମାଳ ଫଳକ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଜଗତପୁର ଅଞ୍ଚଳରେ ଖୁନ୍ଦି ହୋଇଯାଇଛି । କେଉଠି ନୂଆ ଫଳକ ମରାଯାଉଛି ତ କେଉଁଠି…
ବିଏସକେୱାଇ ନବୀନ କାର୍ଡ ପାଇଁ ଏସଓପି: ନିୟମିତ ସରକାରୀ ଚାକିରିଆ ହୋଇନଥିଲେ କରିପାରିବେ ଆବେଦନ #ଭୁବନେଶ୍ୱର(ଏନ୍.ଏମ୍.): ବିଏସକେୱାଇ ନବୀନ କାର୍ଡ଼ ପାଇଁ ରାଜ୍ୟସରକାର ଏସଓପି ଜାରି କରିଛନ୍ତି । ତେବେ ନିୟମିତ ସରକାରୀ ଚାକିରିଆ ହୋଇଥିଲେ ଏହି ସେବା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ । ରାଜ୍ୟ ସରକାରରେ ଚାକିରି ନିୟମିତ ହୋଇଥିବା କର୍ମଚାରୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ନବୀନ କାର୍ଡ ପାଇଁ ଆବେଦନ କରିପାରିବେ…
୪ ନେତାଙ୍କୁ ଲୋକସଭା ଆସନରେ ବିଜେଡିର ଗ୍ରୀନ୍ ସିଗନାଲ୍: ସମ୍ବଲପୁରରୁ ବବି, ବ୍ରହ୍ମପୁରରୁ ମାନସ #ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟର ହେବିୱେଟ ତଥା ଲୋକପ୍ରିୟ ରାଜନେତାଙ୍କୁ ବିଜେଡି କେଉଁଠି ପ୍ରାର୍ଥୀ ଦେବ ତାହାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି । ୨୦୨୪ ସାଧାରଣ ନିର୍ବାଚନ ଆଉ ମାତ୍ର କେଇଟା ମାସ ଥିବାବେଳେ ବିଜେଡିର ୪ଜଣ ପ୍ରଭାବଶାଳୀ ରାଜନେତାଙ୍କୁ ନେଇ ଏବେ ଚାଲିଛି ଅଙ୍କକଷା । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)…
୨୦୨୪ ସାଧାରଣ ନିର୍ବାଚନ ପାଇଁ ବଢ଼ୁଛି ରାଜନୈତିକ ଉଷ୍ମତା ଚୌଦ୍ୱାର-କଟକ ଶାସକ ଦଳରେ ଏବେ ଚାଲିଛି ପ୍ରତିଯୋଗିତା, ଅପେକ୍ଷାରେ ଆଶାୟୀ ପାର୍ଥୀ [caption id="attachment_12104" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍.ଏମ୍.): ଆଉ ମାସ କେଇଟା ପରେ ରାଜ୍ୟରେ ହେବ ସାଧାରଣ ନିର୍ବାଚନ । ଏଥି ପାଇଁ ଚାଲିଛି ଘନଘନ ପ୍ରସ୍ତୁତି । ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚାଲିଥିବାବେଳେ ରାଜନୈତିକ ଶିବିରରେ…
କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ #ନରସିଂହପୁର(ଏନ୍.ଏମ୍.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନର ଅବ୍ୟବହିତ ପୂର୍ବରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଥିବାବେଳେ ସବୁଆଡେ ଭବ୍ୟ ସ୍ୱାଗତ କରାଯାଉଛି । ମାତ୍ର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଗ୍ରାମବାସୀମାନେ ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କରିବା ଘଟଣା ସମସ୍ତଙ୍କୁ ଚକିତ…
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ #ଭବାନୀପାଟଣା(ଏନ୍.ଏମ୍.): ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ବଳଭଦ୍ର ମାଝୀ ଇସ୍ତଫା ପତ୍ରରେ ତାଙ୍କର ଏହି ପଦକ୍ଷେପର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନାହାନ୍ତି…
ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ [caption id="attachment_12048" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍.ଏମ୍.): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି । ଶନିବାର ରାତିରେ ଧବଳେଶ୍ୱରରେ ପହଞ୍ଚିିବା ପରେ ସେଠାରେ ଥିବା ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ । ରବିବାର ଦିନ ସକାଳ ୮ଟା ବେଳେ…
ଡ୍ରାଇଭରମାନଙ୍କୁ ୭ଲକ୍ଷ ଜୋରିମାନା ଓ୧୦ବର୍ଷ ଜେଲଦଣ୍ଡ ଭଳି କଳା ଆଇନ୍ ବିରୁଦ୍ଧରେ କଟକରେ ଶୋଭଯାତ୍ରା ଓ ସଭା [caption id="attachment_12045" align="alignnone" width="300"] News by Umakanta Jena (Ctc)[/caption] #କଟକ(ଏନ୍.ଏମ୍.): ଭାରତୀୟ ନ୍ୟାୟ ସଂହିତା ୨୦୨୩ ନାମରେ ପୁରୁଣା ଆଇନ୍କୁ ପରିବର୍ତ୍ତନ କରି କେନ୍ଦ୍ର ବିଜେପି ସରକାର ମୋଟର ଦୁର୍ଘଟଣା ଜନିତ କେଶରେ ହିଟ ଆଣ୍ଡ ରନରେ ଡ୍ରାଇଭରମାନଙ୍କୁ ୧୦ ବର୍ଷ ଜେଲଦଣ୍ଡ ଓ ୭ ଲକ୍ଷ ଟଙ୍କା…
ସିଏମସି ମେୟରଙ୍କ ହସ୍ତକ୍ଷେପ: କଟକ ରିଟେଲ ଡିଲର୍ସ ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ [caption id="attachment_12035" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍.ଏମ୍.): କଟକ ମହାନଗର ଅଞ୍ଚଳରେ ୧୫୯ ଜଣ ଖୁଚୁରା ବିକ୍ରେତା ମାନେ କଟକ ମହାନଗରର ୭୪୫୫୭ ପଡି କାର୍ଡ ଧାରୀଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମାଗଣା ଚାଉଳ ବଣ୍ଟନ କରିଥାନ୍ତି । ଯେଉଁଥିରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬୭୬୦୯ ପଡି କାର୍ଡଧାରୀ…
କର୍ମୀମାନଙ୍କୁ ଭି.କେ. ପାଣ୍ଡିଆନଙ୍କ ଗୁରୁମନ୍ତ୍ର ୨୦୨୪ ନିର୍ବାଚନରେ ରେକର୍ଡ଼ ମାର୍ଜିନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ପରାମର୍ଶ [caption id="attachment_12029" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍.ଏମ୍.): କଟକ ବାଲିଯାତ୍ରା ପଡ଼ିଆରେ ବିଜେଡି ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଧନ୍ୟବାଦ କାର୍ଯ୍ୟକ୍ରମରେ ଫାଇପ-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଯୋଗଦେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହ କିଛି କିଛି ଟାକ୍ସ ମଧ୍ୟ ଦେଇଛନ୍ତି…
ସହରବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବାରବାଟୀ-କଟକ ବିଧାୟକ [caption id="attachment_11990" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ଇଂରାଜୀ ନବବର୍ଷ ୨୦୨୪ ଅବସରରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ତାଙ୍କ ଆବାସିକ କାର୍ଯ୍ୟଳୟରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ସାହିବସ୍ତି ପୂଜା କମିଟିର କର୍ମକର୍ତ୍ତା, ସିଏମସି…
ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା [caption id="attachment_11968" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ରାଜ୍ୟସରକାର ସବୁବେଳେ ଦୁର୍ନୀତି ହଟାଇବା ସହ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଫାଇପ-ଟି ଭଳି ଯୋଜନା କରିଛନ୍ତି । ଏଥି ସହିତ ଅଧିକାରୀମାନେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ…
ଦୁର୍ନୀତିରେ ବୁଡ଼ି ରହିଛି ସିଏମସି: ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ରାସନକାର୍ଡ଼ ହାତେଇଛନ୍ତି ଡେପୁଟି ମେୟର ଦମୟନ୍ତୀ ମାଝୀ ୮ବର୍ଷ ତଳର କଳଙ୍କିତ ଘଟଣାର ପୁନରାବୃତ୍ତି [caption id="attachment_11950" align="alignnone" width="300"] News by Kanhu Charan Panda (Cuttack)[/caption] #କଟକ(ଏନ୍.ଏମ୍.): ଦୁର୍ନୀତିରେ ଘାଣ୍ଟି ହେଉଛି କଟକ ମହାନଗର ନିଗମ । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ଆଦୌ ହେଉନାହିଁ । ଗୋଟିଏ ପରେ ଗୋଟିଏ…
୬ମାସ ପର୍ଯ୍ୟନ୍ତ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ [caption id="attachment_11944" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳକୁ ସରକାର ୬ ମାସ ବଢ଼ାଇ ଦେଇଛନ୍ତି । ଫଳରେ ୨୦୨୪ ଜୁନ୍ ୩୦ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ । ସୂଚନାଯୋଗ୍ୟ, ଆସନ୍ତା…
କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ପକ୍ଷରୁ ୧୩୯ତମ "ପ୍ରତିଷ୍ଠା ଦିବସ’ [caption id="attachment_11932" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍.ଏମ୍.): କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜଗତପୁର ଗୋଲେଇଛକ ସ୍ଥିତ ଉତ୍କଳ ଦୂର୍ଗାପୂଜା ମଣ୍ଡପ ସମ୍ମିଳନୀ ଗୃହରେ ଭାରତୀୟ ଜାତୀୟ କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି…
ବାଲିଯାତ୍ରା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କଂଗ୍ରେସର ମୋଟରସାଇକେଲ ଶୋଭାଯାତ୍ରା [caption id="attachment_11920" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ସିଏମସି ପକ୍ଷରୁ ବାଲିଯାତ୍ରାରେ ହୋଇଥିବା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ରାଜକୋଷରୁ ଅର୍ଥ କିଭଳି ଆତ୍ମସାତ ହେଉଛି ତାହାର ଉନ୍ମୋଚନ କରିବା ପାଇଁ କଟକ କଂଗ୍ରେସ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏ ନେଇ ପ୍ରଶାସନିକ…
ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ ନିମନ୍ତ୍ରଣ ରକ୍ଷା କରି ସେବାୟତଙ୍କୁ ଗୁଆ ଓ ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ପୁରୀ ବାସୀ ତଥା ସେବାୟତ ମାନଙ୍କ ତ୍ୟାଗ ଅତୁଳନୀୟ: ୫-ଟି ଅଧ୍ୟକ୍ଷ [caption id="attachment_11912" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ…
© 2026 Nishkarsha Media Entertainment & Publication. All rights reserved | Design & develop by AmpleThemes