ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳର ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ମାସିକ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମୋଦି ସରକାର-ଧର୍ମେନ୍ଦ୍ର ପ୍ରଧାନ #କଙ୍କଡାହାଡ(ଏନ୍‌.ଏମ୍‌.): ମୋଦି ସରକାରରେ ଓଡ଼ିଶାର ସମ୍ମାନ, ଗୌରବ ଓ ଓଡିଆ ଅସ୍ମିତାକୁ ପ୍ରାଥମିକତା ଦିଆଯିବା ଦେବା ସହ ବିଗତ ୯ ବର୍ଷରେ ଅନେକ ଜନକଲ୍ୟାଣକାରୀ କାମ ହୋଇଛି । ପ୍ରଧାନମନ୍ତ୍ରୀ…

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ [caption id="attachment_9745" align="alignnone" width="300"] Ashok Sahoo (NabarangPur)[/caption] #ଭୁବନେଶ୍ୱର/ ନବରଙ୍ଗପୁର(ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ(ଅମଲା)ଙ୍କ ପ୍ରବେଶିକା ଦରମା ଓ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ଆଜିଠୁ ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ଏଥିଯୋଗୁ ବିଭିନ୍ନ ସରକାରୀ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି । କନିଷ୍ଠ ସହାୟକଙ୍କ ପ୍ରବେଶିକା…

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ [caption id="attachment_9728" align="alignnone" width="276"] News By B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଶାସକ ଦଳଗୁଡ଼ିକ ଏବେ ଅଧିକ ତତ୍ପର ହୋଇ ଉଠିଛନ୍ତି । ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ଜନସମର୍ଥନ ସୃଷ୍ଟି କରି ପାରିଛନ୍ତି । ଏଥି ସହିତ ୫ଥର ଯାକ…

‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ

‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ - ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ରାଜ୍ୟ ସରକାର ପୋତିଛନ୍ତି - ଋଣ ସୁଝି ନପାରିଲେ ବନ୍ଧା ପଡିଥିବା ବାପା, ଅଜା ଅମଳର ଘର ଡିହ ମଧ୍ୟ ହାତରୁ ଚାଲିଯିବ - ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ମାଗଣା ଘର ଦିଅନ୍ତୁ ରାଜ୍ୟ ସରକାର [caption…

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
Slider Uncategorized ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ [caption id="attachment_9700" align="alignnone" width="300"] News by Smruti Ranjan Tripathy (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଗ୍ରାମୀଣ ଗରିବ ତଥା ବାସହୀନ ଲୋକଙ୍କ ପାଇଁ ରାଜ୍ୟସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ…

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ [caption id="attachment_9684" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକାରେ ହୋଇଥିବା ଅହେତୁକ ଦୁର୍ନୀତି ବିରୁଦ୍ଧରେ ଚୌଦ୍ୱାର ସ୍ୱାଭିମାନ ମଞ୍ଚ ପକ୍ଷରୁ ଚୌଦ୍ୱାର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ମଞ୍ଚର ଆବାହକ ଦୀପକ ମଙ୍ଗରାଜଙ୍କ ପୌରହିତ୍ୟରେ ଆୟୋଜିତ ଏହି…

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ [caption id="attachment_9659" align="alignnone" width="300"] News by Smrutiranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ସହରରେ ବସ୍ତିବାସିନ୍ଦାମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଥିଲେ ମଧ୍ୟ ସେମାନେ ସୁରକ୍ଷିତ ନଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର କଟକ ସହରକୁ ସ୍ୱଛ, ସୁନ୍ଦର କରିବାପାଇଁ ସହରରେ ବାସ କରୁଥିବା ବସ୍ତିବାସିନ୍ଧାଙ୍କୁ ସହରର ଉପକଣ୍ଠ…

ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା

ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା [caption id="attachment_9652" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଯାହା ଅସହ୍ୟ ଗରମରେ ସଙ୍ଘର୍ଷ…

ଓଡ଼ିଶା ମନ୍ତ୍ରୀ ମଣ୍ଡଳରେ ପୁଣି ୩ ନୂଆ ମନ୍ତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶା ମନ୍ତ୍ରୀ ମଣ୍ଡଳରେ ପୁଣି ୩ ନୂଆ ମନ୍ତ୍ରୀ

ଓଡ଼ିଶା ମନ୍ତ୍ରୀ ମଣ୍ଡଳରେ ପୁଣି ୩ ନୂଆ ମନ୍ତ୍ରୀ ମିଳିଲା ବିକ୍ରମଙ୍କୁ ଅର୍ଥ, ସାରଦାଙ୍କୁ ଶ୍ରମ ଓ ସୁଦାମଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏବେ ବି ବାଚସ୍ପତି ଅସ୍ପଷ୍ଟ [caption id="attachment_9636" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ୩ଜଣ ପୁରୁଣା ସହଯୋଗୀଙ୍କୁ ପୁଣିଥରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି । ଭଞ୍ଜନଗରର ୬ଥର…

ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ଆଠଗଡ଼ ଛାତ୍ରଛାତ୍ରୀଙ୍କୁ ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ଆଠଗଡ଼ ଛାତ୍ରଛାତ୍ରୀଙ୍କୁ ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ଆଠଗଡ଼ ଛାତ୍ରଛାତ୍ରୀଙ୍କୁ ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା [caption id="attachment_9633" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନରେ ମନୋନିବେଶ କରିବା ନିମନ୍ତେ ଫୋରମ ଅଫ ଏକାଡେମିକ ଏବଂ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ପ୍ରେରଣା ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ନିଜର…

ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି – ଧର୍ମେନ୍ଦ୍ର ପ୍ରଧାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି – ଧର୍ମେନ୍ଦ୍ର ପ୍ରଧାନ

ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି - ଧର୍ମେନ୍ଦ୍ର ପ୍ରଧାନ [caption id="attachment_9626" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ସରକାରଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ -ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ଯୋଡି ହୋଇଥିବା ଯୁବବର୍ଗଙ୍କ ଅନୁଭବରୁ ଯେଉଁ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ରହିଛି ତାହା ପ୍ରେରଣାଦାୟୀ ଓ ଉତ୍ସାହପୂର୍ଣ୍ଣ । ଯୁବା ସଂଗମ…

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ: କଂଗ୍ରେସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ: କଂଗ୍ରେସ

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ: କଂଗ୍ରେସ [caption id="attachment_9623" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ସାମ୍ବାଦିକମାନଙ୍କୁ ସମ୍ବୋଦ୍ଧିତ କରି ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦୀ ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ କରିବାପାଇଁ କରାଯାଇଥିଲା ତାହା ଆଜି ଦେଶବାସୀଙ୍କ ସ୍ପଷ୍ଟ…

ଏଏସଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏଏସଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ

ଏଏସଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ [caption id="attachment_9615" align="alignnone" width="300"] Photo By Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଏଏସଓ ପରୀକ୍ଷା ମେରିଟ ଷ୍ଟକୁ ହାଇକୋର୍ଟ ଖାରଜ କରି ଦେବା ପରେ ଏଥିପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଆଜି କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

୫ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

୫ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

୫ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଡିସେମ୍ବର ୨୩ ସୁଦ୍ଧା ଉତ୍କେଲା ବିମାନ ଘାଟି ରନୱେ ସମ୍ପ୍ରସାରଣ ବେଲଖଣ୍ଡି ଶିବ ମନ୍ଦିର, ଜୁନାଗଡ ଲଙ୍କେଶ୍ୱରୀ ମନ୍ଦିର ଓ ଆଶାସାଗର ର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତି ନିର୍ଦ୍ଦେଶ [caption id="attachment_9605" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ.…

୫ ଦଫା ଦାବି ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା କଟକ ରିଟେଲ ଡିଲର ସଂଘ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

୫ ଦଫା ଦାବି ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା କଟକ ରିଟେଲ ଡିଲର ସଂଘ

୫ ଦଫା ଦାବି ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା କଟକ ରିଟେଲ ଡିଲର ସଂଘ [caption id="attachment_9581" align="alignnone" width="300"] News by Umakanta jena (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ରିଟେଲ ଡିଲର ସଂଘ ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ କରାଯାଇଛି । ୫ଦଫା ଦାବି ପୂରଣ ନିମନ୍ତେ ଡିଲରମାନେ ଦୀର୍ଘ ଦିନ ଧରି ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନେହୁରା ହୋଇଥିଲେ…

‘ମୋ ସରକାର’ ସମୀକ୍ଷା: ଲୋକଙ୍କ ଫିଡବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

‘ମୋ ସରକାର’ ସମୀକ୍ଷା: ଲୋକଙ୍କ ଫିଡବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

‘ମୋ ସରକାର’ ସମୀକ୍ଷା: ଲୋକଙ୍କ ଫିଡବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ପେନସନ୍ ପ୍ରଦାନରେ ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ, ପ୍ରତ୍ୟେକ ବିଭାଗ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସ୍ୱାସ୍ଥ୍ୟ ଓ ରାଜସ୍ୱ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି ସ୍ୱାସ୍ଥ୍ୟ ବିଭାଗରେ ୯୯ ପ୍ରତିଶତରୁ ଅଧିକ…

କଟକ ରିଟେଲ ଡିଲର୍ସଙ୍କ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ ୧୮ରେ
Slider ପପୁଲାର ନିଓଜ ରାଜନୀତି ରାଜ୍ୟ

କଟକ ରିଟେଲ ଡିଲର୍ସଙ୍କ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ ୧୮ରେ

କଟକ ରିଟେଲ ଡିଲର୍ସଙ୍କ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ ୧୮ରେ [caption id="attachment_9519" align="alignnone" width="300"] News by Umakanta Jena (Cuttack )[/caption] #କଟକ(ଏନ୍‌.ଏମ୍‌.): ଗରିବ ଲୋକମାନଙ୍କୁ ଭୋକିଲା ପେଟରେ ନରଖିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଚଳାଇଛନ୍ତି । ଗରିବ ଲୋକମାନଙ୍କୁ ୧ଟଙ୍କାରେ ଚାଉଳ ଗହମ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଉଛନ୍ତି । ହେଲେ ସରକାରଙ୍କ ଏହି ଯୋଜନାକୁ ସଫଳ ରୂପାୟନ…

ପ୍ରମିଳାଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପ୍ରମିଳାଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ

ପ୍ରମିଳାଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ [caption id="attachment_9500" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ୨ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ଗତକାଲି ଶ୍ରମ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତାଙ୍କୁ ମିଳିଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ…

ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡ଼ିର ବିପୁଳ ବିଜୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡ଼ିର ବିପୁଳ ବିଜୟ

ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡ଼ିର ବିପୁଳ ବିଜୟ ଭାବ ବିହ୍ୱଳ ହୋଇ ପଡ଼ିଲେ ଦୀପାଳି, କହିଲେ ମୋ' ବାପା ଫେରିଛନ୍ତି [caption id="attachment_9497" align="alignnone" width="300"] News by P. Mishra (Jharsuguda)[/caption] #ଝାରସୁଗୁଡ଼ା(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟଣାଇ ପ୍ରକାଶ ପାଇଛି ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ । ଏଥିରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ…

ଓଡ଼ିଶା ରାଜନୀତି: ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା ରାଜନୀତି: ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା

ଓଡ଼ିଶା ରାଜନୀତି: ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା [caption id="attachment_9493" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ବାଚସ୍ପତିଙ୍କ ସମେତ ୨ଜଣ ରାଷ୍ଟ୍ର ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆଜି ସେ ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ସେହିଭଳି ଗଣଶିକ୍ଷା…