ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ
ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତର ବରିଷ୍ଠ ମୁରବୀ ଜଗଦୀଶ କାନୁନଗୋ ଆଉ ନାହାନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡ଼ିତ ଥିଲେ ।…




















