ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କଟକ ଜିଲ୍ଲାରେ ବୁଲିଲା ମହାପ୍ରଭୁଙ୍କ ଅର୍ପଣ ରଥ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କଟକ ଜିଲ୍ଲାରେ ବୁଲିଲା ମହାପ୍ରଭୁଙ୍କ ଅର୍ପଣ ରଥ [caption id="attachment_12064" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଘରକୁ ଘର ବୁଲୁଛି ‘ଶ୍ରୀ ଜଗନ୍ନାଥ ଅର୍ପଣ ରଥ’ । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲାର…



