କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ [caption id="attachment_3679" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ନଗର (ଜିଲ୍ଲା) କଂଗ୍ରେସ କମିଟର ଏକ ବୈଠକ ସ୍ଥାନୀୟ ଧବଳେଶ୍ୱର ଗଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତ୍ରୀ ନୟନା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ କଂଗ୍ରେସ କର୍ମୀମାନେ ୱାର୍ଡ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ସମାଧାନ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ [caption id="attachment_3650" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଜୋରଦାର ଚାଲିଛି । ଜିଲ୍ଲାପରିଷଦ ଜୋନ ସଦସ୍ୟମାନନେ ବିଭିନ୍ନ ଦଳରୁ ଟିକେଟ ନେଇ ନାମାଙ୍କନପତ୍ର ଦାଖଲ କରୁଥିବାବେଳେ ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡ଼ସଦସ୍ୟମାନେ ପରୋକ୍ଷରେ ବିଭିନ୍ନ ଦଳୀୟ ସମର୍ଥନ ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଏହି ପରିପେକ୍ଷୀରେ…

ଢିଙ୍କିଆରେ ବର୍ବର ଲାଠି ଚାଳନାକୁ ବିରୋଧ କରି ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଢିଙ୍କିଆରେ ବର୍ବର ଲାଠି ଚାଳନାକୁ ବିରୋଧ କରି ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଢିଙ୍କିଆରେ ବର୍ବର ଲାଠି ଚାଳନାକୁ ବିରୋଧ କରି ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର [caption id="attachment_3643" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଢିଙ୍କିଆବାସୀଙ୍କ ଉପରେ ପୁଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜ ବିରୁଦ୍ଧରେ ମହାନଗର ନାଗରିକ ମଞ୍ଚ ପକ୍ଷରୁ ଆରଡିସିଙ୍କ ଅଫିସ୍ ସମ୍ମୁଖରେ ପ୍ରତିବାଦ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେ ଅଞ୍ଚଳରେ ପୁଲିସ୍ ଆତଙ୍କରାଜ ବନ୍ଦ କରିବା…

ଗୋପ ବ୍ଲକରେ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଘୋଷଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗୋପ ବ୍ଲକରେ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଘୋଷଣା

ଗୋପ ବ୍ଲକରେ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଘୋଷଣା କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ କାକଟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଳକର ୧୪ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୩ଟି ଗ୍ରାମ ପଞ୍ଚାୟତର ଦଳୀୟ ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ଘୋଷଣା ନିମନ୍ତେ ଅନୁଷ୍ଠିତ ବୈଠକରେ ପୁରୀ…

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ [caption id="attachment_3623" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.):  ଚୌଦ୍ଵାର-କଟକ ଓ ସଦର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୭ ଗୋଟି ୱାର୍ଡର ନମ୍ବର କଂଗ୍ରେସ କର୍ମକର୍ତ୍ତାମାନଙ୍କର ଏକ କର୍ମୀ ସମ୍ମିଳନୀ ସ୍ଥାନୀୟ ମହାନଦୀ ବିହାର ସ୍ଥିତ ହାରାମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଟକ ନଗର…

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା [caption id="attachment_3601" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ପକ୍ଷରୁ ଜଗତପୁର ୪୮ନମ୍ବର ୱାର୍ଡର ଭୁବନପୁର ଗୋଷ୍ଠୀ କେନ୍ଦ୍ର ଗୃହରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଭାପତି ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜଗତପୁର ଅଞ୍ଚଳର ବିଭିନ୍ନ…

କଟକ ରେଳ ଷ୍ଟେସନକୁ ମନ୍ତ୍ରୀଙ୍କ ଆଗମନ ସ୍ୱାଗତ ଯୋଗ୍ୟ : ସାଂସଦ ସୁବାସ ସିଂହ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକ ରେଳ ଷ୍ଟେସନକୁ ମନ୍ତ୍ରୀଙ୍କ ଆଗମନ ସ୍ୱାଗତ ଯୋଗ୍ୟ : ସାଂସଦ ସୁବାସ ସିଂହ

କଟକ ରେଳ ଷ୍ଟେସନକୁ ମନ୍ତ୍ରୀଙ୍କ ଆଗମନ ସ୍ୱାଗତ ଯୋଗ୍ୟ : ସାଂସଦ ସୁବାସ ସିଂହ ନୂଆଦିଲ୍ଲୀ(ଏନ୍‌.ଏମ୍‌.): କଟକ ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବାକୁ, ସାଂସଦ ସୁବାସ ସିଂହ ପାର୍ଲିଆମେଣ୍ଟରେ ୩ ଥର ପ୍ରଶ୍ନ କରିବା ପରେ, ରେଳ ମନ୍ତ୍ରୀ କଟକ ରେଳ ଷ୍ଟେସନ ପରିଦର୍ଶନ ଆସିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସାଂସଦ ସୁବାସ ସିଂହ କହିଚନ୍ତି । ହଜାର ବର୍ଷର କଟକ ଐଇତିହାସିକ…

ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ବିଭିନ୍ନ ଦଳର ଦାବି: ଏ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ବିଭିନ୍ନ ଦଳର ଦାବି: ଏ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ବିଭିନ୍ନ ଦଳର ଦାବି: ଏ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ରାଜ୍ୟର ସମସ୍ତ ବିରୋଧୀ ଦଳ ଦାବି କରିଛନ୍ତି । ଆଜି ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିବାବେଳେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି ।…

ସିଏମସି ୭ ନମ୍ବର ୱାର୍ଡ଼ରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସ୍ଥିତି ସମୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ସିଏମସି ୭ ନମ୍ବର ୱାର୍ଡ଼ରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସ୍ଥିତି ସମୀକ୍ଷା

ସିଏମସି ୭ ନମ୍ବର ୱାର୍ଡ଼ରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସ୍ଥିତି ସମୀକ୍ଷା [caption id="attachment_3531" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଗଳିକନ୍ଦି ତଥା ବସ୍ତି ଅଞ୍ଚଳର ସମସ୍ୟାକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ନିମନ୍ତେ ବାରବାଟୀ-କଟକ ବିଧାୟକ ବିଭିନ୍ନ ୱାର୍ଡ଼ ପରିଦର୍ଶନ ଜାରି ରଖିଛନ୍ତି । ଏହି ଅବସରରେ ଇଂ. ମହମ୍ମଦ ମୋକିମ ଆଜି ସିଏମସି ୭ ନମ୍ବର ୱାର୍ଡ ଅଞ୍ଚଳ ବୁଲି…

ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ

ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ [caption id="attachment_3514" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ବସ୍ତି ବାସିନ୍ଦାଙ୍କ ଦୀର୍ଘ ଆନ୍ଦୋଳନ ଫଳରେ ବସ୍ତି ବାସିନ୍ଦାଙ୍କ ପାଇଁ ପୂର୍ବରୁ ପୌରପାଳିକା ଓ ପରେ ମହାନଗର ନିଗମ ସାମ୍ବିଧାନିକ ଅଧିକାର ଅନୁଯାୟୀ ବସ୍ତି ବାସିନ୍ଦାଙ୍କୁ ସହରବାସୀ ବୋଲି ସ୍ୱୀକୃତି ଦେବାସହ ଆଇନ କରାଯାଇଛି । ବସ୍ତି ବାସିନ୍ଦାମାନଙ୍କୁ ରହୁ…

କୋଣାର୍କରେ କ୍ରୀଡା ମନ୍ତ୍ରୀଙ୍କୁ ବିରୋଧ: ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଦୃବର୍ତ୍ତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କୋଣାର୍କରେ କ୍ରୀଡା ମନ୍ତ୍ରୀଙ୍କୁ ବିରୋଧ: ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଦୃବର୍ତ୍ତ

କୋଣାର୍କରେ କ୍ରୀଡା ମନ୍ତ୍ରୀଙ୍କୁ ବିରୋଧ: ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଦୃବର୍ତ୍ତ କୋଣାର୍କ (ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ପ୍ରସିଦ୍ଧ ଦେବୀପୀଠ ମା ଭଗବତୀ ପୀଠକୁ ରାସ୍ତା ପ୍ରଶସ୍ତିକରଣ ଯୋଜନା ନିମନ୍ତେ ରାଜ୍ୟ ସରକାର କ୍ରୀଡା ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଶିଳାନ୍ୟାସ କରିବାର ୨ମିନିଟ ପରେ ଦୃବର୍ତ୍ତମାନେ ଏହି ଫଳକକୁ ଭାଙ୍ଗି ଦେବା ଘଟଣା କୋଣାର୍କରେ ମନ୍ତ୍ରୀ ଶ୍ରୀ ବେହେରା ବିରୋଧାଭାସର ସମ୍ମୁଖୀନ…

ନୂଆବର୍ଷରେ ସରକାରଙ୍କ ଉପହାର : ରାଜ୍ୟର ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ନୂଆବର୍ଷରେ ସରକାରଙ୍କ ଉପହାର : ରାଜ୍ୟର ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା

ନୂଆବର୍ଷରେ ସରକାରଙ୍କ ଉପହାର ରାଜ୍ୟର ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟର ୫ଟି ମହାନଗର ନିଗମ ଅଞ୍ଚଳର ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଜାଗା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୫ମହାନଗର ନିଗମ- ଭୁବନେଶ୍ୱର, କଟକ,…

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ: ଯୋଗଦେବେ ଜିଲ୍ଲାପାଳ ଓ ଏସପି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ: ଯୋଗଦେବେ ଜିଲ୍ଲାପାଳ ଓ ଏସପି

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ ଯୋଗଦେବେ ଜିଲ୍ଲାପାଳ ଓ ଏସପି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ନିର୍ବାଚନକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହେଉଥିଲେ ମଧ୍ୟ ନିର୍ବାଚନକୁ କିଭଳି ସ୍ୱଚ୍ଛ ଏବଂ ଅବାଧ କରାଯିବ ସେନେଇ ନିର୍ବାଚନ କମିଶନର ପ୍ରସ୍ତୁତି ଚଳାଇଛନ୍ତି । ତେବେ ପଛୁଆ ବର୍ଗଙ୍କ ସଂରକ୍ଷଣ ବିନା ନିର୍ବାଚନ ନକରିବାକୁ ବିରୋଧୀ ଦଳଗୁଡ଼ିକର…

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଟକ ଜିଲ୍ଲାର ମୁଖ୍ୟତଃ ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ବର୍ଣ୍ଣାଢ଼୍ୟ ପରିବେଷ ମଧ୍ୟରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରବାଟୀ-କଟକ ବିଜେଡ଼ି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନେତୃତ୍ୱ…

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ(ଏନ୍‌.ଏମ୍‌.): ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ୨୫ତମ ବିଜେଡ଼ି ପ୍ରତିଷ୍ଠା ଦିବସ । ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବିଭିନ୍ନ ସଭାରେ ଅଭିଭାଷଣ ରଖିଥିଲେ । ତେବେ ରାଜଧାନୀ ସମେତ ୩୦ଟି ଯାକ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ନେତୃତ୍ୱ ଯୋଗଦେଇ ୨୫ବର୍ଷର ସେବା…

କଟକରେ ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ଶିକ୍ଷା ଓ ନିଯୁକ୍ତି

କଟକରେ ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ

କଟକରେ ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ ଭିଡ଼ିଓ କନ୍‌ଫରେନସିଙ୍ଗ ଜରିଆରେ କରିଛନ୍ତି । ଏହି ଅବସରରେ ପ୍ରତ୍ୟେକ ହକରମାନଙ୍କୁ ୬୦୦୦ଟଙ୍କା ସହାୟତା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସହିଦ…

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଭୁବନେଶ୍ୱର (ଏନ୍‍.ଏମ୍‍.): ‘ମୋ ସ୍କୁଲ୍ ଅଭିଯାନ’ର ୩୦ତମ କାର୍ଯ୍ୟର୍ନିବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ…

ସପ୍ତମ ବେତନ କମିଶନ ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ମାସିକ୧୮ହଜାର ଟଙ୍କା ଦରମା ପାଇଁ ସଂସଦରେ ଦାବି କଲେ ସୁବାସ ସିଂହ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସପ୍ତମ ବେତନ କମିଶନ ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ମାସିକ୧୮ହଜାର ଟଙ୍କା ଦରମା ପାଇଁ ସଂସଦରେ ଦାବି କଲେ ସୁବାସ ସିଂହ

ସପ୍ତମ ବେତନ କମିଶନ ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ମାସିକ୧୮ହଜାର ଟଙ୍କା ଦରମା ପାଇଁ ସଂସଦରେ ଦାବି କଲେ ସୁବାସ ସିଂହ #ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଓଡିଶା ଓ ସାରା ଭାରତ ବଷର୍ରେ ପ୍ରାୟ ୨୫ଲକ୍ଷ ଅଙ୍ଗନୱାଡି କର୍ମି ୧୯୭୫ମସିହା ଠାରୁ ଦୀର୍ଘ ୪୫ବର୍ଷ ଧରି ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତଗର୍ତ ମା ଓ ଶିଶୁ ମାନଙ୍କର କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗିକୃତ କରି କାର୍ଯ୍ୟକରି ଆସୁଅଛନ୍ତି । ଏପରିକି…

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ଡକ୍ଟର ପାତ୍ର ସମସ୍ତ ଦଳଙ୍କୁ ଅନୁରୋଧ କରିଥିଲେ । ଡିସେମ୍ୱର ୧ତାରିଖ ଦିନ ଗୃହର ପ୍ରାରମ୍ଭିକ…

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ କଟକ(ଏନ୍‌.ଏମ୍‌.): ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା କଟକ ନଗର ସାଧାରଣ ସମ୍ପାଦକ ଭାବେ ସୌମେନ୍ଦ୍ର ପଲାଇ ମନୋନୀତ ହୋଇଛନ୍ତି । ସେ ତୃଣମୂଳସ୍ତରରୁ ମୋର୍ଚ୍ଚାର ଦାୟିତ୍ୱ ତୁଳାଇବା ସହିତ ଦଳକୁ ସାଙ୍ଗଠନିକ ମଜବୁତ କରିବାର ପ୍ରତିଶୁତି ବଦ୍ଧ । ଏହି ଦାୟିତ୍ୱ ପାଇଁ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ…