ସହରବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବାରବାଟୀ-କଟକ ବିଧାୟକ

ସହରବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବାରବାଟୀ-କଟକ ବିଧାୟକ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଇଂରାଜୀ ନବବର୍ଷ ୨୦୨୪ ଅବସରରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ତାଙ୍କ ଆବାସିକ କାର୍ଯ୍ୟଳୟରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ସାହିବସ୍ତି ପୂଜା କମିଟିର କର୍ମକର୍ତ୍ତା, ସିଏମସି ବିଭାଗୀୟ ଅଧିକାରୀ, ମୁରବୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଭବ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଭୂୟାଁ, ଗିରିବାଳା ବେହେରା, ଶୈଳବାଳା ଜେନା, ନିକୁଞ୍ଜ ପଶାୟତ, କର୍ପୋରେଟର ସନ୍ତୋଷ ଭୋଳ, ସୁବାଶିଷ ପଟ୍ଟନାୟକ, ଲିଜା ରାଉତ, ଭାନୁ ସେନାପତି, ସ୍ୱର୍ଣ୍ଣପ୍ରଭା ପସାୟତ, ବଟକୃଷ୍ଣ ସାହୁ, ଜନାର୍ଦ୍ଦନ ପରିଡା, ଜେ. କାମେସ ରାଓ, କେଦାର ପୃଷ୍ଟି, ଶରତ ଚନ୍ଦ୍ର ଶେଠୀ, ଅମୂଲ୍ୟ ବେହେରା, ଆକାଶ ଭୁୟାଁ, ଡ. ସନ୍ତୋଷ ବଳ, ରଶ୍ମୀରଞ୍ଜନ ମିଶ୍ର, କିଶୋର କର, ନିତ୍ୟାନନ୍ଦ ରାଉତରାୟ, ପ୍ରଦୀପ ସାହୁ ,ସନ୍ତୋଷ ଲେଙ୍କା, ଅମ୍ରିତା ଦାସ, ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବର୍ତ୍ତୀ, ସନ୍ତୋଷ ପାତ୍ର, ସୁରଜିତ ସାହୁ, ବାବା ଜାନି, ଇର୍ସାଦ ଖାନ, ରାଜେନ୍ଦ୍ର ପଣ୍ଡା, କେଦାର ପୃଷ୍ଟି, ଅଜିତ ବେହେରା, ଟୁକୁନା ସେନାପତି, ରଶ୍ମି ସାମଲ, ଅଜୟ ରାଉତ, ରଞ୍ଜନ ଜେନା, ଅଜୟ ଗୋଛାୟତ, ପ୍ରତାପ ପରିଡା, ସୌମେନ୍ଦ୍ର ମହାନ୍ତି, ଦିଲ୍ଲୀପ ଦଳେଇ, ସେକ ଗୁଲାମ ମୋଇଦ୍ଦିନ, ଏନ. ନୀଳାଦ୍ରି ରାଓ, ଦେବୀ ପ୍ରସନ୍ନ ମହାପାତ୍ର, ବିଭୁ ମହାପାତ୍ର, ଦେବାଶିଷ ପାଣିଗ୍ରାହୀ, ରମେଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ADVERTISEMENT

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *