ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି [caption id="attachment_4255" align="alignnone" width="300"] Photo By Kanhu Charan Panda[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ କର୍ପୋରେଟର ପ୍ରାର୍ଥିନୀ ନଳିନୀ ବେହେରାଙ୍କ ସହିତ ଦଳୀୟ କର୍ମୀ, ସମର୍ଥକମାନେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ନିର୍ବାଚନ ପ୍ରଚାରରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି…

ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର

ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର ଜଗତପୁର ୪୮ନମ୍ବର ୱାର୍ଡରେ ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥିନୀଙ୍କ ନିର୍ବାଚନ ରାଲି [caption id="attachment_4252" align="alignnone" width="300"] Photo By Kanhu Charan Panda[/caption] କଟକ/ଜଗତପୁର(ଏନ୍‌.ଏମ୍‌.): ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ଶେଷ ପ୍ରଚାରକୁ ପ୍ରାର୍ଥୀମାନେ ଅଧିକ ଗୁରୁତ୍ୱ ଦେଇ ଶକ୍ତିପ୍ରଦର୍ଶନ କରିଛନ୍ତି । ପ୍ରଚାର ସଂଗୀତ ସାଙ୍ଗକୁ…

ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର

ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର [caption id="attachment_4248" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ସରଗରମ ସେତିକି ବୃଦ୍ଧି ପାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଥିବାବେଳେ କଂଗ୍ରେସ ମଧ୍ୟ ନିଜର ପ୍ରଚାର ଉପରେ ଗୁରୁତ୍ୱ ଦେଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ପ୍ରସଙ୍ଗ କରି କଂଗ୍ରେସ ନିର୍ବାଚନ…

ସ୍ୱାଧୀନ ମେୟର ପ୍ରାର୍ଥୀ ଆଜାଦଙ୍କ ବାଇକ ରାଲି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସ୍ୱାଧୀନ ମେୟର ପ୍ରାର୍ଥୀ ଆଜାଦଙ୍କ ବାଇକ ରାଲି

ସ୍ୱାଧୀନ ମେୟର ପ୍ରାର୍ଥୀ ଆଜାଦଙ୍କ ବାଇକ ରାଲି [caption id="attachment_4243" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ନିର୍ବାଚନୀ ଉଷ୍ମତା ଶେଷ ସୀମାରେ ପହଞ୍ôଚ ଯାଇଛି । ଆସନ୍ତା ୨୪ତାରିଖ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ ମେସିନରେ ପରୀକ୍ଷା ହେବ । ତେଣୁ ବିଭିନ୍ନ ୱାର୍ଡ଼ରେ ଆଜି ପ୍ରାର୍ଥୀମାନଙ୍କ ଶକ୍ତିପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ବିଶେଷ କରି ଶାସକ ଦଳର ହେଭିୱେଟ ନେତା ପ୍ରଚାର କରୁଥିବାବେଳେ…

ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼

ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼ [caption id="attachment_4236" align="alignnone" width="270"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଣ୍ଟାପଡ଼ା(ଏନ୍‌.ଏମ୍‌.): ତ୍ରିସ୍ତରୀୟ ନିର୍ବାଚନ ଶେଷ ପରେ ମଧ୍ୟ ହିଂସାକାଣ୍ଡ ଥମିନି । ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ନେଇ ଗଣ୍ଡଗୋଳ, ମାଡ଼ପିଟ, ହଣାକଟା ସହିତ ବୋମା ମାଡ଼ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜିବି ଗାଁ ରାଜନୀତିର ଉଷ୍ମତା ରହିଛି । କେଉଁଠି ହାରିଯାଇଥିବା ପ୍ରାର୍ଥୀଙ୍କ…

ସିଏମସି ନିର୍ବାଚନ ପାଇଁ କଟକ ନଗର କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ଇସ୍ତାହାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ନିର୍ବାଚନ ପାଇଁ କଟକ ନଗର କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ଇସ୍ତାହାର

ସିଏମସି ନିର୍ବାଚନ ପାଇଁ କଟକ ନଗର କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ଇସ୍ତାହାର [caption id="attachment_4233" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‍.ଏମ୍‍.): କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସେଲଟର ଛକ ସ୍ଥିତ କଂଗ୍ରେସ କାର‌୍ୟ୍ୟାଳୟରେ ଚଳିତ ୨୦୨୨ ସିଏମସି ନିର୍ବାଚନ ନିମନ୍ତେ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି । ବାରବାଟୀ-କଟକ ବିଧାୟକ ଇଂମହମ୍ମଦ ମୋକିମ ଇସ୍ତାହାରର ଶୁଭ ଉନ୍ମୋଚନ କରି କଂଗ୍ରେସ ଦଳ…

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା [caption id="attachment_4226" align="alignnone" width="300"] Photo From Kanhu[/caption] କଟକ(ଏନ୍‌.ଏମ୍‌.): ସିଏମସି ୪୮ ନମ୍ବର ୱାର୍ଡ଼ରେ ବିଜୁ ଜନତା ଦଳର ଏହି ଅସହ୍ୟ ଖରାରେ ହାତରେ ଛତା ଧରି ନିଆରା ଢଙ୍ଗରେ ପ୍ରଚାର ଦେଖିବାକୁ ମିଳିଥିଲା । ମାର୍ଚ୍ଚ ମାସ ଏହି ପ୍ରଚଣ୍ଡ ଖରାରେ ଶହେରୁ ଉର୍ଦ୍ଧ୍ୱ ବିଜେଡିର କର୍ମୀମାନେ ଏକ ପ୍ରକାର ନିଆରା…

କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ

କଟକରେ ଆଦିବାସୀଙ୍କ ପାଇଁ 'ଦାମୋଦର'ଘାଟ କରିବେ ବୃନ୍ଦାବନ ଦାସ ଆଜାଦ [caption id="attachment_4222" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଷଦ ପକ୍ଷରୁ କଟକ ମହାନଗର ନିଗମରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବିଶିଷ୍ଟ ବସ୍ତି ନେତା ତଥା ସମାଜସେବୀ ବୃନ୍ଦାବନ ଦାସ ଆଜାଦଙ୍କୁ ସମର୍ଥନ ଜ୍ଞାପନ…

ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା

ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା [caption id="attachment_4218" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ଏସ୍‌ୟୁସିଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା ହୋଇଥିଲା । କଟକ କଲେଜ ଛକ ନେତାଜୀ ପ୍ରତିମୁର୍ତ୍ତି ସମ୍ମୁଖରୁ ବାଇକ ଶୋଭାଯାତ୍ରା ବାହାରି ଥିଲା । ସହରର ସମସ୍ତ ସ୍ଥାନ, ସିଡିଏ,…

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର [caption id="attachment_4214" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ଶକ୍ତି ପ୍ରଦର୍ଶନ ମଧ୍ୟ କରାଯାଉଛି । ବିଶାଳ ରାଲି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି…

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ ଜଗତପୁର(ଏନ୍‌.ଏମ୍‌.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ଉଷ୍ମତା ସେତେ ସରଗରମ ହେଉଛି । ବିଶେଷ କରି ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଦୀର୍ଘ ବର୍ଷ ଧରି ବିଭିନ୍ନ ରାଜନୈତିକ ଦଳର ହାତରେ ଥିବା ଏହି ୱାର୍ଡ଼ ଏବେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ବିଶେଷ…

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ [caption id="attachment_4207" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ବରିଷ୍ଠ ନାଗରିକ କ୍ଲବର ସାଧାରଣ ଅଧିବେଶ ସ୍ଥାନୀୟ ମହିମା ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ଶିଶିର କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ଯୋଗଦେଇ ବରିଷ୍ଠ…

ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ୬ ପ୍ରାର୍ଥିନୀଙ୍କ ଟକ୍କର
Slider ପପୁଲାର ନିଓଜ ମନୋରଞ୍ଜନ ରାଜନୀତି ରାଜ୍ୟ

ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ୬ ପ୍ରାର୍ଥିନୀଙ୍କ ଟକ୍କର

ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ୬ ପ୍ରାର୍ଥିନୀଙ୍କ ଟକ୍କର କଟକ(ଏନ୍‌.ଏମ୍‌.): ସିଏମସି ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ମୋଟ ୬ ଜଣ ପ୍ରାର୍ଥିନୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେଥି ମଧ୍ୟରୁ ବିଜେଡି, ବିଜେପି, କଂଗ୍ରେସ ଓ ୩ ସ୍ୱାଧିନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୬ ଜଣ ପ୍ରାର୍ଥିନୀଙ୍କ ମଧ୍ୟରେ ପ୍ରଚାର ଟକ୍କର ଆରମ୍ଭ ହୋଇଛି । ସେଥିମଧ୍ୟରୁ ମୁଖ୍ୟତଃ ଶାସକ ଦଳ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ…

ପୌର ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୌର ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ

ପୌର ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ [caption id="attachment_4199" align="alignnone" width="300"] Photo by I&PR Odisha[/caption] ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଜଟଣୀ ମ୍ୟୁନିସିପାଲିଟି, ବାଲୁଗାଁ ଓ ବାଣପୁର ଏନ୍‌.ଏ.ସିର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପରୋକ୍ତ…

କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା

କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା [caption id="attachment_4181" align="alignnone" width="300"] ଫଟୋ: କାହ୍ନୁଚରଣ ପଣ୍ଡା (ଜଗତପୁର)[/caption] ଜଗତପୁର (ଏନ୍‌.ଏମ୍‌.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ସରଗରମ ହେବାରେ ଲାଗିଚି । ଏହି ପରିପେକ୍ଷୀରେ ଜଗତପୁର ଅଞ୍ଚଳର ୪୮ନମ୍ବର ୱାର୍ଡ ସ୍ଥିତ ନିମପୁର କୃଷ୍ଣେଶ୍ୱର ଦୋଳ ସଭା ମଣ୍ଡପ ଓ ୪୯ନମ୍ବର ୱାର୍ଡର ତ୍ରୀନାଥ ସାହି ଆଦିବାସି ବସ୍ତି…

ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ

[caption id="attachment_4176" align="alignnone" width="300"] Advertisement[/caption] ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ ଭୁବନେଶ୍ୱର(ଏନ୍‌.ଏମ୍‌.) : ତ୍ରିସ୍ତରୀୟ ନିର୍ବାଚନ ପରେ ଆୟୁକ୍ତଙ୍କ ନିର୍ଦ୍ଦେଶାନୁଯାୟୀ ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏଥର ବିଜେଡି ହାତରେ ରହିଛି ସମସ୍ତ ଜିଲ୍ଲପରିଷଦ ଅଧ୍ୟକ୍ଷ ଆସନ । ସୂଚନା ଅନୁଯାୟୀ, ଅନୁଗୋଳ- ବବିତା ପ୍ରଧାନ (ବିଜେଡି), ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି),…

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି

[caption id="attachment_4176" align="alignnone" width="300"] Advertisement[/caption] କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତି ରାଜ୍ୟ ସରକାରଙ୍କ କୋହଳ ମେନାଭାବ ପ୍ରଦଶନ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ପ୍ରଶାସନ ଏଭଳି ହିଂସାକାଣ୍ଡକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କେଠାର…

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ [caption id="attachment_4168" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ପୌରସଂସ୍ଥା ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅର୍ଥସେବାର ୧୯ଜଣ ବରିଷ୍ଠ ଓ ଦକ୍ଷ ଅଧିକାରୀମାନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇ ଆଜି ସେମାନଙ୍କୁ ପୌରସଂସ୍ଥା ନିର୍ବାଚନରେ ପ୍ରତିଦ୍ୱନ୍ଦିତା…

ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା

ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା [caption id="attachment_4165" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗର ଅସହଯୋଗ, ନିଷ୍କ୍ରିୟତା, ପାତର ଅନ୍ତର ନୀତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ତରରେ ଚର୍ଚ୍ଚା ଆଲୋଚନା ବିଫଳ ହେବା ପରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ…

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି ଭୁବନେଶ୍ୱର(ଏନ୍‌.ଏମ୍‌.): ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ-ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି-ଉପସଭାପତି ପଦବୀଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଗତ ଫେବୃଆରୀ ୧୫ ତାରିଖରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ନିମନ୍ତେ ମାର୍ଚ୍ଚ…